ମହାନ ଗ୍ୟାଟ୍‌ସବି

ମହାନ ଗ୍ୟାଟ୍‌ସବି (ଇଂରାଜୀ ଭାଷାରେ The Great Gatsby) ଏକ ଉପନ୍ୟାସ ଯାହା ଆମେରିକୀୟ ଲେଖକ ଏଫ ସ୍କଟ ଫିଜଗେରାଲ୍ଡଙ୍କଦ୍ୱାରା (F.

Scott Fitzgerald) ସନ ୧୯୨୫ରେ ଲିଖିତ ହୋଇଥିଲା । ଏହି ଉପନ୍ୟାସରେ ଅନେକ ଚରିତ୍ର ଥିଲେ ଯେଉଁମାନେ କଳ୍ପନାର ବିଭବଶାଳୀ ଲଙ୍ଗ ଆଇଲ୍ୟାଣ୍ଡର ୱେଷ୍ଟ ଆଣ୍ଡ ଇଷ୍ଟ ଟାଉନରେ ସନ ୧୯୨୨ରେ ବାସ କରୁଥିଲେ । ଏଥିରେ ମୂଖ୍ୟତଃ ଏକ ରହସ୍ୟମୟ କୋଟିପତି 'ଜେ ଗ୍ୟାଟ୍‌ସବି'ଙ୍କର (Jay Gatsby) ଅଦ୍ଭୁତ କାମୁକତା ଓ ପୂର୍ବତନ ସୁନ୍ଦରୀ ଡେଜି ବୁଚାନନ ପ୍ରତି ଅହେତୁକ ଆକର୍ଷଣ ବିଷୟରେ ଲେଖାଅଛି । ଏହାକୁ ଫିଜଗେରାଲ୍ଡଙ୍କ ଶ୍ରେଷ୍ଠ କୃତି ଭାବରେ ବିବେଚନା କରାଯାଏ ଯେଉଁଥିରେ ପତନ, ଆଦର୍ଶବାଦ, ପରିବର୍ତ୍ତନ ପ୍ରତି ଅବରୋଧ, ସାମାଜିକ ବିପ୍ଲବ ଇତ୍ୟାଦିର ଅବତାରଣା କରାଯାଇ ଆମେରିକୀୟ ସଚେତକ ସ୍ୱପ୍ନ‌କୁ ନେଇ ଏକ ଛବି ଉପସ୍ଥାପନ କରାଯାଇଥିଲା ।

The Great Gatsby  
File:TheGreatGatsby 1925jacket.jpeg
ଲେଖକF. Scott Fitzgerald
ମଲାଟ ଚିତ୍ରକରFrancis Cugat
ଦେଶUnited States
ଭାଷାEnglish
ବିଭାଗTragedy
ପ୍ରକାଶକCharles Scribner's Sons (US)
Chatto & Windus (UK)
ମାଧ୍ୟମ ପ୍ରକାରPrint (hardcover & paperback)
ପୃଷ୍ଠା218 (Original US Edition)
ଏହା ପରେThe Beautiful and Damned (1922)''
ଏହା ଆଗରୁTender Is the Night (1934)

