ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା

ମା ମଙ୍ଗଳା ମା ମନ୍ଦିର ରାୟଗଡ଼ା ସହରର ରାଣୀଗୁଡା ଅଞ୍ଚଳରେ ଅବସ୍ଥିତ । ସୁନ୍ଦର କାରୁକାର୍ଯ୍ୟରେ ଶୋଭିତ ଏହି ମନ୍ଦିରରେ ମା ମଙ୍ଗଳା, ହନୁମାନ, ମା ସଙ୍କଟ ତାରିଣୀ ଓ ଭଗବାନ ରାମ ପୂଜା ପାଆନ୍ତି । ଏତଦ୍ ବ୍ୟତୀତ ଭଗବାନ ଶିବଙ୍କର ମଧ୍ୟ ଆରାଧନା କରାଯାଏ ।

ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା
ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା ଜିଲ୍ଲା
Location
ସ୍ଥାନରାୟଗଡ଼ା
Stateଓଡ଼ିଶା
Countryଭାରତ

ଇତିହାସ

୦୩.୦୯.୨୦୦୯ ମସିହାରେ ମନ୍ଦିରଟି ପ୍ରତିଷ୍ଠିତ । ସ୍ଥାନୀୟ ବାସିନ୍ଦା ମଦନ ମୋହନ ମିଶ୍ର ଏହାର ପ୍ରତିଷ୍ଠାତା ।

ପର୍ଯ୍ୟଟନ ଆକର୍ଷଣ

ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨ କି.ମି. ଏବଂ ହାତୀପଥର ନିକଟରେ ଅବସ୍ଥିତ ଏହି ମନ୍ଦିର ଏକ ପର୍ଯ୍ୟଟନ ଆକର୍ଷଣ ଅଟେ । ପର୍ଯ୍ୟଟକ ତଥା ଭକ୍ତମାନେ ଏଠାକୁ ବିଶେଷ ଭାବେରେ ମଙ୍ଗଳବାରରେ ବହୁସଂଖ୍ୟାରେ ଆସିଥାନ୍ତି । ମନ୍ଦିରରେ ପାଳିତ ହେଉଥିବା ପର୍ବ ମଧ୍ୟରେ ମହାଷ୍ଟମୀ, ଦଶହରା, ଶିବରାତ୍ରି, ରାମ ନବମୀ ଓ ପଣା ସଂକ୍ରାନ୍ତି ଅନ୍ୟତମ ।

ଆଧାର

ଅଧିକ ତଥ୍ୟ

Tags:

ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା ଇତିହାସମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା ପର୍ଯ୍ୟଟନ ଆକର୍ଷଣମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା ଆଧାରମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା ଅଧିକ ତଥ୍ୟମା ମଙ୍ଗଳା ମା ମନ୍ଦିର, ରାୟଗଡ଼ାରାୟଗଡ଼ା

🔥 Trending searches on Wiki ଓଡ଼ିଆ:

ପଶ୍ଚିମ ଓଡ଼ିଶାଅଣଧର୍ମବାଦଖାଦ୍ୟଭୁବନେଶ୍ୱର ବେହେରାରମାଦେବୀ ଚୌଧୁରୀବେଜିଂଭଗବତୀ ଚରଣ ପାଣିଗ୍ରାହୀବାରବାଡୋସଦିବ୍ୟସିଂହ ଦେବFluvastatinଉମିଆମ ହ୍ରଦସୁଭଦ୍ରାକଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍)ବ୍ୟଞ୍ଜନ ବର୍ଣ୍ଣଗୋପୀନାଥ ମହାନ୍ତିଗୌରୀଶଙ୍କର ରାୟବୈକୁଣ୍ଠନାଥ ପଟ୍ଟନାୟକଭାରତୀୟ ଜାତୀୟ କଂଗ୍ରେସଚବିଶ ଗୁରୁଶଙ୍ଖ କ୍ଷେତ୍ରଚାରି ଧାମଅଷ୍ଟମୀଯାଜପୁର ଜିଲ୍ଲାଓଡ଼ିଆ କବି ମାନଙ୍କର ତାଲିକା୧୪ ଅପ୍ରେଲଲୋକ ସଭାମେଘାଳୟନାରଦ୧୧ ମାର୍ଚ୍ଚରତ୍ନାକର ଚଇନିଇଂରାଜୀ ଭାଷାଉତ୍କଳ ସମ୍ମିଳନୀଭାଗବତ ଜନ୍ମଦଣ୍ଡ ନାଚପିଙ୍କି ପ୍ରଧାନଖନା ବଚନଭାରତୀୟ ଡାକ ସେବାସରଳା ଦେବୀନବଦୁର୍ଗାଫିଫା ବିଶ୍ୱକପଅନୁଗୋଳ ଜିଲ୍ଲାଓଡ଼ିଆ ନାଟକମାଉସଚୈତ୍ରବଦ୍ରୀନାଥ ମନ୍ଦିରକିଶୋରୀ ଚରଣ ଦାସଦୁର୍ଗାପ୍ରଯୁକ୍ତି ବିଦ୍ୟାମାଇକ୍ରୋସଫ୍ଟମଣିଷଆଭାସ କୁମାର ବରାଳକାଳିନ୍ଦୀ ଚରଣ ପାଣିଗ୍ରାହୀଗୁରୁପ୍ରସାଦ ମହାନ୍ତିକାମଦା ଏକାଦଶୀଅର୍ଥଶାସ୍ତ୍ରବ୍ରତଲକ୍ଷ୍ମଣପରମାନନ୍ଦ ଆଚାର୍ଯ୍ୟଗାୟତ୍ରୀ ସରାଫଓଡ଼ିଆ ଲିପିଫେସବୁକହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଓଡ଼ିଶାର କଳା୩୧ ଡିସେମ୍ବର🡆 More