ଭାରତୀୟ ଉଚ୍ଚ ନ୍ୟାୟାଳୟସମୂହ: ଉଚ୍ଚ ନ୍ୟାୟାଳୟ ସମୂହ

ଭାରତୀୟ ଉଚ୍ଚ ନ୍ୟାୟାଳୟଗୁଡ଼ିକ ପ୍ରତ୍ୟେକ ଭାରତୀୟ ରାଜ୍ଯ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସ୍ଥାପିତ ମୁଖ୍ଯ ଅଧିକାରକ୍ଷେତ୍ର ବିଶିଷ୍ଟ ନ୍ୟାୟପାଳିକା ଅଟନ୍ତି । ଆର୍ଥିକ କିମ୍ବା ଆଞ୍ଚଳିକ ଅଧିକାରକ୍ଷେତ୍ର ବହିର୍ଭୂତ ମାମଲା ପାଇଁ ଯଦି ନିମ୍ନ ନ୍ୟାୟାଳୟଗୁଡ଼ିକ କ୍ଷମତା ସମ୍ପନ୍ନ ନଥାନ୍ତି, ତେବେ ସେହି ଲୋକ ଏବଂ ଅପରାଧୀକ ମାମଲା ଉଚ୍ଚ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ର ଅଧିନକୁ ଆସିପାରିବ । କୌଣସି ରାଜ୍ଯ କିମ୍ବା କେନ୍ଦ୍ରଦ୍ୱାରା ପ୍ରଣୟିତ ବିଧିଦ୍ୱାରା ଉଚ୍ଚ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ରର ପ୍ରସାର କରାଯାଇ ପାରିବ ।

ଭାରତୀୟ ଉଚ୍ଚ ନ୍ୟାୟାଳୟସମୂହ: ଉଚ୍ଚ ନ୍ୟାୟାଳୟ ସମୂହ
ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ଭାରତୀୟ ଉଚ୍ଚ ନ୍ୟାୟାଳୟସମୂହ: ଉଚ୍ଚ ନ୍ୟାୟାଳୟ ସମୂହ
ବମ୍ବେ ଉଚ୍ଚ ନ୍ୟାୟାଳୟ
ଭାରତୀୟ ଉଚ୍ଚ ନ୍ୟାୟାଳୟସମୂହ: ଉଚ୍ଚ ନ୍ୟାୟାଳୟ ସମୂହ
କେରଳ ଉଚ୍ଚ ନ୍ୟାୟାଳୟ

ସମ୍ବିଧାନ ଧାରା ୨୨୬ ଓ ୨୨୭ ଅନୁସାରେ, ଅଧିକାଂଶ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟ ମୁଖ୍ଯ ରୂପେ ନିମ୍ନ ଅଦାଲତଗୁଡିକର ରାୟ ବରୁଦ୍ଧରେ ଏବଂ ଲିଖିତାଦେଶ ନିବେଦନ ଉପରେ ଶୁଣାଣି କରିବା । ଲିଖିତାଦେଶ ଅଧିକାରକ୍ଷେତ୍ର ମଧ୍ଯ ଏକ ଉଚ୍ଚ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ର ଅଟେ ।

ପ୍ରତ୍ୟେକ ରାଜ୍ଯକୁ କେତେକ ନ୍ୟାୟିକ ଜିଲ୍ଲାରେ ବିଭକ୍ତ କରାଯାଇଛି ଏବଂ ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଜିଲ୍ଲା ଦୌରାଜଜ ଥାଆନ୍ତି । ଲୋକ ମାମଲାର ବିଚାର କରିବାବେଳେ ସେ ଜିଲ୍ଲାଜଜ ଏବଂ ଅପରାଧୀକ ମାମଲାର ବିଚାର କରିବାବେଳେ ଦୌରାଜଜ ରୂପେ ଜଣାଯାନ୍ତି । ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ତଳେ ସେ ଉଚ୍ଚତମ ନ୍ୟାୟାଧୀଶ ଅଟନ୍ତି । ତାଙ୍କ ତଳେ ଲୋକ ଅଧିକାରକ୍ଷେତ୍ରର ନ୍ୟାୟାଳୟ ରହିଛି । ସମ୍ବିଧାନ ଧାରା ୧୪୧ ଅଧିନରେ, ସର୍ବୋଚ୍ଚ ନ୍ଯାଯାଳୟଙ୍କ ରାୟଦ୍ୱାରା ଭାରତର ସମସ୍ତ ନ୍ୟାୟାଳୟ— ଉଚ୍ଚ ନ୍ୟାୟାଳୟ ଅନ୍ତର୍ଭୁକ୍ତ — ଉପରେ କାର୍ଯ୍ୟକାରୀ ହେବ ।

ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ, ଭାରତୀୟ ମୁଖ୍ଯ ବିଚାରପତିଙ୍କ ଏବଂ ରାଜ୍ଯ ରାଜ୍ୟପାଳଙ୍କ ସହ ବିଚାରବିମର୍ଶ କରି ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତି ପାଆନ୍ତି । ଉଚ୍ଚ ନ୍ୟାୟାଳୟଗୁଡ଼ିକ ଜଣେ ମୁଖ୍ଯ ବିଚାରପତିଙ୍କ ନେତୃତ୍ବାଧୀନ । ଭାରତୀୟ ପ୍ରାଥମିକତା କ୍ରମରେ ଉଚ୍ଚ ନ୍ୟାୟାଳୟର ମୁଖ୍ଯ ବିଚାରପତିମାନେ ନିଜ ରାଜ୍ଯରେ ଚତୁର୍ଦଶ ଏବଂ ରାଜ୍ଯ ବାହାରେ ସପ୍ତଦଶ କ୍ରମରେ ଆସନ୍ତି । ବିଗତ ପାଞ୍ଚ ବର୍ଷରେ ଦର୍ଜିତ ମାମଲା ସଂଖ୍ଯାକୁ ଜାତୀୟ ହାରାହାରି ମାମଲା ସଂଖ୍ଯାରେ ହରଣ କରି ମିଳୁଥିବା ସଂଖ୍ଯା ଆଧାରରେ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ନିଯୁକ୍ତି ଦିଆଯାଏ ।

୨ ଜୁଲାଇ ୧୮୬୨ ମସିହାରେ ସ୍ଥାପିତ କଲିକତା ଉଚ୍ଚ ନ୍ୟାୟାଳୟ, ଦେଶର ସର୍ବପୂରାତନ ଉଚ୍ଚ ନ୍ୟାୟାଳୟ ଅଟେ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ବହୁ ସଂଖ୍ଯକ ମାମଲାର ବିଚାର କରିବାପାଇଁ, ସାଧାରଣତଃ ଉଚ୍ଚ ନ୍ୟାୟାଳୟର ଏକ ସ୍ଥାୟୀ ଖଣ୍ଡପୀଠ ସେଠାରେ ସ୍ଥାପିତ କରାଯାଇ ଥାଏ ।