ନର୍ଥ ସୋରର ଲଙ୍ଗ ଆଇଲାଣ୍ଡରେ North Shore ଗୋଟିଏ ଭୋଜି ଖାଇବାକୁ ଯିବାବେଳେ ସେହି ପାର୍ଟିରୁ ପ୍ରେରଣା ପାଇ ଫିଜଗେରାଲ୍ଡ ଏକ ଉପନ୍ୟାସ ଲେଖିବାକୁ ଯୋଜନା କଲେ ଯେଉଁଥିରେ ସେ କିଛି ସଂପୂର୍ଣ୍ଣ ନୂତନ, ସୁନ୍ଦର, ଅସାଧାରଣ ଓ ଜଟିଳ କିଛି କରିବାକୁ ମନସ୍ଥ କଲେ । ସନ ୧୯୨୪ରେ ଫ୍ରେଞ୍ଚ ରିଭିଏରା ବଦଳି ହେବା ପରେ ଉପନ୍ୟାସର ଅଗ୍ରଗତି ମନ୍ଥର ଥିଲା । ତାଙ୍କ ଏଡିଟର ମାକ୍ସୱେଲ୍ଲଙ୍କୁ (Maxwell Perkins) ଏହି ବହି ପସନ୍ଦ ନ ଆସିବାରୁ ଲେଖକଙ୍କୁ ପରବର୍ତ୍ତୀ ଶୀତଦିନରେ ସଂଶୋଧନ କରିବାକୁ ରାଜି କରେଇଲେ । ଲେଖକ ବାରମ୍ବାର ଶୀର୍ଷକ ଓ ଚରିତ୍ରମାନଙ୍କୁ ବଦଳେଇଲେ । ତାଙ୍କର ଶେଷ ଶୀର୍ଷକ ଥିଲା ଅଣ୍ଡର ଡି ରେଡ, ହ୍ୱାଇଟ, ଆଣ୍ଡ ବ୍ଲୁ ଥିଲା ।

ଏହି ଉପନ୍ୟାସ ପ୍ରଥମେ ଚାର୍ଲ୍ସ ସ୍କ୍ରିବନରଙ୍କ ପୁଅ (Scribner's) ସନ ୧୯୨୫ରେ ମହାନ ଗ୍ୟାଟ୍‌ସବି ପ୍ରକାଶ କଲେ ଯାହା ବହୁତ ଅଳ୍ପ ବିକ୍ରି ହେଲା ଓ ମିଶ୍ରିତ ସମୀକ୍ଷା ଫଳ ମିଳିଲା । ପ୍ରଥମ ବର୍ଷ ୨୦,୦୦୦ କପି ବିକ୍ରି ହେଲା । ସନ ୧୯୪୦ରେ ସେ ମୃତ୍ୟୁ ବରଣ କରିବା ପୂର୍ବରୁ ତାଙ୍କ ଲେଖା ଫେଲ ହୋଇଥିବା ଓ ସେହି ଲେଖାକୁ ଲୋକମାନେ ଭୁଲିଯିବେ ବୋଲି ଭାବିଥିଲେ । ତାଙ୍କ ଉପନ୍ୟାସ ବିଶ୍ୱ ଯୁଦ୍ଧ ୨ ପରେ ତାଙ୍କ ଉପନ୍ୟାସ ଧୀରେ ଧୀରେ ଜନପ୍ରିୟ ହେବାକୁ ଲାଗିଲା । ଓ ଆମେରିକାର ଉଚ୍ଚ ବିଦ୍ୟାଳୟର ପାଠ୍ୟପୁସ୍ତକରେ ସ୍ଥାନ ପାଇଲା । ପରବର୍ତ୍ତୀ ଦଶକରେ ଏହାର ସିନେମା ପାଣ୍ଡୁଲିପି ତିଆରି ହୋଇ ଚଳଚ୍ଚିତ୍ର ତିଆରି ହେଲା । ଫିଜଗେରାଲ୍ଡ ବିଦ୍ୱାନଙ୍କ କଥନ ଅନୁସାରେ ସାରା ପୃଥିବୀରେ ଏକମାତ୍ର ଆମେରିକା ବହି ଯାହା ପଢାଯାଉଛି । ଏହା ଆମର ବହି, କେମିତି ଆମେ ତାକୁ ଉପସ୍ଥାପନ କରିବୁ ସେଇ ଅନୁସାରେ ସେ ଆମେରିକୀୟ ଆତ୍ମାର ସାରକଥା ଦିଆଯାଇଛି । ଅଧୁନା ମହାନ ଗ୍ୟାଟ୍‌ସବିକୁ ସାହିତ୍ୟିକ କ୍ଲାସିକ ଭାବରେ ଓ ମହାନ ଆମେରିକୀୟ ଉପନ୍ୟାସ ଭାବରେ ପରିଗଣିତ ହେଉଛି ।

