ସଫ୍ଟଓଏର ମାଷ୍ଟୋଡନ

ମାଷ୍ଟୋଡନ ଏକ ଖୋଲା ଓ ଓପନ-ସୋର୍ସ ସେଲ୍ଫ-ହୋଷ୍ଟ ହୋଇଥିବା ସୋସିଆଲ ନେଟୱାର୍କିଂ ସର୍ଭିସ । ଏହା ସଭିଙ୍କୁ ନେଟୱାର୍କରେ ତାଙ୍କ ନିଜ ସର୍ଭର ନୋଡ଼ ହୋଷ୍ଟ କରିବାର ସୁବିଧା ଦେଇଥାଏ ଏବଂ ଏହାର ବିଭିନ୍ନ ଅଲଗା ଅଲଗା ୟୁଜର ବେସଗୁଡ଼ିକ ଫେଡ଼େରେଟେଡ଼ ହୋଇ ଭିନ୍ନ ଭିନ୍ନ ସର୍ଭରରେ ରହିଥାଏ । ଏହି ସର୍ଭରଗୁଡ଼ିକ ଫେଡ଼େରେଟେଡ଼ ସୋସିଆଲ ନେଟୱାର୍କ ଭାବେ ସଂଯୁକ୍ତ ହୋଇଥାନ୍ତି ଫଳରେ ଭିନ୍ନ ଭିନ୍ନ ସର୍ଭରରେ ଥିବା ବ୍ୟବହାରକାରୀମାନେ ଅବାଧରେ ପରସ୍ପର ସହ ସମ୍ପର୍କ ରଖିପାରନ୍ତି । ମାଷ୍ଟୋଡନ ଏକ ବିଶାଳ ଫେଡ଼ିଭର୍ସର ଅଂଶ ଓ ଏହା ତା'ର ବ୍ୟବହାରକାରୀମାନଙ୍କୁ ପିଅରଟ୍ୟୁବ ପ ଫ୍ରେଣ୍ଡିକା ଭଳି ସମାନ ପ୍ରୋଟୋକଲ ଥିବା ଅଲଗା ଅଲଗା ଓପନ ପ୍ଲାଟଫର୍ମର ବ୍ୟବହାରକାରୀମାନଙ୍କ ସଙ୍ଗେ ସମ୍ପର୍କ ରଖିବାର ଅନୁମତି ଦେଇଥାଏ

ମାଷ୍ଟୋଡନ
ସଫ୍ଟଓଏର ମାଷ୍ଟୋଡନ
ସଫ୍ଟଓଏର ମାଷ୍ଟୋଡନ
ଡେଭେଲପରଇଉଜିନ ରଚକୋ, ଆଦି
ପ୍ରଥମ ରିଲିଜ୍16 ମାର୍ଚ୍ଚ 2016; 8 years ago (2016-୦୩-16)
ଷ୍ଟେବଲ୍ ରିଲିଜ୍4.2.8 / ଫେବୃଆରୀ ୨୩, ୨୦୨୪
ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ରୁବି ଅନ ରେଲ୍ସ, ଜାଭାସ୍କ୍ରିପ୍ଟ (React.js, ରେଡକ୍ସ)
Operating systemୟୁନିକ୍ସ, ଲିନକ୍ସ, ବିଏସଡି
ପ୍ଲାଟଫର୍ମୱେବ, iOS, ଅପରେଟିଂ, ଲିନକ୍ସ ଏବଂ ପ୍ୟୁରଓଏସ, BSD, Sailfish OS, macOS, ଉଇଣ୍ଡୋଜ
ଉପଲବ୍ଧ ଭାଷାଆଲବେନିଆନ, ଆରବୀ, ଆରମେନିଆନ, ଆଷ୍ଟୁରିଆନ, ବାସ୍କ, ବଙ୍ଗଳା, ବ୍ରେଟନ, ବୁଲଗାରିଆନ, କାଟାଲାନ, ଚାଇନିଜ, କୋର୍ସିକାନ, କ୍ରୋଏସିଆନ, ଚେକ, ଡାନିସ, ଡଚ, ଇଂରାଜୀ, ଏଷ୍ଟୋନିଆନ, ଫିନିସ, ଫରାସୀ, ଗାଲିସିଆନ, ଜର୍ମାନ, ଗ୍ରୀକ, ଗାଲେକୋ, ହଙ୍ଗାରିଆନ, ଆଇସଲାଣ୍ଡିକ, ଇଡ଼ୋ, ଇଟାଲୀୟ, ଇଣ୍ଡୋନେସୀୟ, ଲାଟଭିଆନ, ଲିଥୁଏନିଆନ, ନରୱେଜିଆନ, ଅସିଟାନ, ପର୍ତ୍ତୁଗୀଜ, ପାରସୀ, ପୋଲିସ, ରୋମାନିଆନ, ଋଷୀୟ, ସର୍ବୀୟ, ସ୍ପାନିସ, ସ୍ଲୋଭାକ, ସ୍ଲୋଭେନିଆନ, ସୁଇଡ଼ିସ, ୟୁକ୍ରେନିଆନ, କାଜାଖ, କୋରିଆନ, ଜାପାନୀ, ମାଳୟ, ତାମିଲ, ତେଲୁଗୁ, ଥାଇ, ହିବ୍ରୁ, ତୁର୍କିସ, ୱେଲ୍ସ
ପ୍ରକାରମାଇକ୍ରୋବ୍ଲଗିଂ
ଲାଇସେନ୍ସGNU ଆଫେରୋ ଜେନେରାଲ ପବ୍ଲିକ ଲାଇସେନ୍ସ
ୱେବସାଇଟjoinmastodon.org

