ମୀନଝୋଲା: ଭାରତରେ ଗ୍ରାମ

]

ମୀନଝୋଲା
(ମୀନଝୋଲା)
ଗାଆଁ
ଦେଶମୀନଝୋଲା: ଭାରତରେ ଗ୍ରାମ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
248 m (814 ft)
Population
 (୨୦୧୧)
 • Total୩୭୧
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 18

ମୀନଝୋଲା ରାୟଗଡ଼ା ଜିଲ୍ଲାର ଗୁଡାରି ନିକଟରେ ଅବସ୍ଥିତ । ତିନୋଟି ନଦୀର ମୁହାଣରେ ଥିବା ଶିବ ମନ୍ଦିର ପାଇଁ ଏହା ପ୍ରସିଦ୍ଧ । ଏହାଛଡା ରାୟଗଡ଼ା ଜିଲ୍ଲାର ଏହା ଏକ ପର୍ଯ୍ୟଟନସ୍ଥଳୀ । ବଣ, ପାହାଡ ଘେରା ନଦୀମଧ୍ୟରେ ଅବସ୍ଥିତ ଏହି ଶିବ ମନ୍ଦିରଟି ଶିବଭକ୍ତମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣର ସ୍ଥଳ ହେବା ସହିତ ବଣଭୋଜି କରିବାପାଇଁ ଏକ ପ୍ରକୃଷ୍ଟ ସ୍ଥାନ । ଶିବରାତ୍ରି ସମୟରେ ବହୁସଂଖ୍ୟାରେ ଭକ୍ତ ଏଠାକୁ ଶିବପୂଜା ପାଇଁ ଆସନ୍ତି ।

ଭୂଗୋଳ

ମୀନଝୋଲାର ଭୌଗୋଳିକ ଅବସ୍ଥିତି ହେଉଛି 19° 31' 00″N and 83° 44' 44″E । ଏହା ଜିଲ୍ଲା ମୁଖ୍ୟାଳୟ ରାୟଗଡ଼ା ଠାରୁ ୧୩୪ କି.ମି. ଦୂରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁସାରେ ମୀନଝୋଲାର ମୋଟ ଲୋକସଂଖ୍ୟା ହେଉଛି ୩୭୧ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୧୮୨ ଓ ମହିଳା ସଂଖ୍ୟା ୧୮୯ ।

ଆଧାର

ବାହାର ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ଶ୍ରୀନିବାସ ରାମାନୁଜନମନମୋହନ ସାମଲଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଦିବ୍ୟଶଙ୍କର ମିଶ୍ରଦେବୀପ୍ରସନ୍ନ ପଟ୍ଟନାୟକସମାଜ (ଖବରକାଗଜ)ପୃଥିବୀଚନ୍ଦ୍ରଶେଖର ରଥନଗର କୀର୍ତ୍ତନଛଉ ନାଚମଥୁରା ମଙ୍ଗଳକେ. ଶ୍ୟାମବାବୁ ସୁବୁଦ୍ଧିସୌଭାଗ୍ୟ କୁମାର ମିଶ୍ରନବରଙ୍ଗପୁର ଜିଲ୍ଲାମାୟାଧର ମାନସିଂହକାଟୁଲୁ ରବି କୁମାରଶବ୍ଦ (ପଦ)ବାଞ୍ଛାନିଧି ମହାନ୍ତିପରିବେଶଆଳୁ ଭଜାତରଳ ଝାଡ଼ାପ୍ରଫୁଲ୍ଲ ସାମଲଭାରତୀୟ ସ୍ୱାଧୀନତା ଆନ୍ଦୋଳନଇଲନ ମସ୍କହନୁମାନ ଚାଳିଶାରହସ୍ୟଯୁକ୍ତରାଷ୍ଟ୍ର ଆମେରିକାଗୋଦାବରୀଶ ମହାପାତ୍ରଯୋଗରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜକିଶୋର ରାୟ୨୮ ଅପ୍ରେଲଚୈତନ୍ୟଗଜପତି ସାମ୍ରାଜ୍ୟନୂଆଖାଇଦରବାର (କବିତା)କାଳୀଚରଣ ପଟ୍ଟନାୟକଚୈତ୍ର ପୂର୍ଣ୍ଣିମାପୂରଣବାଚକ ସଂଖ୍ୟାରାଧାମୋହନ ଗଡ଼ନାୟକଆଳୁମ୍ୟାଲେରିଆଓଡ଼ିଆ କବି ମାନଙ୍କର ତାଲିକାଗଣନ ସଂଖ୍ୟାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଆ ରାନ୍ଧଣାଜଗନ୍ନାଥଙ୍କ ବେଶମାଣବସା ଗୁରୁବାରତାଇୱାନମକର ସଂକ୍ରାନ୍ତିଗଞ୍ଜାମ ଜିଲ୍ଲାକଳିଙ୍ଗ ଯୁଦ୍ଧରାମ ନବମୀକୁନ୍ତଳା କୁମାରୀ ସାବତନବରଙ୍ଗପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସାରଳା ମହାଭାରତହାଡ଼ଫୁଟିଗଜ ଉଦ୍ଧାରଣ ବେଶଗୋପାଳ ଚନ୍ଦ୍ର ପ୍ରହରାଜଭଗବତୀ ଚରଣ ପାଣିଗ୍ରାହୀଜ୍ୟୋତିଷଶାସ୍ତ୍ରଦୋହାକୋଷ ଓ ବୌଦ୍ଧ ଗାନଅମୃତାୟନଦ୍ୱିତୀୟ ଭାସ୍କରମାଟିର ମଣିଷମନୋଜ ଦାସ୧୮୭୪ଟାଇଫଏଡମହାପ୍ରସାଦ🡆 More