ମୁଣ୍ଡା ଭାଷାସମୂହ

ମୁଣ୍ଡା ଭାଷାସମୂହ (ଇଂରାଜୀ: Munda languages) ମଧ୍ୟ ଏବଂ ପୂର୍ବ ଭାରତ ତଥା ବଙ୍ଗଳାଦେଶରେ ନଅ ମିଲିଅନ ଲୋକଙ୍କ ଦେଇ କଥିତ ଏକ ଭାଷା ପରିବାର । ସେମାନେ ଅଷ୍ଟ୍ରୋଏସୀୟ ଭାଷାସମୂହର ଖମେର ଭାଷା (କାମ୍ବୋଡ଼ିଆ) ଦୂର ସମ୍ବନ୍ଧିତ, ଅନ୍ୟାନ୍ୟ ଭିଏତନାମୀ ଭାଷା ସହ କିଛି ପରିମାଣରେ ସମ୍ବନ୍ଧିତ, ଓ ଥାଇଲାଣ୍ଡ, ଲାଓସ ଏବଂ ଦକ୍ଷିଣ ଚୀନର କିଛି ଅଳ୍ପ କଥିତ ଭାଷା ସହ ଏକ ଶାଖା । ମୁଣ୍ଡା ଭାଷାର ଆରମ୍ବ ଅଜଣା । ତେବେ ପୂର୍ବ ଭାରତର ଅନ୍ୟାନ୍ୟ ଭାଷା ସହ ଏହା ସମ୍ବନ୍ଧିତ । ହୋ, ଭୂମିଜ, ମୁଣ୍ଡାରୀଏବଂ ସାନ୍ତାଳୀ ଏହି ପରିବାରର ମୁଖ୍ୟ ଭାଷା ।

ମୁଣ୍ଡା
ଭୌଗଳିକ
ବିତରଣ:
ଭାରତ, ବଙ୍ଗଳାଦେଶ
ଭାଷାଗତ ବିଭାଗୀକରଣ:ଅଷ୍ଟ୍ରୋ-ଏସୀୟ
  • ମୁଣ୍ଡା
Subdivisions:
  • ଖେରୱାଡ଼ୀ(ଉତ୍ତର)
  • କୋରକୁ (ଉତ୍ତର)
  • ଖାରିଆ–ଜୁଆଙ୍ଗ
  • କୋରାପୁଟ (ରେମୋ, ସବର)
ISO 639-2 / 5:mun
Glottolog:mund1335
{{{mapalt}}}
ଭାରତରେ ମୁଣ୍ଡା ଲୋକଙ୍କ ବିତରଣ

ଭାଷାପରିବାରଟି ଦୁଇ ଭାଗରେ ବିଭକ୍ତ: ଉତ୍ତର ମୁଣ୍ଡା (ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଛୋଟନାଗପୁର ମାଳଭୂମିରେ କଥିତ), ଏବଂ ଦକ୍ଷିଣ ମୁଣ୍ଡା (ମଧ୍ୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସୀମାରେ କଥିତ) ।

ଆଧାର

Tags:

ଇଂରାଜୀ ଭାଷାଥାଇଲାଣ୍ଡବଙ୍ଗଳାଦେଶଭାରତଲାଓସସାନ୍ତାଳୀ ଭାଷାହୋ ଭାଷା

🔥 Trending searches on Wiki ଓଡ଼ିଆ:

ତାରିଣୀ ଚରଣ ପାତ୍ରଭଗବତ ଗୀତାଓଡ଼ିଆ ସାହିତ୍ୟର ଇତିହାସବର୍ଷାଆଲବର୍ଟ ଆଇନଷ୍ଟାଇନବଡ଼ ଓଡ଼ିଆ ମଠନନ୍ଦ କିଶୋର ବଳଦେବୀପ୍ରସନ୍ନ ପଟ୍ଟନାୟକବେଣୁଧର ରାଉତମିନତି ମିଶ୍ରସୋମନାଥପକ୍ଷୀଘରସଂଘମିତ୍ରା ମିଶ୍ରନୀଳକଣ୍ଠ ଦାସଚୈତନ୍ୟସତ୍ୟନାରାୟଣ ରାଜଗୁରୁ୫ ଡିସେମ୍ବରଭାରତୀୟ ଜନତା ପାର୍ଟିସନାତନ ମହାକୁଡ଼କାମଧେନୁଭାଷାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)ମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଦ୍ୟାଳୟନବକୃଷ୍ଣ ଚୌଧୁରୀବଣ୍ଡ (ଅର୍ଥ)ଇଣ୍ଡିଆନ ପ୍ରିମିଅର ଲିଗବିଧାନ ସଭା ସଭ୍ୟମୌଳିକ ସଂଖ୍ୟାମଦନମୋହନନରୱେଲାଓସସ୍ଥାନେଶ୍ୱର ମହାଦେବ ମନ୍ଦିରଭୁବନେଶ୍ୱର ବେହେରାବରଫଜୟ ଜବାନ ଜୟ କିଶାନଖୋର୍ଦ୍ଧା ଜିଲ୍ଲାମେନିଞ୍ଜାଇଟିସ୍କନ୍ନଡ଼ ଭାଷାବରାହଗିରି ଭେଙ୍କଟଗିରିଅକ୍ଟୋବରଜଗନ୍ନାଥ ମନ୍ଦିରବୀଣାପାଣି ମହାନ୍ତିଗୁରୁ ପ୍ରସାଦ ମହାନ୍ତିବୈଶାଖସୌମ୍ୟ ରଞ୍ଜନ ପଟ୍ଟନାୟକହିନା ରବାନି ଖର୮ ଅପ୍ରେଲଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାଚଇତି ଘୋଡ଼ା ନାଚଓଡ଼ିଶାର ଇତିହାସପରଶୁରାମଦଶାବତାରଆର୍ତ୍ତବଲ୍ଲଭ ମହାନ୍ତି୩ ଅପ୍ରେଲଯତୀନ୍ଦ୍ର କୁମାର ନାୟକଆଚାର୍ଯ୍ୟ ହରିହର୨ ଅପ୍ରେଲଅଗ୍ନିଶ୍ରୀ ଅରବିନ୍ଦଇଣ୍ଟରନେଟଫକୀର ମୋହନ ସେନାପତିହନୁମାନ ଚାଳିଶାବୌଦ୍ଧ ଧର୍ମ୨୧ ଅପ୍ରେଲଗୋପାଳକୃଷ୍ଣ ପଟ୍ଟନାୟକରାୟଗଡ଼ା ରେଳ ଷ୍ଟେସନଭୈରବୀଅଟିଜିମ୍‌🡆 More