ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭଦ୍ରକ

ଭଦ୍ରକ (କ୍ରମିକ ସଂଖ୍ୟା: ୪୪) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଦ୍ରକ (ପୌ) ଓ ଭଦ୍ରକ ବ୍ଳକ ।

ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୯,୪୯୧
ଜିଲ୍ଲା: ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନରେନ୍ ପଲାଇଙ୍କଠାରୁ ୨୩୫୮୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନରେନ ପଲାଇଙ୍କଠାରୁ ୨୧,୪୨୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଭଦ୍ରକ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଯୁଗଳ କିଶୋର ପଟ୍ଟନାୟକ ୭୫,୨୯୪ ୫୩.୯୯ -
କଂଗ୍ରେସ ନରେନ ପଲାଇ ୫୩,୮୬୬ ୩୮.୬୩ -
ଭାଜପା ତୁଷର କାନ୍ତି ଜେନା ୭,୭୫୫ ୫.୫୬ -
ବସପା ସରସ୍ୱତୀ ମଲିକ ୫୬୨ ୦.୪୦ -
ସ୍ୱାଧୀନ ସଞ୍ଜୟ କୁମାର ନାୟକ ୫୪୫ ୦.୩୯ -
ସ୍ୱାଧୀନ ଗଗନ ଜେନା ୪୬୪ ୦.୩୩ -
ସ୍ୱାଧୀନ ଅଭିମନ୍ୟୁ ଦାସ ୨୭୪ ୦.୨୦ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ପ୍ରକାଶ ଚନ୍ଦ୍ର ସାହୁ ୨୫୦ ୦.୧୮ -
ସମୃଦ୍ଧ ଓଡ଼ିଶା ରାଜେନ୍ଦ୍ର ପ୍ରସାଦ ଜେନା ୨୪୫ ୦.୧୮ -
ସ୍ୱାଧୀନ ଅଜୟ କୁମାର ମଲିକ ୧୯୩ ୦.୧୪ -
ଭୋଟ ବ୍ୟବଧାନ ୨୧,୪୨୮ ୧୫.୩୭* -
ମତଦାନ ହାର ୧,୩୯,୪୪୮ ୬୫.୧୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭଦ୍ରକଭଦ୍ରକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଦ୍ଵାରକାଧୀଶ ମନ୍ଦିରଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟସୌଭାଗ୍ୟ କୁମାର ମିଶ୍ରଯକ୍ଷ୍ମାଫତୁରାନନ୍ଦକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡଚୁପ୍ କିଏ ଆସୁଛିଜଗନ୍ନାଥଙ୍କ ସେବକନବରାତ୍ରୀଭାରତ ରତ୍ନବରଗଡ଼ଶୁକଦେବଶୃତି ମହାପାତ୍ରଭୂମିଜ ଜାତିଓଡ଼ିଶାର ପଞ୍ଚାୟତ ସମିତି ତାଲିକାବାଲିଯାତ୍ରାଭୂଗୋଳନୀତେଶ ଗଙ୍ଗଦେବଭଗବତ ଗୀତାସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରନଡ଼ିଆ୨୭ ଅପ୍ରେଲଭାରତର ନଦୀ ସମୂହର ତାଲିକାକାମଦା ଏକାଦଶୀଜଳ ପ୍ରଦୂଷଣପଖାଳ ଦିବସଭୃସଙ୍ଗ ଗଛଗୁରୁ ପ୍ରସାଦ ମହାନ୍ତିଆନ୍ତର୍ଜାତିକ ମହିଳା ଦିବସଆର୍ଯ୍ୟଭଟ୍ଟବର୍ଷାବଣ୍ଡ (ଅର୍ଥ)ନନ୍ଦ କିଶୋର ବଳପ୍ରତିଭା ଶତପଥୀଅଷ୍ଟମୀମୟୂରଭଞ୍ଜ ଜିଲ୍ଲାଇଣ୍ଟରନେଟବରଗଡ଼ ଜିଲ୍ଲାରମାଦେବୀ ଚୌଧୁରୀସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାକମଳା ନଦୀମହୁଲକନିଅରପର୍ଯ୍ୟାୟ ସାରଣୀଭଗବତୀ ଚରଣ ପାଣିଗ୍ରାହୀ୨୦ ଅପ୍ରେଲଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରାମବୁଧନ ମୁର୍ମୁଜନ ଗଣ ମନ୩୦ ଅପ୍ରେଲ୨୬ ଫେବୃଆରୀଅବସାଦଅନୁଗୋଳଜୟଦ୍ରଥ ସୁନାମିଳିମିଳା୦ (ସଂଖ୍ୟା)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକାନାବିଡିଓଲପଣା ସଂକ୍ରାନ୍ତିଚିଲିକା (କବିତା)ଔଷଧୀୟ ଗଛଲତାମାନଙ୍କର ତାଲିକାତାଜମହଲଜାହାଙ୍ଗୀରବେଲଯଶୋଧାରା ମିଶ୍ର🡆 More