ଭାସ୍କୋ ଡା ଗାମା: ଜଣେ ପର୍ତ୍ତୁଗଲ ଅନ୍ୱେଷଣକାରୀ

ଭାସ୍କୋ ଡା ଗାମା ଜଣେ ପର୍ତ୍ତୁଗୀଜ ନାବିକ । ଏହି ନାବିକ ଭାରତକୁ ୧୪୯୮ ଖ୍ରୀଷ୍ଟାଦ୍ଦରେ ଜଳପଥ ଆବିଷ୍କାର କରିଥିଲେ । ସେ ପର୍ତ୍ତୁଗାଲରୁ ନିଜ ଯାତ୍ରା ଆରମ୍ଭ କରି ଆଟଲାଣ୍ଟିକ ମହାସାଗରରେ ତରୀ ଚଳାଇ ଆଫ୍ରିକା ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ଉତ୍ତମାଶା ଅନ୍ତରିପଠାରେ ପହଞ୍ଚିଥିଲେ । ସେଠାରୁ ଉତ୍ତର ଦିଗରେ ଗତି କରି ଜଣେ ଆରବ ନାବିକଙ୍କ ସହାୟତାରେ ଭାରତ ମହାସାରରରେ ଯାତ୍ରା କଲେ ଏବଂ ୧୪୯୮ ମେ ୨୦ ତାରିଖରେ ଭାରତର ମାଳବର୍ ଉପକୁଳସ୍ଥ କାଲିକଟ ବନ୍ଦରଠାରେ ପହଞ୍ଚିଲେ । ଏହା ଇଉରୋପରୁ ଭାରତକୁ ସିଧାସଳଖ ଜଳପଥ ଆବିଷ୍କାର କଲା ଏବଂ ପର୍ତ୍ତୁଗୀଜ୍ ଓ ଅନ୍ୟାନ୍ୟ ୟୁରୋପୀୟ ମାନଂକ ପାଇଁ ଭାରତରେ ଉପନିବେଶ ସ୍ଥାପନ କରିବା ନିମନ୍ତେ ସୁଯୋଗ ସୃଷ୍ଟି କଲା।

ଭାସ୍କୋ ଡା ଗାମା
Vasco da Gama
ଭାସ୍କୋ ଡା ଗାମା: ଜଣେ ପର୍ତ୍ତୁଗଲ ଅନ୍ୱେଷଣକାରୀ
ଜନ୍ମ୧୪୬୦ ଅଥବା ୧୪୬୯
Sines or Vidigueira, Alentejo, Kingdom ofପର୍ତ୍ତୁଗାଲ
ମୃତ୍ୟୁ୨୩ ଜିସେମ୍ବର ୧୫୨୪ (ବୟସ ୫୪-୬୪)
କୋଚି, ଏବିସି
ବୃତ୍ତିସମୂହExplorer, Governor of Portuguese India
ଦସ୍ତଖତ
ଭାସ୍କୋ ଡା ଗାମା: ଜଣେ ପର୍ତ୍ତୁଗଲ ଅନ୍ୱେଷଣକାରୀ

ଆଧାର

ବାହାର ଆଧାର


Tags:

ଭାରତ

🔥 Trending searches on Wiki ଓଡ଼ିଆ:

ସୁରେନ୍ଦ୍ର ମହାନ୍ତିମନମୋହନ ସାମଲଚାରି ଧାମ୧୬ ମଇଆଦିଶଙ୍କରସଚ୍ଚିଦାନନ୍ଦ ରାଉତରାୟଅବସରପିପିଲିବିବାହଯଦୁମଣି ମହାପାତ୍ରସମାଜ (ଖବରକାଗଜ)ଆବ୍ରୋସିଟିନିବଓଡ଼ିଆ ଲିପିକାରୁବାକୀବୈକୁଣ୍ଠନାଥ ପଟ୍ଟନାୟକଅନନ୍ତ ପଟ୍ଟନାୟକଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଶିବାଜୀସାଲବେଗପୃଥ୍ୱୀ (କ୍ଷେପଣାସ୍ତ୍ର)ଜୟ ଜଗନ୍ନାଥକୃଷ୍ଣପ୍ରସାଦ ମିଶ୍ରବର୍ଷାଦିଗରାଜ ବ୍ରହ୍ମାମାୟାଧର ମାନସିଂହଯୁକ୍ତରାଷ୍ଟ୍ର ଆମେରିକାବୁଦ୍ଧ ପୂର୍ଣ୍ଣିମାତାରିଣୀ ମନ୍ଦିର, ଘଟଗାଁମସ୍କୋକାଳୀଚରଣ ପଟ୍ଟନାୟକମହିମା ଧର୍ମସ୍ତନ୍ୟପାନଭଗବତୀ ଚରଣ ପାଣିଗ୍ରାହୀଓଡ଼ିଆ କଥାଚିତ୍ର ଜଗତବୈଶାଖସନ୍ତୋଷ ସିଂହ ସାଲୁଜାପ୍ରସନ୍ନ କୁମାର ଦାଶକୁଞ୍ଜବିହାରୀ ଦାଶବ୍ୟାଙ୍କହିନ୍ଦୁ ସମୟ ଗଣନାପାରିକୁଦଦକ୍ଷିଣ କୋରିଆଜିନା ସାମଲମଥୁରା ମଙ୍ଗଳରଘୁବଂଶପ୍ରସନ୍ନ ଦାସ (ବହୁବିକଳ୍ପ)ବିଦୁସ୍ମିତାରାମ ନବମୀକୃପାସିନ୍ଧୁ ମିଶ୍ରକବିସୂର୍ଯ୍ୟ ବଳଦେବ ରଥସମ୍ବାଦ (ଖବରକାଗଜ)ପୁରୀରାମାୟଣଉଇଲିୟମ୍ ହେନେରୀ ପର୍କିନସତ୍ୟବାଦୀ ବନ ବିଦ୍ୟାଳୟଅମର ସିଂହ ଚମକିଲାବଳରାମ ଦାସଅଭିମନ୍ୟୁ ସାମନ୍ତସିଂହାରନୂଆ ଦିଲ୍ଲୀଜଗନ୍ନାଥ ପ୍ରସାଦ ଦାସଇଣ୍ଟରନେଟକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାରବାଟି ଦୁର୍ଗଦ୍ୱିତୀୟ ବିଶ୍ୱଯୁଦ୍ଧବିଦ୍ୟାଳୟସୌରୀନ୍ଦ୍ର ବାରିକଗରୁଡ଼ଚଳନ୍ତି ଠାକୁରଅଟଳ ବିହାରୀ ବାଜପେୟୀନେପାଳ🡆 More