ମୀମାଂସା: ୨୦୧୬ର ଓଡ଼ିଆ କଥାଚିତ୍ର

ମୀମାଂସା ୨୦୧୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ପ୍ରଦୀପ ଦାଶଙ୍କ ସମନାମବିଶିଷ୍ଟ ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ ଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚକ୍ରଧର ସାହୁ । ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଲିପି । ତାଙ୍କ ସ‌ହ ହର ରଥ, ମୀନକେତନ, ମନୋଜ ପଟ୍ଟନାୟକ, ସୁରେଶ ବଳ ପ୍ରମୁଖ ଅଭିନୟ କରିଥିଲେ ।

ମୀମାଂସା
ନିର୍ଦ୍ଦେଶକଚକ୍ରଧର ସାହୁ
ପ୍ରଯୋଜକସୌମ୍ୟ ରଞ୍ଜନ ପଟ୍ଟନାୟକ
ସଂଳାପପ୍ରଦୀପ ଦାଶ
ଚିତ୍ରନାଟ୍ୟସୂତନୁ ଗୁପ୍ତା
କଳାକାରଲିପି
ହର ରଥ
ମୀନକେତନ
ମନୋଜ ପଟ୍ଟନାୟକ
ସୁରେଶ ବଳ
ଅଶୋକ ଦାସ
ସଙ୍ଗୀତରତନେସ୍ ଭଗତ୍
ଚିତ୍ରଗ୍ରହଣପ୍ରଶାନ୍ତନୁ ମହାପାତ୍ର
ମୁକ୍ତିଲାଭ ତାରିଖ
୫ ଅଗଷ୍ଟ ୨୦୧୬
ଦେଶମୀମାଂସା: ଅଭିନୟ, କାହାଣୀ, ଗୀତ ଓ ସଙ୍ଗୀତ ଭାରତ
ଭାଷାଓଡ଼ିଆ

"ମଣିଷ‌ପଣିଆ, ମାନବିକ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ହିଁ ଥିଲା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଉପଜୀବ୍ୟ ।" ସାମାନ୍ୟ ଟଙ୍କା କେଇଟା ପାଇଁ ମଣିଷମାନେ କେଉଁଭଳି ଭାବରେ ହଠାତ୍ ବଦଳିଯାଆନ୍ତି ତାହା ଦୃଶ୍ୟାୟନ ହୋଇଥିଲା ଏହି ଚଳଚ୍ଚିତ୍ରରେ ।

ଅଭିନୟ

କାହାଣୀ

ଗୋଟିଏ ମସ୍ୟଜୀବିର ନିଖୋଜ ହେବା ଏବଂ ଏହାକୁ ନେଇ ତା'ର ସମ୍ପର୍କୀୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଥାକୁ ନେଇ ନିର୍ମାଣ ହୋଇଥିଲା ଏହି ଚଳଚ୍ଚିତ୍ରଟି ।

ଗୀତ ଓ ସଙ୍ଗୀତ

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମୁମ୍ବାଇର ସଙ୍ଗୀତ ନିର୍ଦ୍ଦେଶକ ରତନେସ୍ ଭଗତ୍ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ନିଜାମ, ଜିତେନ୍ଦ୍ର ପ୍ରଧାନ ଏବଂ ମୋହିତ ଚକ୍ରବର୍ତ୍ତୀ । ମହାଲକ୍ଷ୍ମୀ ଅୟର୍, ସଂଗ୍ରାମ ମହାନ୍ତି ଏବଂ ଅମନ ତ୍ରୀଖା ପ୍ରମୁଖ କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଧିମା ଧିମା ପ୍ରେମରେ" 
2."ସବୁ ଦିଶେ ଯୋଡ଼ି ଯୋଡ଼ି ଗୋରୀ ଦିଶେ କାଳି" 
3."ଆରେ ସାଥି ଆ" 
4."ଢେଉ ଫେରେ କୂଳେ" 

ଆଧାର

ବାହାର ଆଧାର

Tags:

ମୀମାଂସା ଅଭିନୟମୀମାଂସା କାହାଣୀମୀମାଂସା ଗୀତ ଓ ସଙ୍ଗୀତମୀମାଂସା ଆଧାରମୀମାଂସା ବାହାର ଆଧାରମୀମାଂସାପ୍ରଦୀପ ଦାଶମୀନକେତନଲିପି (ଅଭିନେତ୍ରୀ)ସୁରେଶ ବଳହର ରଥ

🔥 Trending searches on Wiki ଓଡ଼ିଆ:

ଭାରତର ଜାତୀୟ ପତାକାଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯବକ୍ଷାରଜାନନିତ୍ୟାନନ୍ଦ ମହାପାତ୍ରମହିଳା ଯୌନାଙ୍ଗ ଛେଦନନିଖିଳାନନ୍ଦ ପାଣିଗ୍ରାହୀବ୍ୟାଟେରୀନକ୍ଷତ୍ରମେନିଞ୍ଜାଇଟିସ୍ବାଜି ରାଉତଉଇକିକମନ୍ସଅରବିନ୍ଦ ମୁଦୁଲିଉଇକିଡାଟାହିଙ୍ଗୁଳା ମନ୍ଦିରରାସାୟନିକ ମୌଳିକଓଉଚିତ୍ତରଞ୍ଜନ ଦାସ୨୦ ଡିସେମ୍ବରଗୁପଚୁପଗୋପାଳ (ଜାତି)ପାକସ୍ଥଳୀ କର୍କଟ୧୯୬୦ରଘୁନାଥ ମୁର୍ମୁ୧୧ ମାର୍ଚ୍ଚଓଡ଼ିଶା ସରକାର୧ ଜୁଲାଇଦିବ୍ୟସିଂହ ଦେବରବର୍ଟ ମୂଗପ୍ୟାରିସପ୍ରସନ୍ନ କୁମାର ମିଶ୍ରଗ୍ରହ୧୪ ମାର୍ଚ୍ଚଦୁର୍ଗା ପୂଜାଉତ୍ତମ କୁମାର ପ୍ରଧାନବେଲପଣା ସଂକ୍ରାନ୍ତିଚଇତି ଘୋଡ଼ା ନାଚସିଲଡେନାଫିଲବଳରାମ ଦାସକଳିଙ୍ଗ ଯୁଦ୍ଧଶାଗମହାଦେଶବୀଣାପାଣି ମହାନ୍ତିକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)କାନାଡ଼ାକେନ୍ଦୁଝର ଜିଲ୍ଲାଦାଶରଥି ପଟ୍ଟନାୟକ୨୯ ମାର୍ଚ୍ଚଆଲପ୍ରାଜୋଲାମ୧୯୧୮ପାଠାଗାରଅଟିଜିମ୍‌କାଳୀଚରଣ ପଟ୍ଟନାୟକଚନ୍ଦ୍ରଭାଗା (କବିତା)ଅଖିଳ ମୋହନ ପଟ୍ଟନାୟକପୁରୁଣି୧୦୦୦ଅବସାଦସୁରେନ୍ଦ୍ର ମହାନ୍ତିସୂଚନା ଅଧିକାର ଆଇନ ୨୦୦୫ଛାନ୍ଦଚନ୍ଦ୍ରଶେଖର ରଥବିରାଟ କୋହଲୀ🡆 More