ମଣିମାଳା ଦେବୀ: ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ମଣିମାଳା ଦେବୀ (୧୯ ଜୁନ ୧୯୩୧ - ୧୬ ଜୁନ ୨୦୧୬)ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ମଣିମାଳା ୧୯ ଜୁନ ୧୯୩୧, ଶୁକ୍ରବାର ଦିନ କଟକ ଜିଲ୍ଲାର ବାଲିବିଶି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ନଅବର୍ଷ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ । ସେ ଆଦୌ ସ୍କୁଲ ଯାଇନଥିଲେ । ୧୯୪୫ ମସିହାରେ କଟକ ଆସି ସେ ଅନ୍ନପୂର୍ଣ୍ଣା-ଏ ଥିଏଟରରେ ଯୋଗଦେଇ ଜୟଦେବ ନାଟକରେ ଅଭିନୟ କରିଥିଲେ । ଅନ୍ନପୂର୍ଣ୍ଣା ଥିଏଟରରେ ସେ କାଳୀଚରଣ ପଟ୍ଟନାୟକ, ବାଳକୃଷ୍ଣ ଦାସ ଓ ଧୀରେନ ଦାଶଙ୍କଠାରୁ ନୃତ୍ୟ, ସଙ୍ଗୀତ ଓ ଅଭିନୟ ଶିକ୍ଷା କରିଥିଲେ ।

ମଣିମାଳା ଦେବୀ
ଜନ୍ମ(1931-06-19)୧୯ ଜୁନ ୧୯୩୧
ବାଲିବିଶି, କଟକ
ମୃତ୍ୟୁ୧୬ ଜୁନ ୨୦୧୬(2016-06-16) (ବୟସ ୮୪)
ଜାତୀୟତାଭାରତୀୟ
ସକ୍ରିୟ ବର୍ଷ୧୯୬୦-୧୯୯୦
ପ୍ରସିଦ୍ଧିଅଭିନେତ୍ରୀ
ସନ୍ତାନଶଙ୍କର ଘୋଷ

ତାଙ୍କ ଅଭିନିତ ପ୍ରଥମ କଥାଚିତ୍ର ଶ୍ରୀ ଲୋକନାଥ ସହ ୧୪ଟି କଥାଚିତ୍ର ଜାତୀୟ ପୁରସ୍କାରରେ ସମ୍ମାନିତ । ସେ ୩୦ଟି କଥାଚିତ୍ର ଓ ଶତାଧିକ ରଙ୍ଗମଞ୍ଚ ନାଟକରେ ଅଭିନୟ କରିଛନ୍ତି । ସାମୁଏଲ ସାହୁଙ୍କ ସହ, ମଣିମାଳାଙ୍କ ଯୋଡି ଦର୍ଶକମାନେ ପସନ୍ଦ କରୁଥିଲେ ।

ଅଭିନୀତ ନାଟକ

  • ଚଣ୍ଡାଲୁଣୀ
  • ଜାନକୀ
  • ଚଷା ଝିଅ
  • କଳା ପାହାଡ଼
  • ମୁକ୍ତି କୋଣାର୍କ
  • ଶ୍ରୀ ଜୟଦେବ

ଅଭିନୀତ କଥାଚିତ୍ର

ପୁରସ୍କାର ଓ ସମ୍ମାନ

ଆଧାର

Tags:

ମଣିମାଳା ଦେବୀ ଅଭିନୀତ ନାଟକମଣିମାଳା ଦେବୀ ଅଭିନୀତ କଥାଚିତ୍ରମଣିମାଳା ଦେବୀ ପୁରସ୍କାର ଓ ସମ୍ମାନମଣିମାଳା ଦେବୀ ଆଧାରମଣିମାଳା ଦେବୀ ଅଧିକ ତଥ୍ୟମଣିମାଳା ଦେବୀକଟକ ଜିଲ୍ଲାକାଳୀଚରଣ ପଟ୍ଟନାୟକବାଳକୃଷ୍ଣ ଦାସ

🔥 Trending searches on Wiki ଓଡ଼ିଆ:

ବ୍ୟଞ୍ଜନ ବର୍ଣ୍ଣଭାରତର ଜାତୀୟ ପତାକାଧାତୁଅପରେଟିଙ୍ଗ ସିଷ୍ଟମରାମ ନବମୀଜୟ ଜଗନ୍ନାଥଜର୍ମାନୀପ୍ରତିଭା ରାୟରମାଦେବୀ ଚୌଧୁରୀବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୧ ଅପ୍ରେଲବିଜୁ ପଟ୍ଟନାୟକ୧୩ ଅପ୍ରେଲବ୍ରହ୍ମୋତ୍ରୀ ମହାନ୍ତିସିନାପାଲିକୋଷବକ୍ସି ଜଗବନ୍ଧୁଉତ୍କଳ ଦିବସଜାପାନୀ ଭାଷାଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାପୌଷନଦୀଉଇକିମିଡ଼ିଆ ଫାଉଣ୍ଡେସନପ୍ଲାଟିପସପଠାଣି ସାମନ୍ତସୁରେନ୍ଦ୍ର ମହାନ୍ତିଅମରପୋଇଜଗନ୍ନାଥ ମନ୍ଦିରଗୌରୀଶଙ୍କର ରାୟଆସନଅଖିଳ ମୋହନ ପଟ୍ଟନାୟକଧରିତ୍ରୀଉତ୍କଳ ବ୍ରାହ୍ମଣମାଲଟାଅଚ୍ୟୁତାନନ୍ଦ ଦାସସୁନନ୍ଦା ଦାସଅଶ୍ୱିନୀ କୁମାର ଘୋଷଆଜରବାଇଜାନମନୋଜ ଦାସଙ୍କ କଥା ଓ କାହାଣୀକୃଷ୍ଣଦାମୋଦର ରାଉତଭୂଗୋଳଭାରତରେବତୀ (କ୍ଷୁଦ୍ରଗଳ୍ପ)୧୫ ଅପ୍ରେଲ୬ ଜୁଲାଇଦ୍ୱିତୀୟ ବିଶ୍ୱଯୁଦ୍ଧସୁକୁମାର ସେନଚନ୍ଦ୍ରଶେଖର ରଥନାରୀବାଦଭାରତୀୟ ସମ୍ବିଧାନମହାନଦୀଗୋପାଳ ଚନ୍ଦ୍ର ପ୍ରହରାଜ୧୪୦୫ପରିସଂଖ୍ୟାନ୨୯ ଅପ୍ରେଲକୁଞ୍ଜବିହାରୀ ତ୍ରିପାଠୀ୨୪ ଅପ୍ରେଲଦେବ୍ରାଜ ଲେଙ୍କାଯାଜପୁରବେଲଶୈଳବାଳା ଦାସସ୍ଫୁଲିଙ୍ଗ (କବିତା ସଙ୍କଳନ)ପ୍ରହ୍ଲାଦ ନାଟକଓଡ଼ିଆ କବି ମାନଙ୍କର ତାଲିକାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁରୁଚୈତ୍ର ପୂର୍ଣ୍ଣିମାଓଡ଼ିଆ ସାହିତ୍ୟଭାଷା🡆 More