ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର

ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର‌(ଇଂରାଜୀ : Indian Institute of Management Sambalpur) , ଏକ ସ୍ୱୟଂଶାସିତ ମ୍ୟାନେଜମେଣ୍ଟ ଶିକ୍ଷା ଅନୁଷ୍ଠାନ । ଏହା ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁରଠାରେ ଅବସ୍ଥିତ । ୨୦୧୮-୨୦ ବ୍ୟାଚରେ ଗୋଟିଏ ମଧ୍ୟ ଝିଅ ଏହି ଅନୁଷ୍ଠାନରେ ନାମ ଲେଖାଇ ନଥିବା ବେଳେ, ୨୦୧୯-୨୧ ବ୍ୟାଚରେ ୯୮ଟି ସିଟ ମଧ୍ୟରୁ ୫୦ ଜଣ ଝିଅ ଥିଲେ । ଭାରତର ସମସ୍ତ ଆଇଆଇଏମ ମଧ୍ୟରୁ ଏହ ହାର ସର୍ବାଧିକ ।

ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର‌
ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର
ସ୍ଥାପିତ୨୦୧୫
ଅବସ୍ଥାନସମ୍ବଲପୁର, ଓଡ଼ିଶା, ଭାରତ India
ପରିସରସହରାଞ୍ଚଳ
ୱେବସାଇଟiimsambalpur.ac.in

ପ୍ରତିଷ୍ଠା

ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର‌ , ଭାରତର ଉନବିଂଶତମ ମ୍ୟାନେଜମେଣ୍ଟ ଶିକ୍ଷା ଅନୁଷ୍ଠାନ । ଏଠାରେ ପୋଷ୍ଟ ଗ୍ରାଜୁଏଟ ପ୍ରୋଗ୍ରାମ(PGP) ୨୩ ସେପ୍ଟେମ୍ବର ୨୦୧୫ରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ଅନୁଷ୍ଠାନ ଅସ୍ଥାୟୀ ଭାବରେ ସମ୍ବଲପୁର ସନ୍ନିକଟ ଶାସନଠାରେ ଥିବା ସିଲିକନ ଇନଷ୍ଟିଚୁଟରେ ଚାଲିଛି । 

ତତ୍ତ୍ୱାବଧାନ

ଏହି ଅନୁଷ୍ଠାନ ବର୍ତ୍ତମାନ ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ଇନ୍ଦୋରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଛି । ସମ୍ବଲପୁର ସହର ରାୟପୁର, ଭୁବନେଶ୍ୱର ଓ କଲିକତା ସହ ସଡ଼କ ପଥ ଓ ରେଳପଥଦ୍ୱାରା ଏବଂ ଭୁବନେଶ୍ୱର ସହ ଆକାଶପଥଦ୍ୱାରା ସଂଯୁକ୍ତ ହେଇଥିବାରୁ ଏହି ଅନୁଷ୍ଠାନ ପାଇଁ ଉପଯୁକ୍ତ ସ୍ଥାନ ବୋଲି ବିଚାର କରା ଯାଇଥିଲା । ୨୦୧୪ରେ ଏହି ଅନୁଷ୍ଠାନ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପ୍ରାପ୍ତ ହେଇଥିଲା । 

ସ୍ଥାୟୀ କ୍ୟାମ୍ପସ

ଏଥିପାଇଁ ସ୍ଥାୟୀ ଭବନ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବସନ୍ତପୁର ଗ୍ରାମ ସନ୍ନିକଟରେ ୨୩୭ ଏକର ଜମି ଚିହ୍ନଟ କରାଯାଇଛି । 

ଆଧାର

Tags:

ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର ପ୍ରତିଷ୍ଠାଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର ତତ୍ତ୍ୱାବଧାନଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର ଆଧାରଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁରଓଡ଼ିଶାଭାରତସମ୍ବଲପୁର

🔥 Trending searches on Wiki ଓଡ଼ିଆ:

ଭାସ୍କୋ ଡା ଗାମାପଖାଳଫକୀର ମୋହନ ସେନାପତିସଂକ୍ରାନ୍ତିସାମାଜିକ ବିଜ୍ଞାନଭାରତୀୟ ସମ୍ବିଧାନଜୀବସାରଜ୍ୟୈଷ୍ଠ୪ ଜାନୁଆରୀସୌର ଜଗତଓଡ଼ିଆ ଭାଷାରାୟଗଡ଼ା ରେଳ ଷ୍ଟେସନଗୋପୀନାଥ ମହାନ୍ତି୧୪୧୭ସ୍ୱର ବର୍ଣ୍ଣମୟୂରଭଞ୍ଜ ଜିଲ୍ଲା୫ ମଇପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଯୁକ୍ତରାଜ୍ୟଜିନା ସାମଲସୁଦର୍ଶନ ପଟ୍ଟନାୟକ୭ ଫେବୃଆରୀମ୍ୟାଲେରିଆମାସଫାଲଗୁନଧର୍ମତିନୋଟି ରତନଏ. ପି. ଜେ. ଅବଦୁଲ କଲାମ୧ ସେପ୍ଟେମ୍ବରପଠାଣି ସାମନ୍ତଇଷ୍ଟ ଇଣ୍ଡିଆ କମ୍ପାନୀଦେବଦୁର୍ଲ୍ଲଭ ଦାସଜ୍ଞାନକୋଷବିଦ୍ୟୁତଟିକୋନାଜୋଲହିପୋପୋଟାମସରାଧାନାଥ ରାୟପୃଥିବୀଶବ୍ଦ (ପଦ)ଓଡ଼ିଶାର ସଂସ୍କୃତିକଟକ ଜିଲ୍ଲାରାଉରକେଲାଗୁଗଲଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି୧୯୮୯ଯଦୁମଣି ମହାପାତ୍ରସରଳା ଦେବୀ୧୯୭୦ଉଇକିପିଡ଼ିଆକ୍ଲାଉଡ଼ ଟେକ୍ନୋଲୋଜିନବଗୁଞ୍ଜର୩୪୩ଶକ୍ତି ପୀଠରାଜ୍ୟକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଦୋହାକୋଷ ଓ ବୌଦ୍ଧ ଗାନଲଣ୍ଡନବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁଭାଷ ଶତପଥୀପକ୍ଷୀ୧୪ ଅପ୍ରେଲବିଶ୍ୱନାଥ କରରାସନ କାର୍ଡ଼ (ଭାରତ)ଗଣ୍ଡାବଳଅକ୍ଷାଂଶବେଲପ୍ଲୀହାଭୁବନେଶ୍ୱର ବେହେରା🡆 More