ଭୂଷଣ୍ଡେଶ୍ୱର ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ଭୁଷଣ୍ଡେଶ୍ୱର ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଚନ୍ଦନେଶ୍ୱର ଠାରେରେ ଅବସ୍ଥିତ । ଏହା ଏସିଆ ମହାଦେଶର ସବୁଠୁ ବଡ଼ ଶିବଲିଙ୍ଗ (୧୩*୧୪ ଫୁଟ) ।

ଭୂଷଣ୍ଡେଶ୍ୱର ମନ୍ଦିର
ଭୂଷଣ୍ଡେଶ୍ୱର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବାଲେଶ୍ୱର
Location
Countryଭାରତ

ଅବସ୍ଥିତି

ଏହା ବାଲେଶ୍ୱର ସହରଠାରୁ ପାଖାପାଖି ୧୦୦ କିମି ଦୂର ଚନ୍ଦନେଶ୍ୱରରୁ ୨୦ କି.ମି. ଦୂରରେ ଅବସ୍ଥିତ । ପାଖ ରେଳଷ୍ଟେସନ ଜଳେଶ୍ୱର (୪୦ କିମି) ଓ ବିମାନଘାଟି ଭୁବନେଶ୍ୱର (୩୦୦ କିମି) ।

ନିର୍ମାଣ ଶୈଳୀ

ଏହା ଉତ୍କଳୀୟ ମନ୍ଦିର ନିର୍ମାଣ ଶୈଳୀରେ ନିର୍ମିତ । ଭୂଷଣ୍ଡେଶ୍ୱର ମହାଦେବ ଲିଙ୍ଗର ଉଚ୍ଚତା ୧୨ ଫୁଟ ଓ ମୋଟ ଗୋଲେଇ ୧୭ ଫୁଟ । ଲିଙ୍ଗର ଉପରି ଭାଗର ଗୋଳେଇ ୧୨ ଫୁଟ ୧୭ ଇଞ୍ଚ । ତଳ ଅଞ୍ଚଳରେ ଥିବା ବେଦିର ଗୋଳେଇ ୨୯ ଫୁଟ । ଏହି ଲିଙ୍ଗା କଳା ମୁଗୁନି ପଥରରେ ତିଆରି । ଏହାର ମୋଟ ଓଜନ ୧୬୮୦ କୁଇଣ୍ଟାଲ । ଏହାକୁ ଏସିଆର ବୃହତ୍ତମ ଶିବଲିଙ୍ଗ ରୂପରେ ପରିଗଣନା କରାଯାଇଥାଏ ।

କିମ୍ବଦନ୍ତୀ ଓ ଇତିହାସ

କଳା ମୁଗୁନି ପଥରରେ ତିଆରି ବାବା ଭୂଷଣ୍ଡେଶ୍ୱରଙ୍କ ଲିଙ୍ଗ ଏଠାରେ ବହୁକାଳରୁ ପୂଜା ପାଉଛନ୍ତି । ଏହା ପାଖାପାଖି ୩.୮ ମି. ଉଚ୍ଚ ଓ ୩.୫ ମି. ବ୍ୟାସବିଶିଷ୍ଠ । କିମ୍ବଦନ୍ତୀ ଅନୁସାରେ ରାବଣକୁ ବରଦାନ କରି ଶିବ ତାଙ୍କୁ ଟେକି ଟେକି ନେବା ବେଳେ ତଳେ ନ ରଖିବାକୁ ଆଦେଶ ଦେଇଥିଲେ, ତେବେ ଲଙ୍କାକୁ ନେବା ବାଟରେ ରାବଣକୁ ଶୋଷ ଲାଗିବାରୁ ଜଣେ ତୋକ ଗାଇଆଳକୁ ଏହା ଟେକି ଧରିବାକୁ ଦେଇଥିଲେ, ଭାର ସମ୍ଭାଳି ନପାରି ସେ ଏହାକୁ ତଳେ ଥୋଇଦେବାପରେ ରାବଣ ପାଣି ପିଇ ଫେରିବା ପରେ ଏହାକୁ ଆଉ ଟେକି ପାରିନଥିଲେ । ତାହା ପରଠାରୁ ଏହି ଲିଙ୍ଗ ଏଠାରେ ଭୂଷଣ୍ଡେଶ୍ୱର ଭାବରେ ପୂଜା ପାଉଛନ୍ତି । ସୁବର୍ଣ୍ଣରେଖା ମୁହାଣରେ ଥିବା ଏହି ମନ୍ଦିରକୁ ଏଠାରେ ଥିବା ଶିବ ଲିଙ୍ଗ ଆଗ କାଳରେ ଜାହାଜରେ ଅଣାଯାଇଥିଲା ବୋଲି ବିଶ୍ୱାସ କରାଯାଏ ।

