ମହାଦେଶ

ମହାଦେଶ କେତେଗୁଡ଼ିଏ ଦେଶକୁ ନେଇ ତିଆରି । ପୃଥିବୀରେ ୭ଟି ମହାଦେଶ ଅଛି । ଆୟତନ ଅନୁସାରେ ମହାଦେଶଗୁଡ଼ିକ ହେଲେ: ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଇଉରୋପ, ଆଣ୍ଟର୍କଟିକାଅଷ୍ଟ୍ରେଲିଆ

ମହାଦେଶ
ବିଭିନ୍ନ ମହାଦେଶ ଏବଂ ଅଞ୍ଚଳ ଦେଖାଉଥିବା ଚଳତ୍ ଓ ରଙ୍ଗ-ଚିହ୍ନିତ ମାନଚିତ୍ର । ମାନକ ଏବଂ ମଡେଲ ଉପରେ ନିର୍ଭର କରି କେତେକ ମହାଦେଶ ଏକାଠି କିମ୍ବା ଶ୍ରେଣୀବିଭାଗକୃତ ହୋଇଥାଇପାରନ୍ତି: ଯଥା: ଇଉରେସିଆ ପ୍ରାୟତଃ ବିଭକ୍ତ ହୋଇ ଇଉରୋପଏସିଆ (ନାଲି ରଙ୍ଗସବୁ) ହେଲା ବେଳେ ଉତ୍ତରଦକ୍ଷିଣ ଆମେରିକା ବେଳେବେଳେ ଏକ ଆମେରିକୀୟ ମହାଦେଶ (ସାଗୁଆ ରଙ୍ଗସବୁ) ଭାବେ ଦର୍ଶାଯାଇଥାନ୍ତି ।

ମହାଦେଶର ବିଭକ୍ତି କରଣ

ମହାଦେଶର ଶ୍ରେଣୀଭୁକ୍ତ କରିବାର ଅନେକ ଉପାୟ ରହିଛି:

ମଡ଼େଲ
ମହାଦେଶ 
ବିଭିନ୍ନ ମହାଦେଶ ଦେଖାଉଥିବା ରଙ୍ଗ-ଚିହ୍ନିତ ମାନଚିତ୍ର । ଏକତ୍ରିତ କିମ୍ବା ବିଭାଜିତ ହୋଇପାରିବା ଭଳି କ୍ଷେତ୍ରଗୁଡ଼ିକ ସମାନ ରଙ୍ଗଦ୍ୱାରା ପ୍ରଦର୍ଶିତ ।
୪ଟି ମହାଦେଶ
          ଆଫ୍ରୋ-ଇଉରେସିଆ
       ଆମେରିକା
    ଆଣ୍ଟାର୍କଟିକା
    ଅଷ୍ଟ୍ରେଲିଆ
୫ଟି ମହାଦେଶ
    ଆଫ୍ରିକା
       ଇଉରେସିଆ
       ଆମେରିକା
    ଆଣ୍ଟାର୍କଟିକା
    ଅଷ୍ଟ୍ରେଲିଆ
୬ଟି ମହାଦେଶ
    ଆଫ୍ରିକା
    ଇଉରୋପ
    ଏସିଆ
       ଆମେରିକା
    ଆଣ୍ଟାର୍କଟିକା
    ଅଷ୍ଟ୍ରେଲିଆ
୬ଟି ମହାଦେଶ
    ଆଫ୍ରିକା
       ଇଉରେସିଆ
    ଉତ୍ତର ଆମେରିକା
    ଦକ୍ଷିଣ ଆମେରିକା
    ଆଣ୍ଟାର୍କଟିକା
    ଅଷ୍ଟ୍ରେଲିଆ
୭ଟି ମହାଦେଶ
    ଆଫ୍ରିକା
    ଇଉରୋପ
    ଏସିଆ
    ଉତ୍ତର ଆମେରିକା
    ଦକ୍ଷିଣ ଆମେରିକା
    ଆଣ୍ଟାର୍କଟିକା
    ଅଷ୍ଟ୍ରେଲିଆ
  • ସାତ-ମହାଦେଶ ମଡେଲକୁ ସାଧାରଣତଃ ଚୀନ, ଭାରତ ଓ ଦକ୍ଷିଣ ଇଉରୋପର କିଛି ଅଂଶ ଏବଂ ପ୍ରାୟ ଇଂରାଜୀ ଭାଷାଭାଷୀ ଜନସଂଖ୍ୟା ଅନୁଯାୟୀ ଦେଶଗୁଡ଼ିକରେ ଶିକ୍ଷା ଦିଆଯାଏ.[ଆଧାର ଲୋଡ଼ା]
  • ଛଅଟି ମହାଦେଶ ମିଶାଇ-ଆମେରିକା ମଡେଲ ସ୍ପାନିସ ଭାଷାଭାଷୀ ଦେଶଗୁଡିକରେ ଏବଂ ଇଉରୋପର କିଛି ଅଂଶ ଯଥା ଗ୍ରୀସ (୫ଟି ଲୋକ ବସବାସ କରୁଥିବା ମହାଦେଶ ମଡେଲ ସହ ସମାନ (ଅର୍ଥାତ ଆଣ୍ଟାର୍କଟିକାକୁ ବାଦ ଦେଇ) ଏବେ ବି ଲେଖାରେ ଦେଖିବାକୁ ମିଳେ) ।