ଏହି ଉପନ୍ୟାସର କପିରାଇଟ ଜାନୁଆରୀ ୨୯୨୧ରେ ସରିଯିବ ଓ ପବ୍ଲିକ ଡୋମେନକୁ ଚାଲିଯିବ । ତେଣୁ ତାଙ୍କ ପ୍ରକାଶକ ଗତ ଏପ୍ରିଲ ମାସରେ ଏକ ନୂଆ ସଂସ୍କରଣ ପ୍ରକାଶ କଲେ ଏହି ଆଶାରେ ଯେ ଏହା ଲେଖାର ଏକ ନିର୍ଦ୍ଦିଷ୍ଟ ସଂସ୍କରଣ ହେବ ।

ଆଧାର

Tags:

en:F. Scott Fitzgeralden:Jay Gatsbyଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ହେମୋଫିଲିଆଅଖିଳ ନାୟକଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଦୀପା ସାହୁ (୧୯୮୫ ଜନ୍ମ)ନବୀନ ପଟ୍ଟନାୟକରେ ସିଣ୍ଡ୍ରୋମପ୍ରଶାନ୍ତ ନନ୍ଦନୀଳକଣ୍ଠ ଦାସପ୍ରତିଭା ରାୟଓଡ଼ିଆ କଥାଚିତ୍ର ଜଗତସୁରେନ୍ଦ୍ର ମହାନ୍ତିପକ୍ଷୀଘରଗାର୍ଗୀ ମହାନ୍ତିକାଟୁଲୁ ରବି କୁମାରଜ୍ଞାନପୀଠ ପୁରସ୍କାରଶେର ଶାହ ସୁରୀଓଡ଼ିଶାମଟର ସାଇକେଲଓଡ଼ିଶାର ପର୍ବପର୍ବାଣିକଳିକେଶ ନାରାୟଣ ସିଂହଦେଓକବିସୂର୍ଯ୍ୟ ବଳଦେବ ରଥକତରମାସଗୁରୁ ପ୍ରସାଦ ମହାନ୍ତିଲୋକ ସଭାପୁଷ୍ଟିସାରରସାବଳିଚିତ୍ତରଞ୍ଜନ ଦାସରାଧାନାଥ ରାୟନାରାୟଣ ସାହୁସାରଳା ଦାସଓଡ଼ିଆ ଗହଣାଗୁଗଲ୧ (ସଂଖ୍ୟା)ଜଗନ୍ନାଥ ଦାସଅଭିରାମ ପରମହଂସwiki.phtmlଆର୍ଯ୍ୟଭଟ୍ଟଗୀତଗୋବିନ୍ଦସୂର୍ଯ୍ୟଉଇକିମିଡ଼ିଆ ଫାଉଣ୍ଡେସନ୨୨ ଅଗଷ୍ଟଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନବକ୍ସି ଜଗବନ୍ଧୁ୨୧ ଅପ୍ରେଲଚଣ୍ଡୀଖୋଲସୋଡ଼ିଅମସାହାଣମେଲାଇତିହାସଦେଉଳଝରି ଉଷ୍ଣପ୍ରସ୍ରବଣଜଳବଳରାମ ଦାସଆଲାପ୍ପୁଝା୧୭ ଡିସେମ୍ବରଶବରଚାଖି ଖୁଣ୍ଟିଆତୃପ୍ତି ଦାସଜଗନ୍ନାଥଙ୍କ ଧୂପଧନୁର୍ଜୟ ସିଦୁଗଙ୍ଗାଧର ମେହେରପ୍ରାଣବନ୍ଧୁ କରଜ୍ଞାନକୋଷଓଡ଼ିଆ ଉଇକିପିଡ଼ିଆପଠାଣି ସାମନ୍ତଅକ୍ଷୟ ତୃତୀୟାସୀତା ବିବାହପୁରୀବର୍ଷାଦାମୋଦର ରାଉତ🡆 More