ମିଶନ ଶକ୍ତି

ମିଶନ ଶକ୍ତି, ଓଡ଼ିଶା ସରକାରଙ୍କଦ୍ୱାରା ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସରୁ ପ୍ରଚଳନ କରାଯାଇଥିବା ଏକ ଯୋଜନା । ମହିଳା ସ୍ୱୟଂ ସହୟିକା ଗୋଷ୍ଠୀ ଗୁଡିକୁ ସଂଗଠିତ ଓ ମଜବୁତ କରିବା ମୂଳ ଉଦ୍ଦେଶ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ ଶକ୍ତି ଯୋଜନା ଏକତ୍ର କାର୍ଯ୍ୟ କରନ୍ତି । ମହିଳା ଓ ଶିଶୁମାନଙ୍କ ପାଇଁ ବିଭିନ୍ନ ଯୋଜନା, ଶିଶୁ ଏବଂ ମହିଳା ପୁଷ୍ଟି, ମମତା ଯୋଜନା, ମିଶନ ଶକ୍ତି ଆଦି ବିଷୟରେ ସଚେତନତା ସୃଷ୍ଟି ପାଇଁ ୨୦୧୯ ମସିହାରେ ଏହି ମନ୍ତ୍ରଣାଳୟ ଟିକି ମାଉସୀ ନାମରେ ନିଜର ଏକ ମାସ୍କଟ ପ୍ରଚଳନ କରିଥିଲେ ।

୨୦୨୦ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସରେ, ଓଡ଼ିଶା ସରକାର ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଭାବରେ ଘୋଷଣା କରିଥିଲେ ।

ଆଧାର

Tags:

ଓଡ଼ିଶା ସରକାର

🔥 Trending searches on Wiki ଓଡ଼ିଆ:

ଜ୍ଞାନକୋଷକିଶୋରୀ ଚରଣ ଦାସୱିଲିଅମ ସେକ୍ସପିଅରଶାନ୍ତନୁ କୁମାର ଆଚାର୍ଯ୍ୟସମ୍ବଲପୁରଗୋପାଳ ଛୋଟରାୟମହାଦେଶମଧୁମେହଲକ୍ଷ୍ମୀକାନ୍ତ ମହାପାତ୍ର୧୦ ଅଗଷ୍ଟସଞ୍ଜୀବ କୁମାର ମଲ୍ଲିକଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଯାଜପୁରସାଦୃଶ୍ୟଜ୍ଞାନପୀଠ ପୁରସ୍କାରଉଇକିମିଡ଼ିଆ ମୁଭମେଣ୍ଟଜବାହରଲାଲ ନେହେରୁଗୁରୁବାରଶ୍ରୀନିବାସ ରାମାନୁଜନଓଡ଼ିଶାର ଇତିହାସବୃହସ୍ପତିବନ୍ଦେ ମାତରମଓଡ଼ିଆ ସାହିତ୍ୟଏଚଆଇଭି/ଏଡସଅକ୍ଷି ତୃତୀୟାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଚିନ୍ତାମଣି ବେହେରାଅନୁପମ ଭାରତପ୍ରେମ୧୫ ଫେବୃଆରୀକାଜୁଭାରତର ଜାତୀୟ ପତାକାସୀତାକାନ୍ତ ମହାପାତ୍ରଅନାଦି ଚରଣ ସାହୁଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଜଳ୬୩୩ଉତ୍କଳ ସମ୍ମିଳନୀରାଜା ରାମମୋହନ ରାୟରାଶି ଓ ନକ୍ଷତ୍ରଉଇକିପିଡ଼ିଆଗୌତମ ବୁଦ୍ଧଉଦୟନାଥ ଷଡ଼ଙ୍ଗୀଜର୍ଜ କ୍ୟାଣ୍ଟରହନୁମାନ ଜୟନ୍ତୀଜଗନ୍ନାଥଙ୍କ ବେଶନମିତା ଅଗ୍ରୱାଲଗଙ୍ଗାଧର ମେହେରକୁଞ୍ଜବିହାରୀ ଦାଶଅପରେଟିଙ୍ଗ ସିଷ୍ଟମବିଭୂତି ପଟ୍ଟନାୟକପୂର୍ଣ୍ଣାନନ୍ଦ ଦାନୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପଠାଣି ସାମନ୍ତଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଦଣ୍ଡ ନାଟ୧୭୩୬ରାଜ ଯୋଗସୌର ଜଗତଚନ୍ଦନପ୍ଲୀହା🡆 More