ଉଚ୍ଚ ନ୍ୟାୟାଳୟସମୂହ

ନ୍ୟାୟାଳୟ ସ୍ଥାପିତ ଆଧାର ଅଧିନିୟମ ଅଧିକାରକ୍ଷେତ୍ର ମୁଖ୍ଯ ସ୍ଥାନ ଖଣ୍ଡପୀଠ(ସମୂହ) ବିଚାରପତି ମୁଖ୍ଯ ବିଚାରପତି
ମୋଟ ବିଚାରପତି କ୍ଷମତା ସ୍ଥାୟୀ ବିଚାରପତି ସଂଖ୍ଯା ଅତିରିକ୍ତ ବିଚାରପତି ସଂଖ୍ଯା
ଆଲାହାବାଦ ଉଚ୍ଚ ନ୍ୟାୟାଳୟ 17 March 1866 ଭାରତୀୟ ଉଚ୍ଚ ନ୍ୟାୟାଳୟ ଅଧିନିୟମ, ୧୮୬୧ ଉତ୍ତର ପ୍ରଦେଶ ଆଲାହାବାଦ ଲକ୍ଷ୍ନୌଛାଞ୍ଚ:Efn-ua ୧୬୦ ୭୬ ୮୪ ଗୋବିନ୍ଦ ମାଥୁର
ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ 1 January 2019 ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ, ୨୦୧୪ ଆନ୍ଧ୍ରପ୍ରଦେଶ ଅମରାବତୀ
୩୭ ୨୮ ଅରୂପ କୁମାର ଗୋସ୍ୱାମୀ
ବମ୍ବେ ଉଚ୍ଚ ନ୍ୟାୟାଳୟ 14 August 1862 ଭାରତୀୟ ଉଚ୍ଚ ନ୍ୟାୟାଳୟ ଅଧିନିୟମ, ୧୮୬୧ ଗୋଆ, ଦାଦ୍ରା ଓ ନଗରହାବେଳୀ ଏବଂ ଡାମନ ଓ ଡିଉ, ମହାରାଷ୍ଟ୍ର ବମ୍ବେ ଔରଙ୍ଗାବାଦ,ଛାଞ୍ଚ:Efn-ua ନାଗପୁର,ଛାଞ୍ଚ:Efn-ua ପାଣାଜୀ,ଛାଞ୍ଚ:Efn-ua ୯୪ ୭୧ ୨୩ ଦିପଙ୍କର ଦତ୍ତା
Calcutta High Court 1 July 1862 Indian High Courts Act 1861 Andaman and Nicobar Islands, West Bengal Calcutta Port Blairଛାଞ୍ଚ:Efn-ua
Jalpaiguriଛାଞ୍ଚ:Efn-ua
72 54 18 T. B. Radhakrishnan
Chhattisgarh High Court 1 November 2000 Madhya Pradesh Reorganisation Act, 2000 Chhattisgarh Bilaspur
22 17 5 P. R. Ramachandra Menon
Delhi High Court 31 October 1966 Delhi High Court Act, 1966 National Capital Territory of Delhi New Delhi
60 45 15 Dhirubhai Naranbhai Patel
Gauhati High Court 1 March 1948 Government of India Act 1935 Arunachal Pradesh, Assam, Mizoram, Nagaland Guwahati Aizawl,ଛାଞ୍ଚ:Efn-ua Itanagar,ଛାଞ୍ଚ:Efn-ua Kohimaଛାଞ୍ଚ:Efn-ua 24 18 6 Sudhanshu Dhulia
Gujarat High Court 1 May 1960 Bombay Reorgansisation Act, 1960 Gujarat Ahmedabad
52 39 13 Vikram Nath
Himachal Pradesh High Court 25 January 1971 State of Himachal Pradesh Act, 1970 Himachal Pradesh Shimla
13 10 3 L. Narayana Swamy
Jammu and Kashmir High Court 26 March 1928 Letters Patent issued by then Maharaja of Kashmir, Jammu and Kashmir Reorganisation Act, 2019 Jammu and Kashmir, Ladakh Srinagar/Jammuଛାଞ୍ଚ:Efn-ua
17 13 4 Pankaj Mithal
Jharkhand High Court 15 November 2000 Bihar Reorganisation Act, 2000 Jharkhand Ranchi
25 19 6 Ravi Ranjan
Karnataka High Court 1884 Mysore High Court Act, 1884 Karnataka Bengaluru Dharwad,ଛାଞ୍ଚ:Efn-ua Kalaburagiଛାଞ୍ଚ:Efn-ua 62 47 15 Abhay Shreeniwas Oka
Kerala High Court 1 November 1956 States Reorganisation Act, 1956 Kerala, Lakshadweep Kochi
47 35 12 S. Manikumar
Madhya Pradesh High Court 2 January 1936 Government of India Act 1935 Madhya Pradesh Jabalpur Gwalior,ଛାଞ୍ଚ:Efn-ua Indoreଛାଞ୍ଚ:Efn-ua 53 40 13 Mohammad Rafiq
Madras High Court 15 August 1862 Indian High Courts Act 1861 Tamil Nadu, Puducherry Madras Maduraiଛାଞ୍ଚ:Efn-ua 75 56 19 Sanjib Banerjee
Manipur High Court 25 March 2013 North-Eastern Areas (Reorganisation) and Other Related Laws (Amendment) Act, 2012 Manipur Imphal
5 4 1 P. V. Sanjay Kumar
Meghalaya High Court 23 March 2013 North-Eastern Areas (Reorganisation) and Other Related Laws (Amendment) Act, 2012 Meghalaya Shillong
4 3 1 Biswanath Somadder
Odisha High Court 3 April 1948 Odisha High Court Ordinance, 1948 Orissa Cuttack
27 20 7 S. Muralidhar
Patna High Court 2 September 1916 Letters Patent issued by then British Crown Bihar Patna
53 40 13 Sanjay Karol
Punjab and Haryana High Court 15 August 1947 Punjab High Court Ordinance, 1947 Chandigarh, Haryana, Punjab Chandigarh
85 64 21 Ravi Shankar Jha
Rajasthan High Court 21 June 1949 Rajasthan High Court Ordinance, 1949 Rajasthan Jodhpur Jaipurଛାଞ୍ଚ:Efn-ua 50 38 12 Indrajit Mahanty
Sikkim High Court 16 May 1975 The 36th Amendment to the Indian Constitution Sikkim Gangtok
3 3 0 Jitendra Kumar Maheshwari
Telangana High Court 1 January 2019 Andhra Pradesh Reorganisation Act, 2014 Telangana Hyderabad
24 18 6 Hima Kohli
Tripura High Court 26 March 2013 North-Eastern Areas (Reorganisation) and Other Related Laws (Amendment) Act, 2012 Tripura Agartala
4 4 0 Akil Kureshi
Uttarakhand High Court 9 November 2000 Uttar Pradesh Reorganisation Act, 2000 Uttarakhand Nainital
11 9 2 Raghvendra Singh Chauhan
Total 1079 771 308
Notes
ଛାଞ୍ଚ:Notelist-ua