ମାଷ୍ଟୋଡନର ଟୁଇଟର ବା ଉଇବୋ ଭଳି ଏକ ମାଇକ୍ରୋବ୍ଲଗିଂ ସୁବିଧା ରହିଛି । ତେବେ ଏହା ସେସବୁଠୁ ଅଲଗା ଏବଂ ଏକ ମାମୁଲି ସଫ୍ଟଓଏର ଆଜ ଏ ସର୍ଭିସ ପ୍ଲାଟଫର୍ମ ଭଳି ଏହା କେନ୍ଦ୍ର ହୋଇ ହୋଷ୍ଟ ହୋଇନଥାଏ । ପ୍ରତି ସଭ୍ୟ ଏକ ନିର୍ଦ୍ଦିଷ୍ଟ ସ୍ୱାଧୀନଭାବେ ପରିଚାଳିଚ ସର୍ଭରର ସଦସ୍ୟ । ସଭ୍ୟମାନେ (ଆପେଆପେ) "ଟୁଟ" ନାମ ଛୋଟ ମେସେଜ ପୋଷ୍ଟକରନ୍ତି ଓ ନିଜ ନିଜର ପୋଷ୍ଟର ଗୋପନୀୟତା ସେଟିଂ ବଦଳାଇପାରନ୍ତି । ସାଇଟଗୁଡ଼ିକ ଭିତରେ ନିର୍ଦ୍ଦିଷ୍ଟ ପ୍ରାଇଭେସି ବିକଳ୍ପଗୁଡ଼ିକ ଅଲଗା ଅଲଗା ଥିଲେ ହେଁ ସାଧାରଣତଃ ଡାଇରେକ୍ଟ ମେସେଜିଂ, କେବଳ ଫଲୋଅର, ସର୍ବସାଧାରଣ କିନ୍ତୁ ସର୍ବସାଧାରଣ ଫିଡ଼ରେ ଅନ୍ତର୍ଭୁକ୍ତ ହୋଇନଥିବା ଓ ର୍ବସାଧାରଣ ଫିଡ଼ରେ ଅନ୍ତର୍ଭୁକ୍ତ ହୋଇଥିବା ସର୍ବସାଧାରଣ ପୋଷ୍ଟ ସମ୍ଭବ । ମାଷ୍ଟୋଡନ ମାସ୍କଟ ଏକ ବାଦାମୀ ବା ଧୂଷର ଉଲି ମାମଥ ଓ କେବେ କେବେ ଏକ ଟ୍ୟାବଲେଟ ବା ସ୍ମାର୍ଟଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳିଥାଏ ।

ଆଧାର

ବାହାର ଲିଙ୍କ

Tags:

🔥 Trending searches on Wiki ଓଡ଼ିଆ:

କ୍ଷୀରଜୟ ଜଗନ୍ନାଥ୨୭ ଫେବୃଆରୀଥାଞ୍ଜାବରବୃକ୍‌କଶ୍ରୀନିବାସ ରାମାନୁଜନଶିବଲିଙ୍ଗ୨୩ ଫେବୃଆରୀଭି. କାର୍ତ୍ତିକେୟ ପାଣ୍ଡିଆନରଣା ସାପଗୋପାଳବଲ୍ଲଭ ଦାସପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରହରି ବୋଲ ନୁହେଁ ଟଙ୍କା ବୋଲସାନ୍ତାଳୀ ଲୋକସଂସ୍କୃତିଆଇ ଲଭ୍ ୟୁଏମ ଏସ ସ୍ୱାମୀନାଥନଡୋପ୍ଲର୍ ପ୍ରଭାବଉଇକିମିଡ଼ିଆ ମୁଭମେଣ୍ଟମାଗୁଣି ଚରଣ କୁଅଁରଆନି ବେସାନ୍ତନବକଳେବର୫୬୯୩ (ସଂଖ୍ୟା)ପାକିସ୍ତାନବାମାଚରଣ ମିତ୍ରହର ପଟ୍ଟନାୟକକୁକୁରପଦ୍ମିନୀ ରାଉତହୃତ୍‌ପିଣ୍ଡବେଣୁଧର ରାଉତଆଦିଶଙ୍କରଇନଷ୍ଟାଗ୍ରାମମିଶନ ଶକ୍ତି୨୦୧୭ ଭଦ୍ରକ ଦଙ୍ଗାଯକ୍ଷ୍ମାଧ୍ରୁବୀୟ ଜ୍ୟୋତିତାରାଭାରତୀୟ ଜାତୀୟ କଂଗ୍ରେସଭଦ୍ରକ ଜିଲ୍ଲାଚିଲିକା ହ୍ରଦଉତ୍କଳ ସମ୍ମିଳନୀVigabatrinଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଅକ୍ସାପ୍ରୋଜିନଆଇଜାକ ନିଉଟନସତ୍ୟବାଦୀ ବନ ବିଦ୍ୟାଳୟଗଣେଶଇତିହାସଭାରତର ଜାତୀୟ ପତାକାଜ୍ଞାନକୋଷଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟବିଦ୍ୟୁତପ୍ରଭା ଦେବୀଦଣ୍ଡ ନାଟଶକ୍ତି ପୀଠମାଛ ଭଜାଜୀବସାରଆଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶକ୍ତିରଥଯାତ୍ରାମଦର ଟେରେସାଆର୍ଯ୍ୟଭଟ୍ଟଅଶୋକ (ସମ୍ରାଟ)ମୋ କୋଳ ତୋ ଝୁଲଣାପ୍ରାଣକୃଷ୍ଣ ପରିଜାଋଷିଆକୁମ୍ଭାର ଚକଭାରତ ସରକାରକୁମାର ସାନୁ🡆 More