୧୯୭୫ର ସିନେମା ମମତା: ୧୯୭୫ର ଓଡ଼ିଆ କଥାଚିତ୍ର

ମମତା, ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ପ୍ରଶାନ୍ତ ନନ୍ଦଙ୍କ ପ୍ରଯୋଜନାରେ ଓ ବ୍ୟୋମକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ନିର୍ମିତ । ଏଥିରେ ବିଭିନ୍ନ ଭୂମିକାରେ ପ୍ରଶାନ୍ତ ନନ୍ଦ, ସୁଜାତା ଆନନ୍ଦ ଓ ସୁରେଶ ମିଶ୍ର ଆଦି ଅଭିନେତା ଅଭିନୟ କରିଥିଲେ । ଏହାର ଗୀତ ପ୍ରଫୁଲ୍ଲ କର ଓ ଶିବବ୍ରତ ଦାସ ରଚନା କରିଥିବା ବେଳେ, ପ୍ରଫୁଲ୍ଲ କର ସ୍ୱରସଂଯୋଜନା କରିଥିଲେ ।

ମମତା
୧୯୭୫ର ସିନେମା ମମତା: ଅଭିନୟରେ, ଗୀତ ଓ ସଙ୍ଗୀତ, ବିଶେଷତା
ମମତା ଚଳଚ୍ଚିତ୍ର ପୋଷ୍ଟର
ନିର୍ଦ୍ଦେଶକବ୍ୟୋମକେଶ ତ୍ରିପାଠୀ
ପ୍ରଯୋଜକପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ ମିଶ୍ର
କାହାଣୀଶରତ ମହାନ୍ତି
କଳାକାରପ୍ରଶାନ୍ତ ନନ୍ଦ, ସୁଜାତା ଆନନ୍ଦ, ସୁରେଶ ମିଶ୍ର, ଅସିମା
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଦେଓଜୀଭାଇ, ରାଜନ୍ କିନାଗୀ
ବିତରକରମେଶ ଭବସିଙ୍କା
ମୁକ୍ତିଲାଭ ତାରିଖ
୧୯୭୫
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ମମତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ

ମମତାର ଗୀତ ପ୍ରଫୁଲ୍ଲ କର, ମଧୁସୂଦନ ରାଓ ଓ ଶିବବ୍ରତ ଦାସ ରଚନା କରିଥିବା ବେଳେ, ପ୍ରଫୁଲ୍ଲ କର ସ୍ୱରସଂଯୋଜନା କରିଥିଲେ । ପ୍ରଫୁଲ୍ଲ କର ଏହି କଥାଚିତ୍ରରୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ ।

ଗୀତ କଣ୍ଠଶିଳ୍ପୀ ଗୀତିକାର
ରେ ଆତ୍ମନ୍ ନିଦ୍ରା ପରିହରି ପ୍ରଣବ ପଟ୍ଟନାୟକ ମଧୁସୂଦନ ରାଓ
ହେ ଫଗୁଣ କାନ୍ଦନାରେ ପି.ସୁଶୀଳା ଶିବବ୍ରତ ଦାସ
ଆରେ ମିତ ଆ ସଙ୍ଗାତ ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ ପ୍ରଫୁଲ୍ଲ କର
ଦେଖି ସେ ବଣ ମଲ୍ଲୀ ରାଧା ହେଲେ ବାତୁଳୀ ଚିତ୍ତ ଜେନା, ଏସ. ଜାନକୀ ପ୍ରଫୁଲ୍ଲ କର
ହେ ଭାଇ ହେ ଭାଇ ହେରେ ମୋତେ ଝାଙ୍କି ଦେଲା ପ୍ରଫୁଲ୍ଲ କର ପ୍ରଫୁଲ୍ଲ କର
ହେ ମୋର ବାବୁ ହେ ମୋର ବାବୁଆଣି ଆରେ କାହାର ସିକନ୍ଦର ଆଲାମ, ଚିତ୍ତ ଜେନା, ପି ସୁଶୀଳା ପ୍ରଫୁଲ୍ଲ କର
ମୁଁ ତ ମଣିଷ ମାରିନି କି ମୁଁ ଚୋରି କରିନି ସିକନ୍ଦର ଆଲାମ ପ୍ରଫୁଲ୍ଲ କର

