ଭକ୍ତ ଚରଣ ଦାସ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

(ନଭେମ୍ବର ୨୦୨୨)">ଆଧାର ଲୋଡ଼ା]

ଭକ୍ତ ଚରଣ ଦାସ
ଭକ୍ତ ଚରଣ ଦାସ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ଜନ୍ମ ଓ ଜନ୍ମସ୍ଥାନବୈରାଗୀ ଚରଣ ପଟ୍ଟନାୟକ
୧୭୨୯
ରାଜସୁନାଖଳା, ନୟାଗଡ଼
ମୃତ୍ୟୁ୧୮୧୩
ବୃତ୍ତିକବି
ଭାଷାଓଡ଼ିଆ
ସମୟରୀତି ଯୁଗ
ସାହିତ୍ୟ କୃତିମଥୁରା ମଙ୍ଗଳ, ମନବୋଧ ଚଉତିଶା

ଆଧାର

Tags:

ଉଇକିପିଡ଼ିଆ:Citation neededକଳାକଳେବର ଚଉତିଶାମଥୁରା ମଙ୍ଗଳ

🔥 Trending searches on Wiki ଓଡ଼ିଆ:

ଦୀପକ ମିଶ୍ରସିଦ୍ଧାନ୍ତ ମହାପାତ୍ରମହାତ୍ମା ଗାନ୍ଧୀପ୍ରସନ୍ନ ଦାସ (ବହୁବିକଳ୍ପ)ନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଇମରାନ ଖାଁଘର ସଂସାରନମିତା ଅଗ୍ରୱାଲଆର୍ଯ୍ୟଭଟ୍ଟରେବତୀ (କ୍ଷୁଦ୍ରଗଳ୍ପ)ନୀଳକଣ୍ଠ ଦାସଗଣେଶଇଣ୍ତିଆ ଗେଟବାଲେଶ୍ୱର ଜିଲ୍ଲାମ୍ୟୁଚୁଆଲ ଫଣ୍ଡଅଚ୍ୟୁତ ସାମନ୍ତହିନ୍ଦୁ ସମୟ ଗଣନାୟୁନେସ୍କୋକଲେରାଓଡ଼ିଶାର ଭୂଗୋଳବଲାଙ୍ଗୀର ଜିଲ୍ଲାସୌରୀନ୍ଦ୍ର ବାରିକଚଳନ୍ତି ଠାକୁରବାବୁଶାନ୍ଉତ୍କଳ ଦୀପିକାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ସଂସ୍କୃତିଭଗବତୀ ଦେଉଳରବୀନ୍ଦ୍ର କୁମାର ପ୍ରହରାଜକରଞ୍ଜଜାନକୀ ବଲ୍ଲଭ ପଟ୍ଟନାୟକପିଙ୍କି ପ୍ରଧାନଜୟୀ ରାଜଗୁରୁକାଳିନ୍ଦୀ ଚରଣ ପାଣିଗ୍ରାହୀଆହାର ଯୋଜନାଜାଭା (ପ୍ରୋଗ୍ରାମିଂ ଭାଷା)ଗାୟତ୍ରୀବାଳା ପଣ୍ଡାଫେସବୁକରାମଗୋପାଳ ଛୋଟରାୟସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାପାତ୍ର ନୀଳମଣି ସାହୁଋଷିଆଇତିହାସଏଡା ଲଭ୍‌ଲେସ୍‌ରଜକାଳୀଚରଣ ପଟ୍ଟନାୟକସଚ୍ଚିଦାନନ୍ଦ ରାଉତରାୟଋତୁସ୍ରାବବିଜୁ ଜନତା ଦଳଅଶ୍ୱିନୀ କୁମାର ଘୋଷଗ୍ରହଚବିଶ ଗୁରୁଅଭିମନ୍ୟୁ ସାମନ୍ତସିଂହାରଚାନ୍ଦିପୁରଶ୍ରାଦ୍ଧସିଦ୍ଧାର୍ଥ ଭରତନବ୍ୟାସଦେବଅଷ୍ଟ୍ରେଲିଆବ୍ୟାଙ୍କଖାରବେଳହିନ୍ଦୁ ଧର୍ମକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜୈନ ଧର୍ମମନୋରଞ୍ଜନ ଦାସ🡆 More