ମୂର୍ତ୍ତିଦେବୀ ପୁରସ୍କାର

ମୂର୍ତ୍ତିଦେବୀ ପୁରସ୍କାର ଭାରତୀୟ ଜ୍ଞାନପୀଠ ଦବାରା ୧୯୮୩ରୁ ପ୍ରଦାନ କରାଯାଇ ଆସୁଅଛି । ଉଲ୍ଲେଖନୀୟ ସାହିତ୍ୟ କୃତି ଲାଗି ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାରକୁ ଜ୍ଞାନପୀଠ ପରେ ଭାରତରେ ଦ୍ୱିତୀୟବଡ଼ ସାହିତ୍ୟ ପୁରସ୍କାର ଭାବେ ବିବେଚନା କରାଯାଏ । ପୁରସ୍କାର ବାବଦରେ ୨ଲକ୍ଷ ଟଙ୍କା, ଏକ ମାନପତ୍ର, ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ଓ ଏକ ଶାଲ ପ୍ରଦାନ କରାଯାଇଥାଏ । ଏପର୍ଯ୍ୟନ୍ତ ଦୁଇଜଣ ଓଡ଼ିଆ ପ୍ରତିଭା ରାୟ (୧୯୯୧) ଓ ହରପ୍ରସାଦ ଦାସ (୨୦୧୩) ମୂର୍ତ୍ତିଦେବୀ ପୁରସ୍କାର ପାଇଛନ୍ତି । ୧୯୯୧ରେ ପ୍ରତିଭାରାୟ 'ଯାଜ୍ଞସେନୀ' ପାଇଁ ଏହି ପୁରସ୍କାର ପାଇଥିବା ବେଳେ ୨୦୧୩ରେ ହରପ୍ରସାଦ ଦାସ 'ବଂଶ' ପାଇଁ ଏହି ପୁରସ୍କାର ପାଇଛନ୍ତି ।୨୦୦୮ରେ ପ୍ରକାଶିତ 'ବଂଶ'ରେ ମହାଭାରତର ଆଖ୍ୟାନକୁ ଆଧୁନିକ କବିତା ଢଙ୍ଗରେ ପରିବେଷଣ କରାଯାଇଛି ।

ଆଧାର

Tags:

ଓଡ଼ିଆ ଲୋକପ୍ରତିଭା ରାୟହରପ୍ରସାଦ ଦାସ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଲୋକନୃତ୍ୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୋପାଳ ଚନ୍ଦ୍ର ପ୍ରହରାଜପୁରୁଣିଭାରତୀୟ ମହିଳା୨୦୧୫ପୂଜା ହେଗଡ଼େଗୁଡ୍ ବୟକମ୍ପ୍ୟୁଟରଜର୍ଜିଆବାଜି ରାଉତପଞ୍ଚଲିଙ୍ଗେଶ୍ୱରପ୍ରାଣବନ୍ଧୁ କରରାଜନୀତି ବିଜ୍ଞାନଛଉ ନାଚ୧୪୭୫ନାଗୋୟାନରେନ୍ଦ୍ର ମୋଦୀଉଇକିକଥାଭାଷାଗଉଡ଼ ବାଡ଼ି ଖେଳଶାଲିନୀ ଅରୋଡ଼ାପାରମିତା ଶତପଥୀଇରା ମହାନ୍ତିସତ୍ୟ ସାଇ ବାବାଆସିକାଦକ୍ଷିଣ କୋଏଲ ନ‌ଦୀଗଣନ ସଂଖ୍ୟା୧୯୪୯ଗୁପଚୁପଓଡ଼ିଆ ସାହିତ୍ୟଭାରତର ସଂସ୍କୃତିକୁମାର ପୂର୍ଣ୍ଣିମାପାଳୁଅଘରଋଷିଆ୧୪ ସେପ୍ଟେମ୍ବରଯୀଶୁସୁଦର୍ଶନ ସାହୁ (ଛେନାପୋଡ଼ ଜନକ)ଓଡ଼ିଶାର ଦୋଳଯାତ୍ରାତ୍ରିଲୋଚନେଶ୍ଵର ମନ୍ଦିରAsthmaଓଡ଼ିଆ ରାମାୟଣଅଶୋକ (ସମ୍ରାଟ)ଜାଫିର୍ଲୁକାଷ୍ଟଟୋକିଓ୯୮୮ମହାତ୍ମା ଗାନ୍ଧୀବ୍ୟାଙ୍କହରେ କୃଷ୍ଣବେଲମୌଳିକ ସଂଖ୍ୟାଉତ୍କଳ ସମ୍ମିଳନୀଗୋପବନ୍ଧୁ ଚୌଧୁରୀଯୌନ ସମ୍ଭୋଗକରଣ (ଜାତି)ଖାରବେଳଜିତେନ୍ଦ୍ର ହରିପାଲରଥଯାତ୍ରା୧୪ ମାର୍ଚ୍ଚପାଳୁଅ ଲଡୁଓଡ଼ିଶୀଆଣ୍ଟୋନ ଚେକୋଭ🡆 More