ମାଲଟା

ମାଲଟା ଦକ୍ଷିଣ ଇଉରୋପରେ ଥିବା ଏକ ଦେଶ।

ମାଲଟା
ମାଲଟା ପତାକା
ମାଲଟା
ମାଲଟା ଅବସ୍ଥିତି

ଇତିହାସ

ଅତୀତରେ ମାଲ୍ଟା ଉପରେ ଫୋଏନ୍ସିଆନ୍, ରୋମନ୍ ,ମୋରିସ୍ ,ନୋରମନ୍ସ ,ସିସିଲିଆନ୍ସ ,ହମବର୍ଗ ,ସ୍ପେନ୍ ,ଫ୍ରେଞ୍ଚ୍ ,ଏବଂ ଇଂରେଜମାନେ ଆଧିପତ୍ୟ ବିସ୍ତାର କରିଛନ୍ତି । ମାଲ୍ଟା 21 ସେପ୍ଟେମ୍ବର 1964 ଇଂରେଜମାନଙ୍କଠାରୁ ସ୍ୱାଧୀନ ହୋଇଥିଲା ।

ବ୍ୟୁତ୍ପତ୍ତି

ଅଧିକାଂଶ ଲୋକ ମାଲ୍ଟା ଶବ୍ଦର ବ୍ୟୁତ୍ପତ୍ତି ମାଲଟ୍ଟିସ୍ ଭାଷାରୁ ହୋଇଥିବା ଅନୁମାନ କରନ୍ତି । କିଛି ଲୋକଙ୍କ ମତରେ ଗ୍ରୀକ୍ ଶବ୍ଦ ମେଲିଟ୍ରୁ ମାଲ୍ଟା ହୋଇଛି । ଗ୍ରୀକ୍ରେ ମେଲିଟ୍ର ଅର୍ଥ ମିଠା ମଧୁ । ମାଲ୍ଟା ଅତୀତରେ ଇଉରୋପକୁ ମହୁ ଯୋଗଉଥିଲା ସମ୍ଭବତଃ ଏଇ କାରଣରୁ ଏଭଳି ନାମକରଣ କରାଯାଇଥିଲା ।ଅନ୍ୟ ଏକ ମତ ଅନୁସାରେ ମାଲ୍ଟା ଶବ୍ଦର ବ୍ୟୁତ୍ପତ୍ତି ଫେଏନିସିଆନ୍ ଶବ୍ଦ ମଲେଥିରୁ ଆସିଥିବା ଅନୁମାନ କରାଯାଏ । ଫୋଏନସିଆନ୍ ଭାଷାରେ ମାଲେଥିର ଅର୍ଥ ସ୍ୱର୍ଗ ।

ଭୂଗୋଳ

ଧର୍ମ

କ୍ୟାଥୋଲିଜମ୍ ମାଲ୍ଟାର ସରକାରୀ ଧର୍ମ ।

ପ୍ରଶାସନିକ ବିଭାଜନ

ଭାଷା

ମାଲ୍ଟାରେ ମୁଖ୍ୟତଃ ଇଂରାଜୀ ଏବଂ ମାଲ୍ଟିସ୍ରେ ସରକାରୀ କାର୍ଯ୍ୟ ହୋଇଥାଏ ।

ଆଧାର

Tags:

ମାଲଟା ଇତିହାସମାଲଟା ବ୍ୟୁତ୍ପତ୍ତିମାଲଟା ଭୂଗୋଳମାଲଟା ଧର୍ମମାଲଟା ପ୍ରଶାସନିକ ବିଭାଜନମାଲଟା ଭାଷାମାଲଟା ଆଧାରମାଲଟାଇଉରୋପ

🔥 Trending searches on Wiki ଓଡ଼ିଆ:

ଚିନ୍ତାମଣି ମହାନ୍ତିଉତ୍କଳ ସମ୍ମିଳନୀଅକ୍ଷୟ ତୃତୀୟାଭାଷାଉତ୍କଳ ଦିବସଯକୃତ୨୧ଗୁରୁ ପ୍ରସାଦ ମହାନ୍ତିଭାନୁଜୀ ରାଓଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସରସ୍ୱତୀପଦାର୍ଥ ବିଜ୍ଞାନଆନିଫ୍ରୋଲୁମାବକାମିନୋ ମିଚିପ୍ରତୀକ୍ଷାବିବାହଇରା ମହାନ୍ତିହନୁମାନ ଚାଳିଶାଦ୍ରୌପଦୀ ମୁର୍ମୁରମାକାନ୍ତ ରଥରାସନ କାର୍ଡ଼ (ଭାରତ)କପିଳେନ୍ଦ୍ର ଦେବକୃଷ୍ଣଉଇକିକମନ୍ସଓଡ଼ିଶାର ଭୂଗୋଳସିନାପାଲିମେଟ୍ରୋନିଡାଜୋଲପଦ୍ମ ଲୋଚନ ପଣ୍ଡାତ୍ରିଭୁଜଗୋପୀନାଥ ମହାନ୍ତିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଉଇକିପିଡ଼ିଆମାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁଞ୍ଜବିହାରୀ ତ୍ରିପାଠୀଦୀନକୃଷ୍ଣ ଦାସତମନ୍ନା ବ୍ୟାସମଙ୍ଗଳ ପାଣ୍ଡେଜୟୀରାମ ସାମଲଇଂଲଣ୍ଡ୯ ଫେବୃଆରୀବିଜୁ ପଟ୍ଟନାୟକଶବ୍ଦ (ପଦ)ଶୈଳବାଳା ଦାସକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଲୋକ ବିହାରୀ ଧଳଭାରତର ସଂସ୍କୃତିମିଳିତ ଜାତିସଂଘଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାମନୋଜ ଦାସବିଶ୍ୱ ଘରଚଟିଆ ଦିବସସିଂହପାର୍ବତୀମୂରଲୀଧର କୁଅଁରଚାନ୍ଦବାଲିଉଇକିଖବରଫିଫା ବିଶ୍ୱକପ୧୨ ଫେବୃଆରୀଓଡ଼ିଆ କଥାଚିତ୍ର ଜଗତଗଙ୍ଗା ଦଶହରା୧୯ ଫେବୃଆରୀବିଜୟ ମିଶ୍ରଚୈତ୍ରwiki.phtmlକ୍ଲାଉଡ଼ ଟେକ୍ନୋଲୋଜିବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଉଇକିଅଭିଧାନନମିତା ଅଗ୍ରୱାଲତିର୍ଥେଶ୍ୱର ଶିବ ମନ୍ଦିର🡆 More