ମାଉସୀ ମା’ ମନ୍ଦିର

ମାଉସୀ ମା' ମନ୍ଦିର (ମାଉସୀମା ଦେଉଳ ଓ ଅର୍ଦ୍ଧାଶନୀ ମନ୍ଦିର ନାମରେ ମଧ୍ୟ ଜଣା) ପୁରୀଠାରେ ଥିବା ଏକ ମନ୍ଦିର । ଏହା ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ । ଏଠାର ଅଧିଷ୍ଠାତ୍ରୀ ଦେବୁ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା । ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ବହି ଯାଉଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ । ଆଗେ ମହାପ୍ରଭୁମାମାନଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି ।

ମାଉସୀ ମା' ମନ୍ଦିର
ମାଉସୀ ମା'
ମାଉସୀ ମା' ମନ୍ଦିର, ପୁରୀ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୁରୀ
Location
Countryଭାରତ

ମାଉସୀ ମା

ମା ଦେଖିବାକୁ ଅବିକଳ ସୁଭଦ୍ରା ଦେବୀଙ୍କ ପରି । ମାଙ୍କ ମୂର୍ତ୍ତି କୃଷ୍ଣପଥରରେ ତିଆରି । ସେ ଦ୍ୱିଭୂଜା, ଦୁଇ ପାଖରେ ଅଛନ୍ତି ଦୁଇ ପାର୍ଶ୍ୱଦେବୀ ଛାୟା ଓ ମାୟା । ମୂର୍ତ୍ତିର କଟିଦେଶ ଉପରକୁ ଆଚ୍ଛାଦିତ କରି ସୁଭଦ୍ରାଙ୍କ ମୁଖାଟିଏ ଚାପି ଦିଆଯାଇଛି ।

ଆଧାର

Tags:

ଗୁଣ୍ଡିଚା ମନ୍ଦିରଜଗନ୍ନାଥଜଗନ୍ନାଥ ମନ୍ଦିରପୁରୀ

🔥 Trending searches on Wiki ଓଡ଼ିଆ:

ବିମ୍ବାଧର କୁଅଁରପଠାଣି ସାମନ୍ତଦେଓମାଳୀକଟକବିଜୁ ଜନତା ଦଳଶବ୍ଦ (ପଦ)ଉଇକିକଥାତୁଷାରକାନ୍ତି ବେହେରାମାସଓଡ଼ିଆ ଖାଦ୍ୟକୁନ୍ତଳା କୁମାରୀ ସାବତପକ୍ଷୀନନ୍ଦ କିଶୋର ବଳନମିତା ଅଗ୍ରୱାଲଖାଦ୍ୟ ଖଣିଜ ଲବଣରଜଓଡ଼ିଶାର ଦୋଳଯାତ୍ରାରାମଚନ୍ଦ୍ର ବେହେରାଗୋକୁଳାନନ୍ଦ ମହାପାତ୍ରପ୍ରହ୍ଲାଦ ନାଟକଅକ୍ଷାଂଶଚୈତ୍ରଭୀମ ଭୋଇ୧୯ ଫେବୃଆରୀରିକେଟଖପୁରୀ କଣା ଅସ୍ତ୍ରୋପଚାରଉଇକିପିଡ଼ିଆ୬୦୨୭ ଅପ୍ରେଲକର୍କଟ ରୋଗବଳରାମ ଦାସଚିନ୍ତାମଣି ମହାନ୍ତିତାରାତାରିଣୀ ମନ୍ଦିରସ୍ୱାମୀ ବିବେକାନନ୍ଦକୃଷ୍ଣ ଜନ୍ମାଷ୍ଟମୀଫେସବୁକ ମେସେଞ୍ଜରଖଜ୍ଜିଆରଉତ୍ତମ ମହାନ୍ତିରାଜ୍ୟଭାରତର ଜାତୀୟ ପତାକାଜ୍ଞାନପୀଠ ପୁରସ୍କାରକାଳୀଚରଣ ପଟ୍ଟନାୟକଗନ୍ଧମାର୍ଦନଫୁଲବ୍ରଜନାଥ ବଡ଼ଜେନାଆହେ ଦୟାମୟ ବିଶ୍ୱ ବିହାରୀଶୁକ୍ରବାରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସାତକଡ଼ି ହୋତାପ୍ରାଣବନ୍ଧୁ କରଖାଦ୍ୟସୀତା ବିବାହଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଧାମୋହନ ଗଡ଼ନାୟକକୋଷ୫ ଫେବୃଆରୀଲକ୍ଷ୍ମୀକାନ୍ତ ମହାପାତ୍ରAnifrolumabମହାଭାରତମନୋଜ ଦାସଭଗବତୀ ଚରଣ ପାଣିଗ୍ରାହୀରବୀନ୍ଦ୍ରନାଥ ଠାକୁରମହେଶ ସାହୁଶରଧାବାଲିଓଡ଼ିଶାର ଲୋକନୃତ୍ୟନେପୋଲିୟନ ବୋନାପାର୍ଟତିନୋଟି ରତନମଧ୍ୟ ଏସିଆ୧୪ ଅପ୍ରେଲ🡆 More