ବ୍ରହ୍ମୋତ୍ରୀ ମହାନ୍ତି: ଓଡ଼ିଆ କବୀ

ବ୍ରହ୍ମୋତ୍ରୀ ମହାନ୍ତି (୧୯୩୪ - ୩୦ ଜୁନ ୨୦୧୦) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।

ବ୍ରହ୍ମୋତ୍ରୀ ମହାନ୍ତି
ଜନ୍ମ୧୯୩୪
ମାର୍କଣ୍ଡେଶ୍ୱର ସାହି, ପୁରୀ
ମୃତ୍ୟୁ୩୦ ଜୁନ ୨୦୧୦(୨୦୧୦-୦୬-୩୦)
ଜାତୀୟତାଭାରତୀୟ
ବୈବାହିକ-ସାଥୀବିଜୟକୃଷ୍ଣ ମହାନ୍ତି
ସମ୍ପର୍କୀୟଅନନ୍ତ ପଟ୍ଟନାୟକ (ଭାଇ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ପିଲାବେଳୁ ବ୍ରହ୍ମୋତ୍ରୀଙ୍କ ମା, ତାଙ୍କ କବି ପ୍ରତିଭା ଆବିଷ୍କାର କରିଥିଲେ । ତାଙ୍କ କବିତା ଛନ୍ଦମୟ ଥିଲା ଓ ଏଥିରେ ନାରୀବାଦର ଛାପ ଥିଲା । ୧୯୫୦ମସିହାରେ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ଓଡ଼ିଶାର ବହୁ ପତ୍ରପତ୍ରିକାରେ ତାଙ୍କ କବିତା ପ୍ରକାଶ ପାଇଛି । ତାଙ୍କ ପତି ବିଜୟକୃଷ୍ଣ ମହାନ୍ତି ମଧ୍ୟ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ।

ରଚନାବଳୀ

କବିତା ଗ୍ରନ୍ଥ

  • ଅବତରଣ - ୧୯୭୨
  • ଦୃଷ୍ଟିର ଦ୍ୟୁତି - ୧୯୮୫
  • ସ୍ତବକ - ୧୯୮୮
  • ସ୍ରୋତସ୍ୱିନୀ - ୧୯୯୫
  • ସେତୁବନ୍ଧ
  • ଦୟିତ(ଦମ୍ଭିତ) - ୨୦୦୦
  • ପ୍ରଦକ୍ଷିଣ - ୨୦୦୧
  • ଉତ୍ତରଣ - ୨୦୦୨
  • ନିରୀକ୍ଷୀଣ - ୨୦୦୩
  • ଚିରନ୍ତନ - ୨୦୦୪
  • ଶ୍ୟାମଳ ଶୋଭନ - ୨୦୦୫

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୩ (ଦୃଷ୍ଟିର ଦ୍ୟୁତି କବିତା ପୁସ୍ତକ ପାଇଁ)
  • ସାରଳା ସମ୍ମାନ, ୧୯୯୨
  • ଝଙ୍କାର ପୁରସ୍କାର
  • ସୁଚରିତା ପୁରସ୍କାର
  • ପ୍ରଜାତନ୍ତ୍ର ବିଷୁବ ପୁରସ୍କାର

ଆଧାର

Tags:

ବ୍ରହ୍ମୋତ୍ରୀ ମହାନ୍ତି ରଚନାବଳୀବ୍ରହ୍ମୋତ୍ରୀ ମହାନ୍ତି ସମ୍ମାନ ଓ ପୁରସ୍କାରବ୍ରହ୍ମୋତ୍ରୀ ମହାନ୍ତି ଆଧାରବ୍ରହ୍ମୋତ୍ରୀ ମହାନ୍ତି

🔥 Trending searches on Wiki ଓଡ଼ିଆ:

ଜଗତ(ଜୀବବୀଜ୍ଞାନ)ଟିକୋନାଜୋଲଦ୍ରୌପଦୀ ମୁର୍ମୁଯୋଗ୧୯୬୧ର ଓଡ଼ିଆ କଥାଚିତ୍ରଦେଉଳଝରି ଉଷ୍ଣପ୍ରସ୍ରବଣବର୍ଷାଧନକର ଅଧିନିୟମ, ୧୯୫୭ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)ଜଳଇଣ୍ଟରନେଟନଅଙ୍କ ଦୁର୍ଭିକ୍ଷଅବସାଦ୨୦୦୫ଚନ୍ଦ୍ରଗୁପ୍ତଭୀମ ଭୋଇନଦୀୟା ବିହାରୀ ମହାନ୍ତି୧୪ ଅଗଷ୍ଟଏମ ଏନ ଶ୍ରୀନିବାସଧବଳେଶ୍ୱର ମନ୍ଦିରଗାୟତ୍ରୀବାଳା ପଣ୍ଡାମାଛ ଭଜାଓଡ଼ିଆ ସାହିତ୍ୟର ଇତିହାସଆମ୍ବେଦକର ଜୟନ୍ତୀଓଡ଼ିଆ ଚଉତିଶାବିରାଟ କୋହଲୀମୋହନ ସୁନ୍ଦର ଦେବ ଗୋସ୍ୱାମୀକାଳୀଚରଣ ପଟ୍ଟନାୟକଚୈତନ୍ୟହିମାଳୟଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଚଇତି ଘୋଡ଼ା ନାଚଚୈତ୍ର ମଙ୍ଗଳବାର ଓଷାଅଭିମନ୍ୟୁ ସାମନ୍ତସିଂହାରନାରାୟଣ ସାହୁସଚ୍ଚି ଦାସ୧୪ ମାର୍ଚ୍ଚଦୀପା ସାହୁ (୧୯୮୫ ଜନ୍ମ)ନବକୃଷ୍ଣ ଚୌଧୁରୀବଲ୍ଲଭଭାଇ ପଟେଲସୁଭାଷ ଚନ୍ଦ୍ର ବୋଷ୨ (ସଂଖ୍ୟା)ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍ବାଲେଶ୍ୱର ଜିଲ୍ଲାଲକ୍ଷ୍ମୀପ୍ରିୟା ମହାପାତ୍ରନବାଙ୍କ ବେଶଓଉଓଡ଼ିଶାର ଦୋଳଯାତ୍ରାଧନୁର୍ଜୟ ସିଦୁପ୍ରତିଭା ରାୟମାଛପରଶୁରାମଦୀନକୃଷ୍ଣ ଦାସମଧୁସୂଦନ ଦାସବୌଦ୍ଧ ଧର୍ମଗୁରୁପ୍ରସାଦ ମହାନ୍ତିଗ୍ରହଚମ୍ପା୧୯୪୯ଆଫଗାନିସ୍ତାନବ୍ରହ୍ମପୁତ୍ର ନଦୀରାଶି ଓ ନକ୍ଷତ୍ରଭାରତୀୟ ଜାତୀୟ କଂଗ୍ରେସଓଡ଼ିଆ ନବବର୍ଷମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର)୫ ଡିସେମ୍ବରଯୌନ ସମ୍ଭୋଗଘରରାଜନୀତି ବିଜ୍ଞାନ🡆 More