ମଙ୍ଗେଇ ଗମାଙ୍ଗ: ଭାରତୀୟ ଲିପି ଉଦ୍ଭାବକ

ମଙ୍ଗେଇ ଗମାଙ୍ଗ (୧୬ ଜୁନ ୧୯୧୬–୧୯ ଜୁଲାଇ ୧୯୮୦) ଜଣେ ଭାରତୀୟ ଲିପିବିତ୍ ତଥା କବି ଓ ଆୟୁର୍ବେଦିକ ଚିକିତ୍ସକ ଥିଲେ । ସେ ସଉରା ଲିପି ସୋରାଙ୍ଗ ସୋମପେଙ୍ଗ ଉଦ୍ଭାବନ କରିବା ପାଇଁ ଜଣାଶୁଣା । ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ ହୋଇଥିଲେ ।

ଗୁରୁ

ମଙ୍ଗେଇ ଗମାଙ୍ଗ
ମଙ୍ଗେଇ ଗମାଙ୍ଗ: ଭାରତୀୟ ଲିପି ଉଦ୍ଭାବକ
ପଣ୍ଡିତ ଶବର ମଙ୍ଗେଇ ଗମାଙ୍ଗ
ଜନ୍ମ(1916-06-16)୧୬ ଜୁନ ୧୯୧୬
ମରିଚଗୁଡା, ରାୟଗଡ଼ା, ଓଡ଼ିଶା
ମୃତ୍ୟୁ୧୯ ଜୁଲାଇ ୧୯୮୦(1980-07-19) (ବୟସ ୬୪)
ଜାତୀୟତାଭାରତୀୟ
ପ୍ରସିଦ୍ଧିସଉରା ଲିପିର ଉଦ୍ଭାବକ

ପ୍ରାରମ୍ଭିକ ଜୀବନ

ମଙ୍ଗେଇ ଗମାଙ୍ଗ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ ମରିଚଗୁଡ଼ା ଗ୍ରାମରେ ୧୯୧୬ ଜୁନ୍‌ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ଜୁଲାଇ ୧୯ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ସୋରାଙ୍ଗ ସୋମପେଙ୍ଗ ଉଦ୍ଭାବନ

ମଙ୍ଗେଇ ଗମାଙ୍ଗ: ଭାରତୀୟ ଲିପି ଉଦ୍ଭାବକ 
ସଉରା ଲିପି

ସଉରା ଲିପି ଉଦ୍ଭାବନ ପାଇଁ ମରିଚଗୁଡା ଗ୍ରାମ ସନ୍ନିକଟ ପାହାଡରେ ଥିବା ମାତ୍ତାରବ୍ନମ୍ ମନ୍ଦିର ଥିଲା ତାଙ୍କର କର୍ମଭୂମି । ଲୋକକଥା ଅନୁସାରେ ସେ ସ୍ୱପ୍ନରେ ସଉରା ଲିପି ସୋରାଙ୍ଗ ସୋମପେଙ୍ଗ ୧୯୩୬ ଜୁନ ୧୮ରେ ଦେଖିଲେ । ଏହାପରେ ୧୯୬୬ ମସିହାରେ ସେ ଲିପିଟିର ବିକାଶ କରି ତାହାକୁ ପ୍ରକାଶ କରିଥିଲେ । । ଏହାର ପ୍ରଚାର ଓ ପ୍ରସାର ନିମିତ୍ତ ଗୁଣୁପୁର ନିକଟବର୍ତ୍ତୀ ପୂଠସାହିରେ ସେ ଏକ ଛାପାଖାନା ମଧ୍ୟ ପ୍ରତିଷ୍ଠା କରିଥିଲେ ୨୦୨୦ରେ ସୋନି ସଲମା ପ୍ରିୟଦର୍ଶିନି ନାମ୍ନୀ ଜଣେ ଆଇ. ଆଇ. ଟି. ଛାତ୍ରୀ ସୋରାଙ୍ଗ ସୋମପେଙ୍ଗର ଡିଜିଟାଇଜେସନ କରିବାଦ୍ୱାରା କମ୍ପ୍ୟୁଟରରେ ଲିପି ବ୍ୟବହାର ସୁଗମ ହୋଇପାରିବ ବୋଲି ଆଶା କରାଯାଉଛି ।

ଆଧାର

Tags:

ସାହିତ୍ୟ ଏକାଡେମୀ

🔥 Trending searches on Wiki ଓଡ଼ିଆ:

ଅକ୍ଷି ତୃତୀୟାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଫକୀର ମୋହନ ସେନାପତିରଜଅଣସରହିଙ୍ଗୁଳା ମନ୍ଦିରକଦଳୀଗଛ୨୪ ଅପ୍ରେଲବ୍ରାଉଜର୧ ଫେବୃଆରୀମାଟିର ମଣିଷୱିଲିଅମ ସେକ୍ସପିଅରଓଡ଼ିଶା ଆଦର୍ଶ ବିଦ୍ୟାଳୟବୋବ୍ୱିଲିଓଡ଼ିଶାର ଇତିହାସପାଟୁଆ ଯାତ୍ରାରାମାୟଣହନୁମାନ ଜୟନ୍ତୀବୀର ସୁରେନ୍ଦ୍ର ସାଏବୈଷ୍ଣବ ପାଣିଉତ୍କଳ ବ୍ରାହ୍ମଣବିଦ୍ୟୁତଉପେନ୍ଦ୍ର ଭଞ୍ଜସତ୍ୟ ସାଇ ବାବାବିଭୂତି ପଟ୍ଟନାୟକଉଇକିପିଡ଼ିଆଅଶୋକାଷ୍ଟମୀବି. ଆର. ଆମ୍ବେଦକରବ୍ୟଞ୍ଜନ ବର୍ଣ୍ଣଜଳବେଲଅମର ପ୍ରସାଦ ଶତପଥୀରେବତୀ (କ୍ଷୁଦ୍ରଗଳ୍ପ)ରବୀନ୍ଦ୍ରନାଥ ଠାକୁରଅପରାଜିତା ଷଡ଼ଙ୍ଗୀଜୀବସାର ଖସୁନାନବକଳେବରଏକ୍ସକ୍ୟୁଜ ମିଜଗନ୍ନାଥ ଦାସମଟର ସାଇକେଲହରେକୃଷ୍ଣ ମହତାବକିଶୋରୀ ଚରଣ ଦାସପଠାଣି ସାମନ୍ତବନ୍ଧୁତାମଙ୍ଗଳା ମନ୍ଦିରକଟକରାଷ୍ଟ୍ରପତି ଭବନଋଷିଆଓଡ଼ିଆ କଥାଚିତ୍ର ଜଗତଗୁଣନଯକୃତଶ୍ରୀରାଧାଛାନ୍ଦସଚ୍ଚିଦାନନ୍ଦ ରାଉତରାୟ୧ ଅପ୍ରେଲଫିଲିପାଇନ୍ସଭାରତଅପରେଟିଙ୍ଗ ସିଷ୍ଟମସ୍ତନସ୍ନେହସାରବୈକୁଣ୍ଠନାଥ ପଟ୍ଟନାୟକହିନ୍ଦୁ ଧର୍ମଶ୍ରାଦ୍ଧ🡆 More