ରାଧାନାଥଙ୍କ କାବ୍ୟ ମେଘଦୂତ

ମେଘଦୂତ ରାଧାନାଥ ରାୟଙ୍କ ରଚିତ ଏକ ଦୀର୍ଘ କବିତା ଅଟେ । ଏହା "ଜନ୍ ବିମ୍‌ସ୍ ଏସ୍‌‌କ୍ୱେର"(John Beames Esquire)ଙ୍କୁ ଉତ୍ସର୍ଗ କରାଯାଇଛି । ସଂପୂର୍ଣ୍ଣ କାବ୍ୟଟି ଦୁଇ ଭାଗରେ ବିଭକ୍ତ ଯଥା: 'ପୂର୍ବ-ମେଘ' ଓ 'ଉତ୍ତର-ମେଘ' । ଉଭୟ ଭାଗରେ କଳହଂସ କେଦାର ରାଗ ବ୍ୟବହାର ହୋଇଛି । ପୂର୍ବ ମେଘ ସଂପୂର୍ଣ୍ଣ ୫୬୪ଟି ଧାଡି ବିଶିଷ୍ଟ ଓ ଉତ୍ତରମେଘ ୪୬୮ଟି ଧାଡି ବିଶିଷ୍ଟ ଅଟେ ।

ସଂକ୍ଷିପ୍ତ ବିବରଣୀ

କିଛି ପଦ

ପୂର୍ବ-ମେଘ

ଦକ୍ଷିଣଦେଶେ ରାମଗିରି ଶୋଭନ,

ବିମଳ ଶୁଭ୍ର ଯହିଁ ନଦୀ ଜୀବନ ।ଜନକକନ୍ୟା ସ୍ଥାନେ ପବିତ୍ର ଅତି,

ପର୍ଣ୍ଣଗହଳ ଯହିଁ ତରୁ ବ୍ରତତୀ ।

ଉତ୍ତର-ମେଘ

ଅଳକା ହର୍ମ୍ମେ୍ୟ ରାଜେ ନବ ଯୋଷିତ

ତୋ ଅଙ୍ଗେ ନିରଧରସ୍ୱର୍ଣ୍ଣ ତଡ଼ିତ;ଅଳକା ଚିତ୍ର ମୋହେ ନୟନ

ଇନ୍ଦ୍ର କୋଦଣ୍ଡ ତୋର ଅଙ୍ଗେ ଯେସନ ।

ଟୀକା

ଆଧାର

  • ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ଅଧ୍ୟାପକ ଦେବେନ୍ଦ୍ର କୁମାର ଦାଶ (୨୦୧୦). କବିବର ରାଧାନାଥ ଗ୍ରନ୍ଥାବଳି. ଗ୍ରନ୍ଥମନ୍ଦିର.

ବାହାର ଲିଙ୍କ

Tags:

ରାଧାନାଥଙ୍କ କାବ୍ୟ ମେଘଦୂତ ସଂକ୍ଷିପ୍ତ ବିବରଣୀରାଧାନାଥଙ୍କ କାବ୍ୟ ମେଘଦୂତ କିଛି ପଦରାଧାନାଥଙ୍କ କାବ୍ୟ ମେଘଦୂତ ଟୀକାରାଧାନାଥଙ୍କ କାବ୍ୟ ମେଘଦୂତ ଆଧାରରାଧାନାଥଙ୍କ କାବ୍ୟ ମେଘଦୂତ ବାହାର ଲିଙ୍କରାଧାନାଥଙ୍କ କାବ୍ୟ ମେଘଦୂତ

🔥 Trending searches on Wiki ଓଡ଼ିଆ:

କେଦାରନାଥ ମନ୍ଦିରମାସଓଡ଼ିଆ ସାହିତ୍ୟଓଡ଼ିଶାର କଳାଆର୍ଯ୍ୟଭଟ୍ଟଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସାରଳା ଦାସ୨୧କ୍ରେଡିଟ କାର୍ଡ଼ଲକ୍ଷ୍ମୀଯୁକ୍ତରାଜ୍ୟଅମୃତାୟନବାରବାଟି ଦୁର୍ଗନନ୍ଦ କିଶୋର ବଳରତ୍ନାକର ଚଇନିବାଲେଶ୍ୱର ଜିଲ୍ଲାପିଙ୍କି ପ୍ରଧାନପାର୍ବତୀବ୍ୟାସଦେବଟୁଇଟରଇଂରାଜୀ ଭାଷାମ୍ୟୁଚୁଆଲ ଫଣ୍ଡକଟକ ଜିଲ୍ଲାଜାଭା (ପ୍ରୋଗ୍ରାମିଂ ଭାଷା)ତାରିଣୀ ମନ୍ଦିର, ଘଟଗାଁଗୁରୁପ୍ରସାଦ ମହାନ୍ତିଆଲାନ ଟ୍ୟୁରିଙ୍ଗବିବାହରାଜେନ୍ଦ୍ର କିଶୋର ପଣ୍ଡାଜୟ ଜଗନ୍ନାଥନମିତା ଅଗ୍ରୱାଲରାମ ନବମୀଗୋପବନ୍ଧୁ ଦାସହିନ୍ଦୁ ଧର୍ମମୁଡ଼ି ନାଏକୋନବଗୁଞ୍ଜରନାନମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କବିସୂର୍ଯ୍ୟ ବଳଦେବ ରଥହ୍ୱାଟ୍ସଆପଟାଇଫଏଡମନୋଜ ଦାସଜହ୍ନସମାଜ (ଖବରକାଗଜ)ଅର୍ଥଶାସ୍ତ୍ରଫତୁରାନନ୍ଦଲାଟିନ ଭାଷାଏଚଆଇଭି/ଏଡସପ୍ରାଣବନ୍ଧୁ କରରାମଶଙ୍କର ରାୟରଥଯାତ୍ରାହନୁମାନ ଚାଳିଶାସାଧୁ ମେହେରଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ୟୁନିଫର୍ମ ରିସୋର୍ସ ଲୋକେଟରଶ୍ରାଦ୍ଧନୀଳକଣ୍ଠ ଦାସବିଷ୍ଣୁବାଘଓଡ଼ିଆ ଭାଗବତତ୍ରିଭୁଜବ୍ରତସାହି ଯାତରାଧାନାଥ ରାୟପାଳୁଅସୀତା ବିବାହ🡆 More