ବିଶେଷତା

  • ପ୍ରଶାନ୍ତ ନନ୍ଦଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର
  • ପ୍ରଫୁଲ୍ଲ କରଙ୍କଦ୍ୱାରା ସଙ୍ଗୀତ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର
  • ସୁରେଶ ମିଶ୍ରଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର
  • ପି. ସୁଶୀଳା କଣ୍ଠଦାନ କରିଥିବା ଓଡ଼ିଆ କଥାଚିତ୍ର

ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ ମମତା

Tags:

୧୯୭୫ର ସିନେମା ମମତା ଅଭିନୟରେ୧୯୭୫ର ସିନେମା ମମତା ଗୀତ ଓ ସଙ୍ଗୀତ୧୯୭୫ର ସିନେମା ମମତା ବିଶେଷତା୧୯୭୫ର ସିନେମା ମମତା ଆଧାର୧୯୭୫ର ସିନେମା ମମତା ଅଧିକ ତଥ୍ୟ୧୯୭୫ର ସିନେମା ମମତାଓଡ଼ିଆ ଭାଷାପ୍ରଫୁଲ୍ଲ କରପ୍ରଶାନ୍ତ ନନ୍ଦବ୍ୟୋମକେଶ ତ୍ରିପାଠୀଶିବବ୍ରତ ଦାସସୁଜାତା ଆନନ୍ଦ

🔥 Trending searches on Wiki ଓଡ଼ିଆ:

ରାଜଧାନୀ ପ୍ରତିଷ୍ଠା ଦିବସଜଗନ୍ନାଥଲିନକ୍ସ ବଣ୍ଟନଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଓଡ଼ିଆ କାବ୍ୟ କବିତାକେଦାରନାଥ ମନ୍ଦିରଇଣ୍ଡୋନେସିଆସୁଧାକର ନନ୍ଦଅଭିମନ୍ୟୁ ସାମନ୍ତସିଂହାରସିକ୍ଲ ସେଲ୍ ରୋଗସିଦ୍ଧାର୍ଥ ଭରତନବାଲେଶ୍ୱରମ୍ୟୁଚୁଆଲ ଫଣ୍ଡଦ୍ୱିତୀୟ ବିଶ୍ୱଯୁଦ୍ଧଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟହନୁମାନବ୍ୟଞ୍ଜନ ବର୍ଣ୍ଣଏ. ପି. ଜେ. ଅବଦୁଲ କଲାମସେବିଓଡ଼ିଶାର ଭୂଗୋଳସୁଦଶା ବ୍ରତଭାରତୀୟ ଡାକ ସେବାଓଡ଼ିଆ ସାହିତ୍ୟର ଇତିହାସବନମାଳୀ ଦାସ୨ (ସଂଖ୍ୟା)ବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଦଶାବତାରସ୍ୱୋର୍ଡ ମାଛଡିଡାନୋସିନଓଡ଼ିଆ ରାମାୟଣରୋହିତ ପୂଜାରୀକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଣା ସଂକ୍ରାନ୍ତି୫ ଜୁନପଦାର୍ଥ ବିଜ୍ଞାନଯବକ୍ଷାରଜାନଜର୍ମାନୀତନ୍ତଜଗନ୍ନାଥଙ୍କ ବେଶସମ୍ବଲପୁର ଜିଲ୍ଲାରକ୍ତକରଞ୍ଜମଧୁସୂଦନ ରାଓପଠାଣି ସାମନ୍ତଦାଶରଥି ଦାସଜବାହରଲାଲ ନେହେରୁରାମଚନ୍ଦ୍ର ବେହେରାଲାଟିନ ଭାଷାସ୍ତନ୍ୟପାନଗଣେଶରାଧାନାଥ ରାୟଓଡ଼ିଶାର ସଂସ୍କୃତିସୁରେନ୍ଦ୍ର ମହାନ୍ତିଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟEntrectinibଖୋର୍ଦ୍ଧାଅନନ୍ତ ପଟ୍ଟନାୟକ୧୨ ଅପ୍ରେଲତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟୁଇଟରସାରଦା ପ୍ରସାଦ ମିଶ୍ରବୈଶାଖଇମରାନ ଖାଁଭର୍ତ୍ତୃହରି ମହତାବନାରୀବାଦଓଡ଼ଗାଁମୁଣ୍ଡା ଭାଷାସମୂହପ୍ରଦୂଷଣଶ୍ରୀମନ୍ଦିର ବେଢ଼ା-ଦେବାଦେବୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବାଟମଙ୍ଗଳାଗୁରୁ ପ୍ରସାଦ ମହାନ୍ତି🡆 More