ମେଘା ବର୍ମନ: ଭାରତୀୟ ଅଭିନେତ୍ରୀ

ମେଘା ବର୍ମନ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ, ତେଲୁଗୁ, ତାମିଲ ଏବଂ ବଙ୍ଗଳା ଅଦି ଭାଷାର କଥାଚିତ୍ର ଜଗତରେ ସକ୍ରିୟ ଅଛନ୍ତି । ୨୦୦୩ ମସିହାରେ ସେ ହିନ୍ଦୀ କଥାଚିତ୍ର ପାପ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।

୨୦୧୧ ମସିହାରେ ସେ ସୋହନ ରାୟଙ୍କଦ୍ୱାରା ନିର୍ମିତ କଥାଚିତ୍ର ଡ୍ୟାମ୍‌ରେ ରଜିଆ ଭୂମିକାର ଅଭିନୟ କରିଥିଲେ । ଏହି କଥାଚିତ୍ରଟି ତାମିଲନାଡ଼ୁ ଏବଂ କେରଳ ମଧ୍ୟରେ ଉପୁଜିଥିବା ମୁଲ୍ଲାପେୟାର ଡ୍ୟାମ ବିବାଦ ଉପରେ ଆଧାରିତ ହୋଇଥାଇପାରେ ବୋଲି ଅନୁମାନ କରାଯାଇଥିଲା । ଡିଏମକେ ପାର୍ଟି ମୁଖ୍ୟ ଏମ. କରୁଣାନିଧି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ଏହି କଥାଚିତ୍ରଟି ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଥିଲେ । ଫଳରେ ନଭେମ୍ବର ୨୫ରେ ଏହାର ନିର୍ଦ୍ଧାରିତ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଏହି କଥାଚିତ୍ର ତାମିଲନାଡ଼ୁ ଏବଂ କେରଳ ମଧ୍ୟରେ ସମ୍ପର୍କକୁ ବ୍ୟାହତ କରିବ ବୋଲି ତାମିଲନାଡ଼ୁ ରାଜ୍ୟ ସରକାର ଏହାର ମୁକ୍ତିଲାଭ ଉପରେ ରୋକ ଲଗାଇଥିଲେ ।

ସେ ଓରୁ ମୋଦଲ ଓରୁ କାଦଲ କଥାଚିତ୍ରର ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ୨୦୧୪ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ବାଲାଡ୍ ଅଫ୍ ରୁଷ୍ତମ୍ ଏକାଡେମୀ ପୁରସ୍କାରରେ ପ୍ରଦର୍ଶିତ ହୋଇଥିଲା । ୨୦୨୦ ମସିହାରେ ସେ ହିନ୍ଦୀ କଥାଚିତ୍ର ପଙ୍ଗାରେ ନିଶା ଦାସଙ୍କ ଭୂମିକାରେ ଅଭିନୟ କରିଥିଲେ ।

ଚଳଚ୍ଚିତ୍ର ଚିତ୍ର

ବର୍ଷ କଥାଚିତ୍ର ଭୂମିକା ଭାଷା ଟିପ୍ପଣୀ |
୨୦୦୩ ପାପ୍ ଡିସିପିଙ୍କ ଝିଅ ହିନ୍ଦୀ
୨୦୦୮ ଅଙ୍କିତ, ପଲ୍ଲବୀ ଆଣ୍ଡ ଫ୍ରେଣ୍ଡସ୍ ପଲ୍ଲବୀ ତେଲୁଗୁ
୨୦୧୧ ଡ୍ୟାମ୍ ୯୯୯ ରଜିଆ ଇଂରାଜୀ
୨୦୧୨ ବଲ୍ଲାଡ୍ ଅଫ୍ ରୁଷ୍ତମ
୨୦୧୩ ଦ ସୁଇଟ୍ ଲାଇଫ୍ ଅଫ୍ କରନ୍ ଆଣ୍ଡ୍ କବିର ନିଆ ହିନ୍ଦୀ ଦୂରଦର୍ଶନ ଧାରାବାହିକ
ଲଟ୍ଟୁ ବଙ୍ଗଳା
୨୦୧୪ ଓରୁ ମୋଦଲ ଓରୁ କଦଲ ଅନୁଷ୍କା ତାମିଲ
୨୦୨୦ ପଙ୍ଗା ନିଶା ଦାସ ହିନ୍ଦୀ

