ଭାରତର ଜାତୀୟ ପ୍ରତୀକ

ପ୍ରଜାତାନ୍ତ୍ରିକ ଭାରତର ବିଭିନ୍ନ ରାଷ୍ଟ୍ରୀୟ ପ୍ରତୀକ ଅଛି । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ପରେ ଏହି ପ୍ରତୀକ ସବୁ କାର୍ଯ୍ୟକ୍ଷମ ହେଲା ।

ଭାରତୀୟ ରାଷ୍ଟ୍ରୀୟ ପ୍ରତୀକ

ନାମ ସଂକେତ ଛବି ଟୀକା
ରାଷ୍ଟ୍ରୀୟ ପତାକା ଭାରତୀୟ ରାଷ୍ଟ୍ରୀୟ ପତକା
(ତ୍ରିରଙ୍ଗା)
ଭାରତର ଜାତୀୟ ପ୍ରତୀକ  ପତକାଟି କେଶର, ସବୁଜ ଓ ଧଳା ରଙ୍ଗରେ ତିଆରି କେଶରୀ ଓ ସବୁଜ ରଙ୍ଗ ମଝିରେ ଅଶୋକ ଚକ୍ର ଅଛି।
ରାଷ୍ଟ୍ରୀୟ ଚିହ୍ନ ଭାରତର ରାଷ୍ଟ୍ରୀୟ ଚିହ୍ନ
(ଅଶୋକ ସ୍ତମ୍ଭ)
ଭାରତର ଜାତୀୟ ପ୍ରତୀକ  ୨୬ ଜାନୁଆରୀ ୧୯୫୦ ରାଜା ଅଶୋକଙ୍କ ଅଶୋକ ସ୍ତମ୍ବକୁ ଭାରତର ରାଷ୍ଟ୍ରୀୟ ଚିହ୍ନ ଘୋଷଣା କରାଯାଇଥିଲା।".
ରାଷ୍ଟ୍ରୀୟ ପଞ୍ଜିକା ଭାରତର ରାଷ୍ଟ୍ରୀୟ ପଞ୍ଜିକା
(ଶକ ପଞ୍ଜିକା)
ଏହା ଚୈତ୍ର ମାସରୁ ଆରମ୍ଭ ହୋଇ ବୈଶାଖ ମାସରେ ଶେଷ ହୁଏ ।
ରାଷ୍ଟ୍ର ଗାନ "ଜନ ଗଣ ମନ"
ରବିନ୍ଦ୍ରନାଥ ଠାକୁର
70px ୨୬ ଜାନୁଆରି ୧୯୫୦ରେ ଜନ ଗଣ ମନକୁ ଭାରତର ରାଷ୍ଟ୍ର ଗାନ ଘୋଷଣା କରାଯାଇଥିଲା ।
ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ
ବଙ୍କିମଚନ୍ଦ୍ର ଚଟ୍ଟୋପଦ୍ଧାୟ
୧୮୯୬ ଭାରତୀୟ କଂଗ୍ରେସ ମେଳଣରେ ଏହା ପ୍ରଥମ ଥର ପାଇଁ ଏହି ଗୀତଟି ଗାନ କରାଯାଇଥିଲା ।
ରାଷ୍ଟ୍ରୀୟ ଫୁଲ ପଦ୍ମ
(Nelumbo nucifera)
ଭାରତର ଜାତୀୟ ପ୍ରତୀକ  ପଦ୍ମ ଫୁଲକୁ ଭାରତର ରାଷ୍ଟ୍ରୀୟ ଫୁଲ ଘୋଷଣା କରାଯାଇଥିଲା।
ରାଷ୍ଟ୍ରୀୟ ଫଳ ଆମ୍ବ
Mangifera indica
ଭାରତର ଜାତୀୟ ପ୍ରତୀକ  ଭାରତ ଆମ୍ବର ଏକ ମୁଖ୍ୟ ଉତ୍ପାଦକ ଏଠାରେ ୧୦୦ ପ୍ରଜାତିରୁ ଅଧିକ ଆମ୍ବ ମିଳେ ସେଥି ପାଇଁ ଆମ୍ବକୁ ରାଷ୍ଟ୍ରୀୟ ଫଳ କୁହାଯାଏ।
