ମମତା ଦାଶ: ଓଡ଼ିଆ ସାହିତ୍ୟିକ

ମମତା ଦାଶ (ଜନ୍ମ: ୪ ଅକ୍ଟୋବର ୧୯୪୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବୀ ଓ ଅନୁବାଦକ । କ୍ଷୁଦ୍ରଗଳ୍ପ, ଉପନ୍ୟାସ, ଅନୁବାଦ ଓ କବିତା ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି ।

ମମତା ଦାଶ
ଜନ୍ମ (1947-10-04) ୪ ଅକ୍ଟୋବର ୧୯୪୭ (ବୟସ ୭୬)
ଜାତୀୟତାମମତା ଦାଶ: ବାଲ୍ୟଜୀବନ ଓ ଶିକ୍ଷା, ଓଡ଼ିଆ ସାହିତ୍ୟକୁ ଅବଦାନ, ପୁରସ୍କାର ଓ ସମ୍ମାନ ଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ବାଳିକା ବିଦ୍ୟାଳୟ
ପ୍ରସିଦ୍ଧିସାହିତ୍ୟିକ
ପିତାମାତାରାମଚନ୍ଦ୍ର ମହାପାତ୍ର
ପଙ୍କଜମାଳା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ

ବାଲ୍ୟଜୀବନ ଓ ଶିକ୍ଷା

ମମତାଙ୍କ ପିତା ଥିଲେ ଡାକ୍ତର ରାମଚନ୍ଦ୍ର ମହାପାତ୍ର ଓ ମାତା ପଙ୍କଜମାଳା । ସେମାନେ ଥିଲେ ୫ ଭଉଣୀ ଓ ୩ ଭାଇ । ଜଗତସିଂହପୁରରେ ସେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ତାପରେ କଟକର ରେଭେନ୍ସା ବାଳିକା ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ପିଲାଦିନୁ ସେ ନାଚ, ଗୀତ ଓ ଅଭିନୟରେ ରୁଚି ରଖୁଥିଲେ । କବିତା ଲେଖି ସେ ମୀନାବଜାର ଆଦି ପତ୍ରିକାକୁ ପଠାଉଥିଲେ ଓ ତାହା ଛପା ଯାଉଥିଲା ।

ଓଡ଼ିଆ ସାହିତ୍ୟକୁ ଅବଦାନ

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୭ ( ଏକତ୍ର ଚନ୍ଦ୍ରସୂର୍ଯ୍ୟ ପାଇଁ )
  • ବିଷୁବ ପୁରସ୍କାର, ୨୦୨୨ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଝଙ୍କାର ପୁରସ୍କାର (କବିତା), ୨୦୦୧(ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୧୦ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
  • ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୧୪ (୩୪ତମ ଭୁବନେଶ୍ୱର ପୁସ୍ତକମେଳା)
  • ଧରିତ୍ରୀ ସମ୍ମାନ - ୧୯୮୯
  • ଭାରତ ନାୟକ ସ୍ମୃତି ସମ୍ମାନ - ୧୯୮୯
  • ଇସ୍ତାହାର ସମ୍ମାନ - ୨୦୧୧
  • ବର୍ଣ୍ଣମାଳା ପୁରସ୍କାର - ୧୯୮୭
  • ଗୋକର୍ଣ୍ଣିକା ସମ୍ମାନ - ୧୯୮୮
  • ଚେତାବନୀ ସାହିତ୍ୟ ସଂସଦ ପୁରସ୍କାର - ୧୯୯୧
  • ଜୀବନ ରଂଗ ସମ୍ମାନ

ଆଧାର

Tags:

ମମତା ଦାଶ ବାଲ୍ୟଜୀବନ ଓ ଶିକ୍ଷାମମତା ଦାଶ ଓଡ଼ିଆ ସାହିତ୍ୟକୁ ଅବଦାନମମତା ଦାଶ ପୁରସ୍କାର ଓ ସମ୍ମାନମମତା ଦାଶ ଆଧାରମମତା ଦାଶ

🔥 Trending searches on Wiki ଓଡ଼ିଆ:

ସରଳା ଦେବୀଚୈତ୍ରଭୁବନେଶ୍ୱର ବେହେରାଆଷାଢ଼ଶେଷ ଶ୍ରାବଣଓଡ଼ିଆଲାଟିନ ଭାଷାସୁରେନ୍ଦ୍ର ମହାନ୍ତିଭୂଗୋଳପ୍ରାଣୀଶବ୍ଦ (ପଦ)ଉତ୍କଳ ସମ୍ମିଳନୀନୃସିଂହପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଅଶୋକ ସମ୍ରାଟ୭ ଫେବୃଆରୀୟୁ ଟ୍ୟୁବୟୁରୋପଚନ୍ଦ୍ରରଘୁନାଥ ପରିଚ୍ଛାଅଚ୍ୟୁତାନନ୍ଦ ଦାସରଥପକ୍ଷପ୍ରଥମ ବିଶ୍ୱଯୁଦ୍ଧଧର୍ମେନ୍ଦ୍ର ପ୍ରଧାନଜଗନ୍ନାଥ ଦାସମୋହନ ଭୋଗମାଲଟାଇତିହାସସୁନାମାଳତୀ ଚୌଧୁରୀ୨୪ ଅପ୍ରେଲଭଦଭଦଳିଆଇଣ୍ଡୋନେସିଆଆଶ୍ୱିନ୧ ଅପ୍ରେଲଜାପାନଚନ୍ଦ୍ରଗୁପ୍ତଉତ୍ତମ ମହାନ୍ତିଭୃସଙ୍ଗ ଗଛଜ୍ଞାନକୋଷଓଡ଼ିଆ ନାଟକଭାଷାଭାରତୀୟ ଜାତୀୟ କଂଗ୍ରେସକୃଷ୍ଣତାରାତାରିଣୀ ମନ୍ଦିରପ୍ରହ୍ଲାଦ ନାଟକପରିବେଶହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଯାଜପୁରବୀଜାଣୁଅମରପୋଇବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋକୁଳାନନ୍ଦ ମହାପାତ୍ରଆହେ ଦୟାମୟ ବିଶ୍ୱ ବିହାରୀଦୀପକ ମିଶ୍ରତୁଷାରକାନ୍ତି ବେହେରାଅକ୍ଷାଂଶଗୋପାଳ ଚନ୍ଦ୍ର ପ୍ରହରାଜଅର୍ଥଶାସ୍ତ୍ରଓଡ଼ିଶାର ଦୋଳଯାତ୍ରା🡆 More