ମଲାଗୁଣି ନଦୀ

ମଲାଗୁଣି ନଦୀ ଭାରତୀୟ ରାଜ୍ୟ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଏକ ପାର୍ବତ୍ୟ ନାଳ । ଏହା ଗଞ୍ଜାମ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ସୀମା ନିକଟରେ ସୃଷ୍ଟି ହୋଇ ଉତ୍ତର ପୂର୍ବ, ପୂର୍ବ ଓ ଦକ୍ଷିଣାଞ୍ଚଳକୁଅ ପ୍ରବାହିତ ହୁଏ । ଏହା ଗୋଳବାଇ ଶାସନ ଅଞ୍ଚଳ ଦେଇ ଗଲା ପରେ ଦୟା ନଦୀରେ 20°0′1″N 85°37′30″E / 20.00028°N 85.62500°E / 20.00028; 85.62500 ଠାରେ ଅବସ୍ଥିତ ବଳଭଦ୍ରପୁରଠାରେ ମିଳିତ ହୁଏ । ସେଠାରୁ ଦୟା ନଦୀ ପ୍ରବାହିତ ହେଇ ଚିଲିକା ହ୍ରଦ ସହ ମିଳିତ ହେଇ ବଙ୍ଗୋପସାଗରରେ ପଡିଥାଏ । 

ଏହି ନଦୀ ଉପରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାମେଶ୍ୱର ଗ୍ରାମ ନିକଟରେ ରହିଛି । ବର୍ଷା ଋତୁରେ ଅଧିକ ଜଳ ପ୍ଲାବନ ହେଇ ଏହି ନଦୀ ଖୋର୍ଦ୍ଧା, ଚିଲିକା ଓ ଟାଙ୍ଗୀ ଅଞ୍ଚଳରେ ବନ୍ୟା ବିପତ୍ତି ସୃଷ୍ଟି କରିଥାଏ । 

ଆଧାର 

Tags:

ଗୋଳବାଇଚିଲିକା ହ୍ରଦଦୟା ନଦୀବଙ୍ଗୋପସାଗର

🔥 Trending searches on Wiki ଓଡ଼ିଆ:

ଶ୍ରୀରାମ ପଣ୍ଡାସୁରେନ୍ଦ୍ର ମହାନ୍ତିସିଲଡେନାଫିଲବଣ୍ଡା ଜନଜାତିଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳତାରାତାରିଣୀ ମନ୍ଦିରରିଲପିଭିରିନମେନିଞ୍ଜାଇଟିସ୍ଇଣ୍ଡିଆନ ପ୍ରିମିଅର ଲିଗଯକ୍ଷ୍ମାଗଉଡ଼ ବାଡ଼ି ଖେଳଅଭିଗମ୍ୟତାସାବିତ୍ରୀ ଓଷାଛେନାପୋଡ଼ଯୌନ ଉତ୍ପୀଡ଼ନଜର୍ମାନୀଜୟୀ ରାଜଗୁରୁଅମ୍ଳାନ ଦାସନନ୍ଦିନୀ ଶତପଥୀଅଟଳ ବିହାରୀ ବାଜପେୟୀଇଣ୍ଟରନେଟ୨ ଅକ୍ଟୋବରରାଣୀ ଲକ୍ଷ୍ମୀବାଈବିକ୍ରମ କେଶରୀ ଦେଓଦୋହାକୋଷ ଓ ବୌଦ୍ଧ ଗାନକୁଞ୍ଜବିହାରୀ ଦାଶଉଇକିଡାଟାଗଣନ ସଂଖ୍ୟାଭୀମ ପୃଷ୍ଟିଉଇକିପିଡ଼ିଆ ସମୂହର ତାଲିକାହିଙ୍ଗୁଳା ମନ୍ଦିରମନୋରଞ୍ଜନ ଦାସବିନୋଦ ପାତ୍ରନଗର କୀର୍ତ୍ତନଗୋଦାବରୀଶ ମିଶ୍ରରାଧାଭାରତ ଛାଡ଼ ଆନ୍ଦୋଳନଅଗଷ୍ଟଗୋପାଳ ଛୋଟରାୟଉଇକିକମନ୍ସ୨ ନଭେମ୍ବରନେମାଳଇରା ମହାନ୍ତିକଳାହାଣ୍ଡି ଜିଲ୍ଲାସାମସଙ୍ଗତାମିଲ ଭାଷାଅଷ୍ଟଶମ୍ଭୁ ପୀଠଡ୍ରିମ୍ ଗାର୍ଲଜଗନ୍ନାଥ ମନ୍ଦିରନାଗୋୟାଯୁକ୍ତରାଷ୍ଟ୍ର ଆମେରିକାଦୁର୍ଗା୭ ଫେବୃଆରୀକ୍ରୋଏସିଆନେଲସନ ମଣ୍ଡେଲାଦକ୍ଷିଣାୟନ ଯାତ୍ରାକାଳୀଚରଣ ପଟ୍ଟନାୟକ୧୬୬୨୨୦୦୫ଆସାମସଂସଦୀୟ ଗଣତନ୍ତ୍ରଅମୃତାୟନରମାକାନ୍ତ ରଥପ୍ରସନ୍ନ କୁମାର ମିଶ୍ରଟାସିମେଲଟେଓନ🡆 More