ଆଧାର

ବାହାର ଲିଙ୍କ୍

Tags:

🔥 Trending searches on Wiki ଓଡ଼ିଆ:

ବୁଧନ ମୁର୍ମୁମାଗୁଣିର ଶଗଡ଼ (କଥାଚିତ୍ର)ଦାମୋଦର ରାଉତମାଦଳା ପାଞ୍ଜିଗୁଗଲଗୁଣନଯବକ୍ଷାରଜାନସମାଜ (ଖବରକାଗଜ)ଉଇଲିୟମ୍ ହେନେରୀ ପର୍କିନମାୟାଧର ମାନସିଂହଚନ୍ଦ୍ରଶେଖର ନନ୍ଦଶିଶୁ ଅନନ୍ତ ଦାସପ୍ରସନ୍ନ କୁମାର ଦାଶନିତ୍ୟାନନ୍ଦ ଶତପଥୀସାଲବେଗରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୂର୍ଯ୍ୟ ଦେବତାଭୀମାଶଙ୍କର ମନ୍ଦିରକମ୍ପ୍ୟୁଟରୟୁନିଫର୍ମ ରିସୋର୍ସ ଲୋକେଟରଓଡ଼ିଶାରେ ଦେବୀପୂଜାର ଐତିହ୍ୟପଠାଣି ସାମନ୍ତବିଦୁସ୍ମିତାତ୍ରିଭୁଜପରଦେଶୀ ବାବୁଶ୍ରୀ ଅରବିନ୍ଦଭୁବନେଶ୍ୱରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକରଣ (ଜାତି)ହୃଷୀକେଶ ପଣ୍ଡାହୋ ଜନ‌ଜାତିବଲାଙ୍ଗୀରଇନଷ୍ଟାଗ୍ରାମସୀତା ବିବାହମାଳତୀ ଚୌଧୁରୀଆମାଜନ୍.କମ୍‌ଚିକିତ୍ସା ବିଜ୍ଞାନପୁଷ୍ଟିସାରଇନୋଟୁଜୁମାବ ଓଜୋଗାମିସିନକାରୁବାକୀଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୧କଥକଳୀରବି ନାରାୟଣ ନନ୍ଦରୋହିତ ପୂଜାରୀସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଣା ସଂକ୍ରାନ୍ତିଶବ୍ଦ (ପଦ)ମହାଭାରତଜୟ ଶ୍ରୀରାମସାଇ ଭୋସଲେଯକ୍ଷ୍ମାଜାଭା (ପ୍ରୋଗ୍ରାମିଂ ଭାଷା)ସୋଫିଆ ଆଲାମରାମଚନ୍ଦ୍ର ବେହେରାଉଇକିପିଡ଼ିଆଜ୍ଞାନପୀଠ ପୁରସ୍କାରଗରୁଡ଼ଜଗଦୀଶ ମହାନ୍ତିପଦାର୍ଥଆର୍ଥିକ ସ୍ୱାଧୀନତାଆଲ୍‌କା ୟାଗ୍ନିକ୍‌ଆରିଷ୍ଟୋଟଲବୈକୁଣ୍ଠନାଥ ପଟ୍ଟନାୟକଜିନା ସାମଲମଟର ସାଇକେଲହରପ୍ରସାଦ ଦାସସଚ୍ଚିଦାନନ୍ଦ ରାଉତରାୟରକ୍ତ୨ (ସଂଖ୍ୟା)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରାବଣଛାୟା🡆 More