ରାଷ୍ଟ୍ରୀୟ ନଦୀ ଗଙ୍ଗା ଭାରତର ଜାତୀୟ ପ୍ରତୀକ  ଏହା ଭାରତର ବୃହତ୍ତମ ନଦୀ ଓ ପୁଜ୍ୟ ନଦୀ ସେଥି ପାଇଁ ଗଙ୍ଗାକୁ ରାଷ୍ଟ୍ରୀୟ ନଦୀ କୁହାଯାଏ।
ରାଷ୍ଟ୍ରୀୟ ଗଛ ବରଗଛ
(Ficus bengalensis)
ଭାରତର ଜାତୀୟ ପ୍ରତୀକ  ବର ଗଛଟି ଭାରତରେ ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବରକୁ ରାଷ୍ଟ୍ରୀୟ ଗଛ କୁହାଯାଏ ।
ରାଷ୍ଟ୍ରୀୟ ପଶୁ ମହାବଳ ବାଘ
(Panthera tigris)
ଭାରତର ଜାତୀୟ ପ୍ରତୀକ  ବାଘ ଭାରତର ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବାଘକୁ ରାଷ୍ଟ୍ରୀୟ ପଶୁ କୁହାଯାଏ ।
ରାଷ୍ଟ୍ରୀୟ ଖେଳ ହକି ଭାରତର ଜାତୀୟ ପ୍ରତୀକ  ଭାରତ ଅଲମ୍ପିକରେ ହକିରେ ୮ଟି ସୁନା ପଦକ ପାଇଛି ସେଥି ପାଇଁ ହକିକୁ ରାଷ୍ଟ୍ରୀୟ ଖେଳ କୁହାଯାଏ ।
ରାଷ୍ଟ୍ରୀୟ ସରୀସୃପ ଅହିରାଜ ଭାରତର ଜାତୀୟ ପ୍ରତୀକ  ଅହିରାଜ ଭାରତ ଉପମହାଦେଶର ପ୍ରାୟ ସବୁ ଅଞ୍ଚଳରେ ଦେଖାଯାଉଥିବା ଏକ ସରୀସୃପ । ଭାରତୀୟ ସଂସ୍କୃତିରେ ଏକ ବିଶେଷ ସ୍ଥାନଧାରଣ କରିଥିବାରୁ ଏହାକୁ ଭାରତର ରାଷ୍ଟ୍ରୀୟ ସରୀସୃପ କୁହାଯାଏ ।
ରାଷ୍ଟ୍ରୀୟ ପ୍ରତିଜ୍ଞା ରାଷ୍ଟ୍ରୀୟ ପ୍ରତିଜ୍ଞା ରାଷ୍ଟ୍ରୀୟ ପ୍ରତିଜ୍ଞା ଭାରତୀୟଙ୍କ ଜାତୀୟତାବାଦୀ ନିଷ୍ଠାର ଶପଥ ଅଟେ ।
ରାଷ୍ଟ୍ରୀୟ ଐତିହାସିକ ପଶୁ ହାତୀ ଭାରତର ଜାତୀୟ ପ୍ରତୀକ  ଦେଶର ପ୍ରାୟ ୨୯୦୦୦ ହାତୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ପରିବେଶ ମନ୍ତ୍ରୀ ହାତୀକୁ ଜାତୀୟ ଐତିହ୍ୟ ପଶୁ ମାନ୍ୟତା ଦେଇଥିଲେ ।
ରାଷ୍ଟ୍ରୀୟ ଅଣୁଜୀବ ଲାକ୍ଟୋବାସିଲସ ଡେଲବ୍ର୍ୟୁକୀ
(ଇଂରାଜୀ:Lactobacillus delbrueckii)
