ମନ ମ୍ୟୁଜିଅମ୍: ୨୦୨୩ ଓଡ଼ିଆ କଥାଚିତ୍ର

ମନ ମ୍ୟୁଜିଅମ୍ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଙ୍ଗୀତା ମହାନ୍ତି । ରଶ୍ମିରେଖା ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲ ଏବଂ ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଧୃବାନନ୍ଦ ପଣ୍ଡା । ସଙ୍ଗୀତକାର ଶରତ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମନ ମ୍ୟୁଜିଅମ୍
ନିର୍ଦ୍ଦେଶକଧୃବାନନ୍ଦ ପଣ୍ଡା
ପ୍ରଯୋଜକସଙ୍ଗୀତା ମହାନ୍ତି
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କାହାଣୀରଶ୍ମିରେଖା ପଣ୍ଡା
କଳାକାରନିହାର ନାୟକ
ସାୟଲ ମୁଖାର୍ଜୀ
ସୂର୍ଯ୍ୟମୟୀ ମହାପାତ୍ର
ପ୍ରଶାନ୍ତ ପାତ୍ର
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣଲିଟୁ ଓ ଜିତୁ
ସମ୍ପାଦକସୁକୁମାର ମଣି
Production
company
ସଙ୍ଗୀତ ମୋସନ୍ ପିକ୍ଚର୍ସ୍
ବିତରକଆଇନକ୍ସ
ମୁକ୍ତିଲାଭ ତାରିଖ
୨୪ ମାର୍ଚ୍ଚ ୨୦୨୩
ଦେଶମନ ମ୍ୟୁଜିଅମ୍: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିହାର ନାୟକ ଓ ଉପାସନା ଭଦ୍ରା ମହାନ୍ତି । ସାୟଲ ମୁଖାର୍ଜୀ, ସୂର୍ଯ୍ୟମୟୀ ମହାପାତ୍ର, ପ୍ରଶାନ୍ତ ପାତ୍ର, ଅନିମେଶ ଘୋଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୨୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

  • ନିହାର ନାୟକ
  • ଉପାସନା ଭଦ୍ରା ମହାନ୍ତି
  • ସାୟଲ ମୁଖାର୍ଜୀ
  • ସୂର୍ଯ୍ୟମୟୀ ମହାପାତ୍ର
  • ପ୍ରଶାନ୍ତ ପାତ୍ର
  • ଅନିମେଶ ଘୋଷ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ଗୀତିକାର ବିଜୟ ମଲ୍ଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ, ଶରତ ନାୟକ, ସୋହିନୀ, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରଟିର ଗୀତଗୁଡ଼ିକ ୧୧ ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିଥିଲା । କଥାଚିତ୍ରଟିର ସାତଟି ଗୀତ ଥିଲା ।

ଗୀତ

କ୍ରମଗୀତଗାୟକସମୟ
1."କିଏ ସେ"ଶଶାଙ୍କ ଶେଖର 
2."ଆରେ ମେଘ"ଅନ୍ତରା ଚକ୍ରବର୍ତ୍ତୀ 
3."ନିଦ ଭାଙ୍ଗିଯାଏ (ପୁ)"ଶରତ ନାୟକ 
4."ଜୀବନର ନଈ (ସ୍ତ୍ରୀ)"ଅନ୍ତରା ଚକ୍ରବର୍ତ୍ତୀ 
5."ଇଚ୍ଛା ହୁଏ"ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ 
6."ନିଦ ଭାଙ୍ଗିଯାଏ (ସ୍ତ୍ରୀ)"ସୋହିନୀ 
7."ଜୀବନର ନଈ (ପୁ)"ବିଷ୍ଣୁ ମୋହନ କବି 

ଆଧାର

ବାହାର ଆଧାର

Tags:

ମନ ମ୍ୟୁଜିଅମ୍ ଅଭିନୟମନ ମ୍ୟୁଜିଅମ୍ କାହାଣୀମନ ମ୍ୟୁଜିଅମ୍ ଗୀତ ଏବଂ ସଙ୍ଗୀତମନ ମ୍ୟୁଜିଅମ୍ ଆଧାରମନ ମ୍ୟୁଜିଅମ୍ ବାହାର ଆଧାରମନ ମ୍ୟୁଜିଅମ୍

🔥 Trending searches on Wiki ଓଡ଼ିଆ:

ଚିଲିକା ହ୍ରଦଶବ୍ଦ (ପଦ)ତେନ୍ତୁଳିଉଇକିଡାଟାସିରିଆଭାରତ ସରକାରଫିନଲ୍ୟାଣ୍ଡ୨୦ ଅପ୍ରେଲଓଡ଼ିଆ ଲିପିରହସ୍ୟଅମ୍ଳଜାନସମାଜ ବିଜ୍ଞାନଭାରତର ନ୍ୟାୟୀକ ବ୍ୟବସ୍ଥା୧୮୫୬ଆସୁଛି ମୋ କାଳିଆସୁନାସାହି ଯାତଓଡ଼ିଶା ସାହିତ୍ୟ ଏକାଡେମୀ୨୮ ଅପ୍ରେଲନିତ୍ୟାନନ୍ଦ ମହାପାତ୍ରପରିବେଶଆନି ବେସାନ୍ତରାମବ୍ରତ୧୧ ଅପ୍ରେଲଜୟଦେବବେଣୁଧର ରାଉତଯଶୋବନ୍ତ ଦାସବେଲ ପଣାଭରତ (ରାମାୟଣ)ମଟର ସାଇକେଲସମ୍ବଲପୁର ଜିଲ୍ଲାଭକ୍ତ ଚରଣ ଦାସସୁଶ୍ରୁତପ୍ରଦୂଷଣଓଡ଼ିଶାର ମାପ ବ୍ୟବସ୍ଥାସିରହିନ୍ଦ-ଫତେହଗଡ଼ଯୀଶୁରାଜକିଶୋର ରାୟଭୁବନେଶ୍ୱର ବେହେରାଭାସ୍କର ଚନ୍ଦ୍ର ମହାପାତ୍ରବନ୍ଦେ ଉତ୍କଳ ଜନନୀ (ଓଡ଼ିଆ କଥାଚିତ୍ର)ଟାଇଫଏଡଦେବୀକ୍ରସ ସାଇଟ୍ ସ୍କ୍ରିପଟିଂସି (ପ୍ରୋଗ୍ରାମିଂ ଭାଷା)ଜାତୀୟ ସଙ୍ଗୀତଭାରତବ୍ରହ୍ମୋତ୍ରୀ ମହାନ୍ତିମୁଢ଼ିଉଇକିକମନ୍ସ୧ ଅପ୍ରେଲଜଗନ୍ନାଥ ଦାସଗଇଁଠାଦ୍ରୌପଦୀ ମୁର୍ମୁଜର୍ମାନୀପୁଷ୍ଟିସାରଏଚଆଇଭି/ଏଡସଉତ୍କଳ ସମ୍ମିଳନୀଟୋପାଏ ସିନ୍ଦୂର ଦି ପଟ ଶଙ୍ଖାସୀତା ବିବାହଚୈତ୍ରଚାନ୍ଦବାଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଦଣ୍ଡ ସଂହିତା, ୧୮୬୦ଭାରତୀୟ ଜାତୀୟ କଂଗ୍ରେସଅଭିମନ୍ୟୁ ସାମନ୍ତସିଂହାରଗଜପତି ସାମ୍ରାଜ୍ୟ🡆 More