ମଗହୀ ଭାଷା

ମଗହୀ ବା ମାଗଧୀ ଭାଷା ଭାରତର ମଧ୍ୟପୂର୍ବରେ ବୋଲାଯାଉଥିବା ଭାଷା ମଧ୍ୟରୁ ଅନ୍ୟତମ । ଏହି ଭାଷାର ନିକଟ ସମ୍ପର୍କ ଭୋଜପୁରୀ ଏବଂ ମୈଥିଳୀ ଭାଷା ସହିତ ରହିଛି । ପ୍ରାୟ ଏ ସମସ୍ତ ଭାଷାଗୁଡିକୁ ଲୋକେ ବିହାରୀ ଭାଷା କହିଥାଅନ୍ତି । ଏହି ଭାଷାକୁ ଦେବନାଗରୀ ଲିପିରେ ଲେଖାଯାଏ । ମଗହୀ ଭାଷା କହୁଥିବା ଲୋକଙ୍କ ଜନସଂଖ୍ୟା (2002) ପ୍ରାୟ ୧ କୋଟି ୩୦ ଲକ୍ଷ । ଏହି ଭାଷା ମୁଖ୍ୟତଃ ଗୟା,ପଟନା,ରାଜଗୀର ଏବଂ ନାଳନ୍ଦାରେ ବୋଲାଯାଏ । ମଗହୀ ଭାଷାର ଧାର୍ମିକ ଭାଷାରୂପେ ମଧ୍ୟ ପରିଚୟ ଅଛି । ମଗହୀ ଭାଷାରେ ଅଧିକାଂଶ ଜୈନ ଧର୍ମଗ୍ରନ୍ଥ ଲେଖାଯାଇଅଛି । ମଗହୀ ଭାଷାର ପ୍ରଥମ ମହାକାବ୍ୟ ଗୌତମ ମହାକବି ୟୋଗେଶଙ୍କଦ୍ୱାରା 1960-62ରେ ଲେଖାଯାଇଥିଲା । ୟୋଗେଶ୍ୱର ପ୍ରସାଦ ସିହ୍ନାଙ୍କୁ ଆଧୁନିକ ମଗହୀର ସବୁଠାରୁ ଲୋକପ୍ରିୟ କବି ମାନାଯାଏ । 13 ଅକ୍ଟୋବର ତାଙ୍କ ଜୟନ୍ତିକୁ ମଗହୀ ଦିବସ ରୂପେ ପାଳନ କରାଯାଏ ।

Tags:

🔥 Trending searches on Wiki ଓଡ଼ିଆ:

ଶୁକ୍ରବାର୭ ଫେବୃଆରୀଭୂଗୋଳବଳଦେବଜୀଉ ମନ୍ଦିରବାୟୋନ୍ ମନ୍ଦିରସୋମବାରସୁଦଶା ବ୍ରତଖଜ୍ଜିଆରଜଗନ୍ନାଥ ମନ୍ଦିରଅରବିନ୍ଦ କେଜରିୱାଲ୨୦୧୪ବଲ୍ଲଭଭାଇ ପଟେଲଭୁବନେଶ୍ୱର ରେଳ ଷ୍ଟେସନଭାରତୀୟ ଡାକ ସେବାମାଗୁଣି ଚରଣ ଦାସପ୍ରସନ୍ନ କୁମାର ପାଟ୍ଟଶାଣୀସମ୍ବଲପୁରକୃଷ୍ଣ ଜନ୍ମାଷ୍ଟମୀମୁକ୍ତେଶ୍ୱର ଦେଉଳ୨୧ ମାର୍ଚ୍ଚଚିନ୍ତାମଣି ବେହେରାମିଳିତ ଜାତିସଂଘବୀଣାପାଣି ମହାନ୍ତିଜାଭା (ପ୍ରୋଗ୍ରାମିଂ ଭାଷା)ଯଦୁମଣି ମହାପାତ୍ରରମାକାନ୍ତ ରଥ୧୭ ଅପ୍ରେଲମଧ୍ୟ ଏସିଆବିଜୁ ଜନତା ଦଳବିଦ୍ୟୁତସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିନନ୍ଦ କିଶୋର ବଳଭୂମିକମ୍ପଦ୍ରୌପଦୀ ମୁର୍ମୁନବୀନ ପଟ୍ଟନାୟକଉଦ୍‌ବେଗକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)କଟକଚିଲିକା ହ୍ରଦବେଙ୍ଗଯୌନ ସମ୍ଭୋଗରଜଓଡ଼ିଆ କାବ୍ୟ କବିତାଓଡ଼ିଶାର ସଂସ୍କୃତିଲଣ୍ଡନପକ୍ଷଓଡ଼ିଶାଯମୁନାଦୀନନାଥ ପାଠୀଓଡ଼ିଆ କଥାଚିତ୍ର ଜଗତକ୍ଲାଉଡ଼ ଟେକ୍ନୋଲୋଜିଓଡ଼ିଶାର କଳାସ୍ପେନତରଳ ଝାଡ଼ାଗୋପାଳ ଛୋଟରାୟଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲାଟିନ ଭାଷାରାୟଗଡ଼ା ରେଳ ଷ୍ଟେସନପଇସାପଞ୍ଚତନ୍ତ୍ରବୌଦ୍ଧ ଧର୍ମଗୁଗଲରାଜ୍ୟ ସଭାନୃସିଂହ ଚରଣ ପଣ୍ଡାଆଶ୍ୱିନଗୌତମ ବୁଦ୍ଧ🡆 More