ଆଧାର

ବାହାର ଲିଙ୍କ

ଛାଞ୍ଚ:ବାଲେଶ୍ୱର

Tags:

ଭୂଷଣ୍ଡେଶ୍ୱର ମନ୍ଦିର ଅବସ୍ଥିତିଭୂଷଣ୍ଡେଶ୍ୱର ମନ୍ଦିର ନିର୍ମାଣ ଶୈଳୀଭୂଷଣ୍ଡେଶ୍ୱର ମନ୍ଦିର କିମ୍ବଦନ୍ତୀ ଓ ଇତିହାସଭୂଷଣ୍ଡେଶ୍ୱର ମନ୍ଦିର ଆଧାରଭୂଷଣ୍ଡେଶ୍ୱର ମନ୍ଦିର ବାହାର ଲିଙ୍କଭୂଷଣ୍ଡେଶ୍ୱର ମନ୍ଦିରଏସିଆଓଡ଼ିଶାବାଲେଶ୍ୱର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

କଣ୍ଡୋମଭାରତୀୟ ଜାତୀୟ କଂଗ୍ରେସଗୋପୀନାଥ ମହାନ୍ତିମୋରୋକ୍କୋଜୀଜାଜୀ ଛତ୍ ପର୍ ହେଁଚୈତ୍ର ମଙ୍ଗଳବାର ଓଷାସ୍ୱାଧୀନତା ଦିବସ‌ (ଭାରତ)ରବୀନ୍ଦ୍ରନାଥ ଠାକୁରଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜନୀତି ବିଜ୍ଞାନସତ୍ୟ ସାଇ ବାବାଅଖିଳ ମୋହନ ପଟ୍ଟନାୟକ୧୦ ଅଗଷ୍ଟବାଘଚନ୍ଦନଶିବବ୍ୟାସଦେବଯୁକ୍ତରାଷ୍ଟ୍ର ଆମେରିକାରାକ୍ଷୀ ବାନ୍ଧିଲି ମୋ ରଖିବ ମାନଭାରତୀୟ ଦଣ୍ଡ ସଂହିତା, ୧୮୬୦ଶ୍ରୀକାନ୍ତ ସାହୁଓଡ଼ିଆ କଥାଚିତ୍ର ଜଗତମନୋଜ ଦାସବାରାକ ଓବାମାସ୍ୱାମୀ ବିବେକାନନ୍ଦଦ୍ୱିତୀୟ ବିଶ୍ୱଯୁଦ୍ଧ୨୯ ଅପ୍ରେଲବିମ୍ବାଧର କୁଅଁରଓଡ଼ିଶା ପ୍ରିମିଅର ଲିଗବୋବ୍ୱିଲି୧୨ ଫେବୃଆରୀଉତ୍କଳ ସମ୍ମିଳନୀବୁଧବାରଉତ୍କଳ ଦୀପିକାଚକ୍ରଧର ବେହେରାରିୟା ସେନରମାକାନ୍ତ ରଥସୋରିଷଜ୍ଞାନକୋଷଉଇକିମିଡ଼ିଆ ଫାଉଣ୍ଡେସନତାଳଚେରକଙ୍କାଳପଠାଣି ସାମନ୍ତସଙ୍କୀର୍ତ୍ତନକଳିଙ୍ଗ ଯୁଦ୍ଧସମ୍ବଲପୁରୀ ଭାଷାକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)କିଶୋରୀ ଚରଣ ଦାସଗୀତଗୋବିନ୍ଦବିବାହଗୋଦାବରୀଶ ମିଶ୍ରସମୁଦ୍ରହନୁମାନ ଜୟନ୍ତୀଉତ୍କଳ ଦିବସଅଂଶୁଘାତ୧ ଅପ୍ରେଲଚନ୍ଦନଲାଗି ବେଶଇଲେକ୍ଟ୍ରୋନିକ କମର୍ସସାଇକେଲଲୋକ ସଭାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଜ୍ଞାନପୀଠ ପୁରସ୍କାର🡆 More