ମେଘ

ନଦୀ, ସମୁଦ୍ର, ଗାଡିଆ ପୋଖରୀ ଇତ୍ୟାଦିରୁ ଜଳ ସୂର୍ଯ୍ୟକିରଣଦ୍ୱାରା ବାଷ୍ପିଭୂତ ହୋଇ ବାୟୁମଣ୍ଡଳରେ ମିଶିଯାଏ ଓ ଘନୀଭୂତ ହୋଇ ପାଣିଟୋପା ଆକାର ଭୂପୃଷ୍ଠରେ ପତିତ ହୁଏ । ଏହାକୁ ମେଘ ବା ବର୍ଷା କୁହାଯାଏ ।

ମେଘ
ମେଘର ସୁଷ୍ଟି

ପ୍ରକାର

ଆବର୍ତ୍ତକ

ମେଘ 
କଳାହାଣ୍ତିଆ ମେଘ

ଆବର୍ତ୍ତକ ମେଘ କଳାହାଣ୍ଡିଆ ରୂପ ଧାରଣ କରି ମଝିରେ ମଝିରେ ବ୍ୟାପକ ବୃଷ୍ଟିକରାଏ ।

ସମ୍ବର୍ତ୍ତକ

ସମ୍ବର୍ତ୍ତକ ମେଘ ପ୍ରଳୟ ସୃଷ୍ଟିକାରୀ ଅତିବୃଷ୍ଟି କରାଇଥାଏ ଓ ବନ୍ୟା ବିତ୍ପାତ ଆଣିଥାଏ ।

ଦ୍ରୋଣ

ଦ୍ରୋଣ ବୁଢାମେଘ ନାମରେ ପରିଚିତ । ତେଣୁ ସ୍ୱାଭାବିକ ଦୁର୍ବଳ ।

ପୁଷ୍କର

ପୁଷ୍କର ମେଘ ଅତ୍ୟନ୍ତ ଚାଷ ଉପଯୋଗୀ । ସେଥିପାଇଁ କୁହାଯାଏ 'ପୁଷ୍କର- ଗାଡିଆ ପୋଖରୀ ଚାଷକର' ।

ଆଧାର

Tags:

ମେଘ ପ୍ରକାରମେଘ ଆଧାରମେଘଜଳ

🔥 Trending searches on Wiki ଓଡ଼ିଆ:

୨ ଜୁନଚିନ୍ତାମଣି ବେହେରାଅର୍ଥଶାସ୍ତ୍ରଉଇକିଖବରଓଡ଼ିଶାର ଦୋଳଯାତ୍ରାହୃଷୀକେଶ ପଣ୍ଡାଦ୍ୱିତୀୟ ବିଶ୍ୱଯୁଦ୍ଧଆଜରବାଇଜାନତ୍ରିଭୁଜମାୟାଧର ମାନସିଂହକୋଷବାଞ୍ଛାନିଧି ମହାନ୍ତିଯକୃତଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦାମୋଦର ରାଉତଉତ୍ତମ ମହାନ୍ତିଇଷ୍ଟ ଇଣ୍ଡିଆ କମ୍ପାନୀଉଇକିମିଡ଼ିଆ ଫାଉଣ୍ଡେସନଗନ୍ଧମାର୍ଦନଇଂଲଣ୍ଡସୌଭାଗ୍ୟ କୁମାର ମିଶ୍ରପୃଥିବୀଜଗନ୍ନାଥ ଦାସସୁକୁମାର ସେନଇଟାଲୀସୁନନ୍ଦା ଦାସଯାଜପୁରପୁରୀମଧ୍ୟ ଏସିଆପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରସଚ୍ଚିଦାନନ୍ଦ ରାଉତରାୟକଇଥରଘୁନାଥ ପରିଚ୍ଛାଉଇକିଅଭିଧାନକଲମ୍ବିଆବେଣୁଧର ରାଉତବେଲକଲେରା୪ ଅପ୍ରେଲଜ୍ଞାନପୀଠ ପୁରସ୍କାରସାରଳା ମହାଭାରତଓଡ଼ିଆ ଭାଷା୧୧ ଅପ୍ରେଲତୁଷାରକାନ୍ତି ବେହେରାଏ. ପି. ଜେ. ଅବଦୁଲ କଲାମବିଷ୍ଣୁନମିତା ଅଗ୍ରୱାଲ୫ ଫେବୃଆରୀବର୍ଷା ପ୍ରିୟଦର୍ଶିନୀବଳବୈକୁଣ୍ଠନାଥ ପଟ୍ଟନାୟକପ୍ରସନ୍ନ କୁମାର ପାଟ୍ଟଶାଣୀପଖାଳ ଦିବସଅଟିଜିମ୍‌ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଅଶୋକ (ସମ୍ରାଟ)କାଶୀ ବିଶ୍ୱନାଥ ମନ୍ଦିରଓଡ଼ିଶାଫିଫା ବିଶ୍ୱକପଦୋହାକୋଷ ଓ ବୌଦ୍ଧ ଗାନଓଡ଼ିଆ ଲିପିଧର୍ମେନ୍ଦ୍ର ପ୍ରଧାନଦ୍ରାଘିମାଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜିନା ସାମଲଜଗନ୍ନାଥ ମନ୍ଦିରଦଅଣାସୀତାକାନ୍ତ ମହାପାତ୍ରହଂକଂଭାରତୀୟ ଜନତା ପାର୍ଟିପ୍ରଧାନ ପୃଷ୍ଠା🡆 More