ଏହି ଶେଷ ମଡେଲକୁ ଏକ ଆରମ୍ଭ ଭାବେ ବ୍ୟବହାର କଲେ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି କେବଳ ଲୋକ ବାସ କରୁଥିବା ମହାଦେଶ ଭାବେ ବ୍ୟବହାର କରିଥାଏ (ଆଣ୍ଟାର୍କଟିକାକୁ ଛାଡ଼ି) ଏବଂ ତେଣୁ ଅଲମ୍ପିକ ଲୋଗୋରେ ଦର୍ଶାଯାଇଥିବା ଭଳି ଏକ ପାଞ୍ଚ-ମହାଦେଶ ମଡେଲ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଆନିଫ୍ରୋଲୁମାବଓଡ଼ିଆ ନାଟକକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭଗବତ ଗୀତାଚିନ୍ତାମଣି ମହାନ୍ତିସୁଭାଷ ଚନ୍ଦ୍ର ବୋଷକର୍କଟ ରୋଗ୧ ସେପ୍ଟେମ୍ବରଫକୀର ମୋହନ ସେନାପତିବିଜ୍ଞାନଭାରତୀୟ ଡାକ ସେବାଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଚିକିତ୍ସା ବିଜ୍ଞାନବ୍ରାଉଜରଶିବଚୈତ୍ର ପୂର୍ଣ୍ଣିମାମଙ୍ଗଳୟୁ ଟ୍ୟୁବବଳସଂକ୍ରାନ୍ତିଖାରବେଳ ସ୍ୱାଇଁନଅଙ୍କ ଦୁର୍ଭିକ୍ଷପଞ୍ଚତନ୍ତ୍ରରବି ସିଂଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରେବତୀ (କ୍ଷୁଦ୍ରଗଳ୍ପ)ମାସଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଓଧକାହ୍ନୁଚରଣ ମହାନ୍ତିଭୂଗୋଳବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟଇଂରାଜୀ ଭାଷାବାସନ୍ତୀଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡବଲ୍ଲଭଭାଇ ପଟେଲଚିନ୍ତାମଣି ବେହେରାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବୈଦେହୀଶ ବିଳାସWikisourceଡାଉନ ସିଣ୍ଡ୍ରୋମ୪ ଜାନୁଆରୀହିପୋପୋଟାମସରାଧାମୋହନ ଗଡ଼ନାୟକ୧୨ ଫେବୃଆରୀରସାୟନ ବିଜ୍ଞାନବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ୱାମୀ ବିବେକାନନ୍ଦଝୁଲଣ ଯାତ୍ରାଶ୍ରବଣ ( ରାମାୟଣ ର ଚରିତ୍ର )କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଟକ ଜିଲ୍ଲାଧର୍ମେନ୍ଦ୍ର ପ୍ରଧାନଭଗବତୀ ଚରଣ ପାଣିଗ୍ରାହୀବିବାହଶେଷ ଶ୍ରାବଣମନୋରଞ୍ଜନ ଦାସଉଇକିଖବରଜଗନ୍ନାଥ୨୯ ଅପ୍ରେଲମହମ୍ମଦବାଞ୍ଛାନିଧି ମହାନ୍ତିସଂସଦୀୟ ଗଣତନ୍ତ୍ର୧୩ ଅପ୍ରେଲଗୋପୀନାଥ ମହାନ୍ତିସଚ୍ଚିଦାନନ୍ଦ ରାଉତରାୟଦାସକାଠିଆଲୋକ ସଭାଆମ୍ବ🡆 More