ଭାରତର ଜାତୀୟ ପ୍ରତୀକ  ୨୦୧୨ ମସିହା ଅକ୍ଟୋବର ୧୮ ତାରିଖରେ ଭାରତୀୟ ପରିବେଶ ଏବଂ ବନସମ୍ପଦ ମନ୍ତ୍ରୀ ଜୟନ୍ତୀ ନଟରାଜନ ବୀଜାଣୁକୁ ଜାତୀୟ ଅଣୁଜୀବ ମାନ୍ୟତା ପ୍ରଦାନ କରିଥିଲେ ।
ରାଷ୍ଟ୍ରୀୟ ପକ୍ଷୀ ମୟୂର ଭାରତର ଜାତୀୟ ପ୍ରତୀକ  ୧୯୬୩ ମସିହା ଫେବୃଆରୀ ୧ ତାରିଖରେ ଭାରତ ସରକାର ମୟୂରକୁ ରାଷ୍ଟ୍ରୀୟ ପକ୍ଷୀର ମାନ୍ୟତା ପ୍ରଦାନ କରିଥିଲେ ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ମୁକ୍ତେଶ୍ୱର ଦେଉଳମଣିଷଚିତ୍ତରଞ୍ଜନ ଦାସଓଧବୈକୁଣ୍ଠନାଥ ପଟ୍ଟନାୟକଦୀନନାଥ ପାଠୀଗୌରୀଶଙ୍କର ରାୟଯାଜପୁରଜୟୀରାମ ସାମଲସ୍ଫୁଲିଙ୍ଗ (କବିତା ସଙ୍କଳନ)ଲକ୍ଷ୍ମୀକାନ୍ତ ମହାପାତ୍ରଶ୍ରୀ ଅରବିନ୍ଦ୩ ସେପ୍ଟେମ୍ବରସ୍ୱର ବର୍ଣ୍ଣରାମଚନ୍ଦ୍ର ବେହେରାପୃଥିବୀ ଦିବସଭୁବନେଶ୍ୱର ରେଳ ଷ୍ଟେସନଚନ୍ଦ୍ରଶେଖର ରଥକଳାପାହାଡ଼୧୯୭୦ବିଜୁ ପଟ୍ଟନାୟକକର୍କଟ ରୋଗନନ୍ଦ କିଶୋର ବଳମୋଗଲ ସାମ୍ରାଜ୍ୟwiki.phtmlସୁରେନ୍ଦ୍ର ମହାନ୍ତିନଦୀବୈଷୟିକ ବିଜ୍ଞାନପାର୍ବତୀବନ୍ଦେ ଉତ୍କଳ ଜନନୀଶିମିଳିପାଳ ଜାତୀୟ ଉଦ୍ୟାନହିପୋପୋଟାମସଫାଲଗୁନନମିତା ଅଗ୍ରୱାଲକବିଲାଟିନ ଭାଷାମହୁମାଛିଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା୨ ଜୁନତରଳ ଝାଡ଼ାସୀତା ବିବାହଗୋପାଳ ଚନ୍ଦ୍ର ପ୍ରହରାଜହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ନବଗୁଞ୍ଜରରମାଦେବୀ ଚୌଧୁରୀଓଡ଼ିଆ ଭାଗବତମନୋରଞ୍ଜନ ଦାସଗୁଗଲଦ୍ରୌପଦୀ ମୁର୍ମୁବୌଦ୍ଧ ଧର୍ମଆଙ୍ଗୋଲାଓଡ଼ିଶାର ଭୂଗୋଳ୧ ଅପ୍ରେଲଉଦ୍‌ବେଗସାରଳା ଦାସସମୟମଣ୍ଡଳସମ୍ବଲପୁର ଜିଲ୍ଲାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବେଣୁଧର ରାଉତରେଭେନ୍‌ସା କଲିଜିଏଟ ସ୍କୁଲ୧୯ ଫେବୃଆରୀଗଙ୍ଗା ଦଶହରାଅଖିଳ ମୋହନ ପଟ୍ଟନାୟକଭୁବନେଶ୍ୱରକଇଥ🡆 More