ଓଡ଼ିଆ କଥାଚିତ୍ର ମାନସୀ: ୧୯୮୧ର ଓଡ଼ିଆ କଥାଚିତ୍ର

ମାନସୀ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଜୟନ୍ତ କୁମାର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିମଳ ସାହୁ ଏବଂ କୁମାର ଆନନ୍ଦ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମଳୟ ମିତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ମାନସୀ
ନିର୍ଦ୍ଦେଶକମଳୟ ମିତ୍ର
ପ୍ରଯୋଜକଜୟନ୍ତ କୁମାର
ସଂଳାପକୁମାର ଆନନ
ଚିତ୍ରନାଟ୍ୟମଳୟ ମିତ୍ର
କାହାଣୀବିମଳ ସାଧୁ
କଳାକାରଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
ତ୍ରିପୁରା ମିଶ୍ର
ସ୍ୱରୂପ ନାୟକ
ରାଧା ପଣ୍ଡା
ଶ୍ରୀରାମ ପଣ୍ଡା
ସାମୁଏଲ ସାହୁ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଆଶୁ ଦତ୍ତ
ମୁକ୍ତିଲାଭ ତାରିଖ
୧୯୮୧
ଦେଶଓଡ଼ିଆ କଥାଚିତ୍ର ମାନସୀ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ତ୍ରିପୁରା ମିଶ୍ର, ସ୍ୱରୂପ ନାୟକ, ରାଧା ପଣ୍ଡା, ଶ୍ରୀରାମ ପଣ୍ଡା, ସାମୁଏଲ ସାହୁ, ସୌଦାମିନି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର । ଗୋକୁଳାନନ୍ଦ ପରିଡ଼ା, ପ୍ରଫୁଲ୍ଲ କର ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଦେବାଶିଷ ମହାପାତ୍ର, ପ୍ରଫୁଲ୍ଲ କର ଆଦି କଣ୍ଠଶିଳ୍ପୀମାନ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ ମାନସୀ

Tags:

ଓଡ଼ିଆ କଥାଚିତ୍ର ମାନସୀ ଅଭିନୟଓଡ଼ିଆ କଥାଚିତ୍ର ମାନସୀ କାହାଣୀଓଡ଼ିଆ କଥାଚିତ୍ର ମାନସୀ ଗୀତ ଏବଂ ସଙ୍ଗୀତଓଡ଼ିଆ କଥାଚିତ୍ର ମାନସୀ ଆଧାରଓଡ଼ିଆ କଥାଚିତ୍ର ମାନସୀ ବାହାର ଆଧାରଓଡ଼ିଆ କଥାଚିତ୍ର ମାନସୀ

🔥 Trending searches on Wiki ଓଡ଼ିଆ:

ରଥଅଚ୍ୟୁତାନନ୍ଦ ପ‌ତିଉପେନ୍ଦ୍ର ଭଞ୍ଜଦିନମିଳିତ ଜାତିସଂଘସୁନାଖିଲିପାନୟୁ ଟ୍ୟୁବବିଶ୍ୱ ଏଡ୍‌ସ ଦିବସଉତ୍କଳ ଦୀପିକାଅର୍ଥଶାସ୍ତ୍ରଓଡ଼ଗାଁମାଣବସା ଗୁରୁବାରପ୍ରଥମ ବିଶ୍ୱଯୁଦ୍ଧପାରିକୁଦଘର ସଂସାରମୃତ୍ୟୁଞ୍ଜୟ ରଥଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଜଗନ୍ନାଥବିର୍ସା ମୁଣ୍ଡାଆଦିଶଙ୍କରଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଏକାଦଶୀଇଣ୍ଡିଆନ ପ୍ରିମିଅର ଲିଗଖୋର୍ଦ୍ଧା ଜିଲ୍ଲାମୁମ୍ବାଇକଳିଙ୍ଗ ଯୁଦ୍ଧମହାପାତ୍ର ନୀଳମଣି ସାହୁବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଓଡ଼ିଶାର ଇତିହାସସନ୍ତୋଷ ସିଂହ ସାଲୁଜାଜଳବାୟୁଜାଭା (ପ୍ରୋଗ୍ରାମିଂ ଭାଷା)ସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୋଗକଥକଳୀଓଡ଼ିଶାର ସଂସ୍କୃତିନିତ୍ୟାନନ୍ଦ ଶତପଥୀଦଶାବତାରସେବିwiki.phtmlକାହ୍ନୁଚରଣ ମହାନ୍ତିକ୍ରେଡିଟ କାର୍ଡ଼ସଂଗୀତରମାଦେବୀ ଚୌଧୁରୀଓଡ଼ିଆ୬ ମାର୍ଚ୍ଚଓଡ଼ିଶାବାଣସତ୍ୟବାଦୀ ବନ ବିଦ୍ୟାଳୟଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଆଚାର୍ଯ୍ୟ ହରିହରପ୍ରସନ୍ନ କୁମାର ଦାସଅଚ୍ୟୁତ ସାମନ୍ତଚାନ୍ଦିପୁରପୋଇପଣା ସଂକ୍ରାନ୍ତିଜୟ ଶ୍ରୀରାମହୃଷୀକେଶ ମଲ୍ଲିକପଥ ଓ ପୃଥିବୀବୈଷୟିକ ବିଜ୍ଞାନଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଶ୍ଚିମ ବଙ୍ଗକୋଷବଣ୍ଡ (ଅର୍ଥ)ଇଂରାଜୀ ଭାଷା🡆 More