ଆହୁରି ଦେଖନ୍ତୁ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଅର୍ଥଶାସ୍ତ୍ରହୃଷୀକେଶ ମଲ୍ଲିକଚାନ୍ଦିପୁରଇନ୍‌ଫ୍ଲୁଏଞ୍ଜାପ୍ଲୁଟୋବିଶ୍ୱନାଥ କରଶବ୍ଦ (ପଦ)କଥକଳୀଗୌତମ ବୁଦ୍ଧଜାପାନୀ ଭାଷାରାଜକିଶୋର ରାୟଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଏକାଦଶୀରମାକାନ୍ତ ରଥରୋହିତ ପୂଜାରୀପଥ ଓ ପୃଥିବୀଦି ଟେଷ୍ଟ ଅଫ ମାଇ ଲାଇଫ୧୨ ଅପ୍ରେଲବଣ୍ଡ (ଅର୍ଥ)ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଓ ଅନ୍ଧଗଳିସାଧୁ ମେହେରରବି ନାରାୟଣ ନନ୍ଦଇନଷ୍ଟାଗ୍ରାମବଲାଙ୍ଗୀର ଜିଲ୍ଲାଇରା ମହାନ୍ତିଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓବିଷ୍ଣୁଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାକମ୍ପ୍ୟୁଟରମେରୁ ଯାତ୍ରାହିନ୍ଦୁ ଧର୍ମବିଭୂତି ପଟ୍ଟନାୟକଇଣ୍ଡୋନେସିଆଦିବ୍ୟସିଂହ ଦେବ୬ ମାର୍ଚ୍ଚବୀଣାପାଣି ମହାନ୍ତିକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଇଁଠାଭୂମିକମ୍ପକଟକଗୌରହରି ଦାସଆଚାର୍ଯ୍ୟ ହରିହରଡିଡାନୋସିନଖୋର୍ଦ୍ଧା ଜିଲ୍ଲାବରଗଡ଼ ଜିଲ୍ଲାଦାସକାଠିଆଦାଶରଥି ଦାସଫେସବୁକରମାଦେବୀ ଚୌଧୁରୀ୧୬ ମଇପ୍ରସନ୍ନ କୁମାର ଦାସଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାନବକୃଷ୍ଣ ଚୌଧୁରୀପଞ୍ଚସଖା୨ (ସଂଖ୍ୟା)ବ୍ୟାସଦେବ🡆 More