ମକରନ୍ଦ ମୁଦୁଲି: ଓଡ଼ିଆ ରାଜନୀତିଜ୍ଞ

ମକରନ୍ଦ ମୁଦୁଲି (ଜନ୍ମ: ୧୦ ଅପ୍ରେଲ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାୟଗଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମକରନ୍ଦ ମୁଦୁଲି
ମକରନ୍ଦ ମୁଦୁଲି: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଲାଲ ବିହାରୀ ହିମିରିକା
ନିର୍ବାଚନ ମଣ୍ଡଳୀରାୟଗଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-04-10) ୧୦ ଅପ୍ରେଲ ୧୯୭୩ (ବୟସ ୫୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ସନ୍ତାନ
ବାପା/ବୋଉକହ୍ନାଇ ମୁଦୁଲି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ମକରନ୍ଦ ମୁଦୁଲି ୧୯୭୩ ମସିହାର ଅପ୍ରେଲ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କହ୍ନାଇ ମୁଦୁଲି ।

ରାଜନୈତିକ ଜୀବନ

ମକରନ୍ଦ ମୁଦୁଲି ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର

ବାହାର ଆଧାର

  • ମକରନ୍ଦ ମୁଦୁଲି: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର  ଉଇକିମିଡ଼ିଆ କମନ୍ସରେ Makaranda Muduli-ସମ୍ପର୍କିତ ମିଡ଼ିଆ

Tags:

ମକରନ୍ଦ ମୁଦୁଲି ଜନ୍ମ, ପରିବାର ଓ ଶିକ୍ଷାମକରନ୍ଦ ମୁଦୁଲି ରାଜନୈତିକ ଜୀବନମକରନ୍ଦ ମୁଦୁଲି ଆଧାରମକରନ୍ଦ ମୁଦୁଲି ବାହାର ଆଧାରମକରନ୍ଦ ମୁଦୁଲିଓଡ଼ିଆ ଲୋକଓଡ଼ିଶା ବିଧାନ ସଭାରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୬ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଚଳନ୍ତି ଠାକୁରରୋହିଦାସ ସିଂ ନାଗInotuzumab ozogamicinଜାପାନୀ ଭାଷାବିଜୁ ପଟ୍ଟନାୟକପୋଇଓଡ଼ିଆ କଥାଚିତ୍ର ଜଗତଶ୍ରାଦ୍ଧତାରାତାରିଣୀ ମନ୍ଦିରବିଦୁସ୍ମିତାଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଝୋଟି ଚିତାବର କୋଳିରାମାନୁଜ ଆଚାର୍ଯ୍ୟଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଇଣ୍ଟରନେଟଶ୍ରୀମନ୍ଦିର ବେଢ଼ା-ଦେବାଦେବୀସାଲବେଗରଘୁବଂଶମାହିମ ଦୁର୍ଗ , ମୁମ୍ବାଇଏକାଦଶୀ୫ ଜୁନରମାକାନ୍ତ ରଥମୁଣ୍ଡା ଭାଷାସମୂହଦଣ୍ଡ ନାଟଶବ୍ଦ (ଧ୍ୱନି)ଗୋଦାବରୀଶ ମିଶ୍ରଜଗନ୍ନାଥ ଦାସମହାବୀର ଜୈନପିଙ୍କି ପ୍ରଧାନଇରମନୂଆ ଦିଲ୍ଲୀଭୁବନେଶ୍ୱର ବେହେରାଉତ୍କଳ ଦିବସବ୍ୟାଙ୍କକୋଣାର୍କ ସୂର୍ଯ୍ୟ ମନ୍ଦିରବୈଦେହୀଶ ବିଳାସଇରା ମହାନ୍ତିwiki.phtmlତରଳ ଝାଡ଼ାବକ୍ସି ଜଗବନ୍ଧୁପୌରସଂସ୍ଥାବୈଷୟିକ ବିଜ୍ଞାନମକର (ରାଶି)ସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଞ୍ଜାମ ଜିଲ୍ଲାଦୀପକ ମିଶ୍ର୨ (ସଂଖ୍ୟା)ରେବତୀ (କ୍ଷୁଦ୍ରଗଳ୍ପ)୩ (ସଂଖ୍ୟା)ବିର୍ସା ମୁଣ୍ଡାକେବେ ତମେ ନାହଁ କେବେ ମୁଁ ନାହିଁଦଶହରାଗଣନ ସଂଖ୍ୟାବାଘହାଣ୍ଡିଡଙ୍ଗାସୀତା ବିବାହବିଶ୍ୱ ଏଡ୍‌ସ ଦିବସଚାଣକ୍ୟଭାରତୀୟ ସମ୍ବିଧାନQR codeଚନ୍ଦ୍ରଗୁପ୍ତଇନୋଟୁଜୁମାବ ଓଜୋଗାମିସିନସମ୍ବଲପୁର ଜିଲ୍ଲାଭୁବନେଶ୍ୱରରବି ପଟ୍ଟନାୟକସୁଭାଷ ଚନ୍ଦ୍ର ବୋଷ🡆 More