ମାର୍କଣ୍ଡ ଦାସ

ମାର୍କଣ୍ଡ ଦାସ ଜଣେ ଭାରତୀୟ ପୁରାତନ କବି ଥିଲେ । ସେ ଓଡ଼ିଶାରେ ଜନ୍ମିତ ଓ ଓଡ଼ିଆ ସାହିତ୍ୟ ରଚନା କରିଥିଲେ । ତାଙ୍କର ଜନ୍ମ ସମୟ ଆନୁମାନିକ ପଞ୍ଚଦଶ ଶତାବ୍ଦୀରେ ହୋଇଥିଲା । ତାଙ୍କର ଏକମାତ୍ର ରଚନା କେଶବ କୋଇଲି ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିଛି । କେଶବ କୋଇଲି ଏକ କୋଇଲି ବା ପଦାବଳୀ । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।

ରଚନାବଳୀ

ଆଧାର

Tags:

ଓଡ଼ିଆ ସାହିତ୍ୟଓଡ଼ିଶାକେଶବ କୋଇଲିଜଗନ୍ନାଥ ଦାସଭାରତସାରଳା ଦାସ

🔥 Trending searches on Wiki ଓଡ଼ିଆ:

ଭାରତର ନ୍ୟାୟୀକ ବ୍ୟବସ୍ଥାପୋଇଶ୍ରାଦ୍ଧକୁଞ୍ଜବିହାରୀ ଦାଶମହାପାତ୍ର ନୀଳମଣି ସାହୁମହାତ୍ମା ଗାନ୍ଧୀଆମ୍ବହିନ୍ଦୁ ଧର୍ମଓଡ଼ିଶାର କଳାହୃଷୀକେଶ ମଲ୍ଲିକପ୍ରସନ୍ନ କୁମାର ଦାସଜିନା ସାମଲଲିଙ୍ଗରାଜ ମନ୍ଦିରଲକ୍ଷ୍ମଣ ନାୟକରବୀନ୍ଦ୍ରନାଥ ଠାକୁରଟୁଇଟରମନୋରଞ୍ଜନ ଦାସପାର୍ବତୀମୁମ୍ବାଇକରଞ୍ଜରୁକୁଣା ରଥଯାତ୍ରାଯୁକ୍ତରାଜ୍ୟକୁନ୍ତଳା କୁମାରୀ ସାବତସମ୍ବଲପୁର ଜିଲ୍ଲାବିଦ୍ୟୁତହିନ୍ଦୁସ୍ତାନ ପେଟ୍ରୋଲିୟମଦଶାବତାରବିଦୁସ୍ମିତାଖାରବେଳଜବାହରଲାଲ ନେହେରୁଓଡ଼ିଆ ଭାଷାଭଗବତୀ ଚରଣ ପାଣିଗ୍ରାହୀଜଗନ୍ନାଥ ଦାସ୧୬ ମଇଗୁରୁପ୍ରସାଦ ମହାନ୍ତିରାବଣଛାୟାତାରାତାରିଣୀ ମନ୍ଦିରଲିନକ୍ସ ବଣ୍ଟନଘର ସଂସାରଇଣ୍ଟରନେଟଗୋପାଳ ଚନ୍ଦ୍ର ପ୍ରହରାଜନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାରଘୁବଂଶଅମର ସିଂହ ଚମକିଲାମୁଁ ରାଜା ତୁ ରାଣୀବିଭୂତି ପଟ୍ଟନାୟକଗାୟତ୍ରୀବାଳା ପଣ୍ଡାଓଡ଼ିଶାର ଲୋକନୃତ୍ୟଶ୍ରୀମନ୍ଦିର ବେଢ଼ା-ଦେବାଦେବୀବଲାଙ୍ଗୀର ଜିଲ୍ଲାଦି ଟେଷ୍ଟ ଅଫ ମାଇ ଲାଇଫୟୁନିଫର୍ମ ରିସୋର୍ସ ଲୋକେଟରସୁଧାକର ନନ୍ଦରାଜକିଶୋର ରାୟକରାଚୀକଳିଙ୍ଗ ଯୁଦ୍ଧଅପରେଟିଙ୍ଗ ସିଷ୍ଟମରାଜକିଶୋର ପଟ୍ଟନାୟକସିଦ୍ଧାନ୍ତ ମହାପାତ୍ରସିଦ୍ଧାର୍ଥ ଭରତନରାମଗୁଣନଦଶରଥମଧୁସୂଦନ ଦାସକୃଷ୍ଣଚନ୍ଦ୍ର ପାଣିଗ୍ରାହୀ🡆 More