ବ୍ରହ୍ମା ମନ୍ଦିର, ବିନ୍ଦୁସାଗର

ବ୍ରହ୍ମା ମନ୍ଦିର , ବିନ୍ଦୁସାଗର , ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ତଥା ମନ୍ଦିରମାଳ ନଗରି ଭୁବନେଶ୍ୱରରେ ଅବସ୍ଥିତ । ଏହା ବିନ୍ଦୁସାଗର ପୁଷ୍କରିଣୀର ପୂର୍ବ  ତଟ ନିକଟରେ ଅବସ୍ଥିତ । ଲିଙ୍ଗରାଜ ମନ୍ଦିର ରାସ୍ତାରେ ଗଲେ ଏହି ମନ୍ଦିରକୁ ପହଞ୍ଚି ହୁଏ । 

ବ୍ରହ୍ମା ମନ୍ଦିର, ବିନ୍ଦୁସାଗର‌
ବ୍ରହ୍ମା ମନ୍ଦିର, ବିନ୍ଦୁସାଗର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
ସ୍ଥାନଭୁବନେଶ୍ୱର
Countryଭାରତ

ପ୍ରବାଦ 

ଲୋକ ମୁଖରେ କଥିତ ଅଛି ବ୍ରହ୍ମା ଭୁବନେଶ୍ୱରକୁ ଆସି ମହାଦେବ ଲିଙ୍ଗରାଜଙ୍କ ଅଧିଷ୍ଠାନ ଉତ୍ସବରେ ଯୋଗ ଦେଇଥିଲେ । ତାଙ୍କୁ ଏଠାରେ ସ୍ଥାୟୀ ଭାବରେ ରହିଯିବାକୁ ଅନୁରୋଧ କରାଯିବାରୁ ସେ ପ୍ରତି ବର୍ଷ ଚୈତ୍ର ମାସରେ ଅଶୋକାଷ୍ଟମୀ ଯାତ୍ରା ପାଇଁ ଆସିବାକୁ ରାଜି ହେଇଥିଲେ । ପୁଣି ସେ ଲିଙ୍ଗରାଜଙ୍କ ରୁକୁଣା ରଥର ସାରଥି ମଧ୍ୟ ହେବାକୁ କଥା ଦେଇଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ ବିନ୍ଦୁସାଗର ନିକଟରେ ତାଙ୍କର ମନ୍ଦିର ନିର୍ମାଣ କରା ଯାଇଥିଲା । ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ଆସିବା ବେଳେ ଏହି ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟ ଦର୍ଶନ ନ କଲେ ଦର୍ଶନ ଅସମ୍ପୂର୍ଣ୍ଣ ରୁହେ ବୋଲି ଲୋକବିଶ୍ୱାସ ରହିଛି ।  

ସ୍ଥାପତ୍ୟ 

ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ଏହି ମନ୍ଦିରର ୧୫ ତମ ଶତାବ୍ଦୀରେ ନିର୍ମିତ ହେଇଥିଲା । ପରେ ତାହା ଭଗ୍ନ ଅବସ୍ଥାକୁ ଆସିବାରୁ ତାକୁ ଗଜପତିଙ୍କ ଅମଳରେ ପୁନରୁଦ୍ଧାର କରାଯାଇଥିଲା । ଏହି ମନ୍ଦିରରେ ବ୍ରହ୍ମାଙ୍କ ଏକ ଚତୁର୍ଦ୍ଧା ମୂର୍ତି ସ୍ଥାପିତ ହେଇଅଛି ।

ଆଧାର 

ବାହାର ଲିଙ୍କ 

Tags:

ବ୍ରହ୍ମା ମନ୍ଦିର, ବିନ୍ଦୁସାଗର ପ୍ରବାଦ ବ୍ରହ୍ମା ମନ୍ଦିର, ବିନ୍ଦୁସାଗର ସ୍ଥାପତ୍ୟ ବ୍ରହ୍ମା ମନ୍ଦିର, ବିନ୍ଦୁସାଗର ଆଧାର ବ୍ରହ୍ମା ମନ୍ଦିର, ବିନ୍ଦୁସାଗର ବାହାର ଲିଙ୍କ ବ୍ରହ୍ମା ମନ୍ଦିର, ବିନ୍ଦୁସାଗରବିନ୍ଦୁସାଗରଭୁବନେଶ୍ୱରଲିଙ୍ଗରାଜ ମନ୍ଦିର

🔥 Trending searches on Wiki ଓଡ଼ିଆ:

ଅନାଦି ଚରଣ ସାହୁମୃଣାଳ ସେନବିଷ୍ଣୁଆଖୁକେନ୍ଦୁଝର ଗଡ଼ଜାତ ରାଜ୍ୟସ୍ୱାଧୀନତା ଦିବସ‌ (ଭାରତ)ଜର୍ଜ କ୍ୟାଣ୍ଟରଉପେନ୍ଦ୍ର ଭଞ୍ଜକ୍ୟୁ. ଆର. କୋଡ଼ରାକ୍ଷୀ ବାନ୍ଧିଲି ମୋ ରଖିବ ମାନଜଣ୍ଡିସ୍ବୀଣାପାଣି ମହାନ୍ତିଚେରୋ ଜାତିଚତୁର ବିନୋଦବିଜ୍ଞାନସଚ୍ଚିଦାନନ୍ଦ ରାଉତରାୟଓଡ଼ିଶୀକଙ୍କାଳଆକବରଓଡ଼ିଆ ବାହାଘରଆପେଣ୍ଡିସାଇଟିସବାଘ୧୭୩୬ସେପ୍ଟେମ୍ବରଏଚଆଇଭି/ଏଡସପକ୍ଷୀଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଖଣ୍ଡାୟତସମୀର ରଞ୍ଜନ ଦାଶପ୍ରଧାନ ପୃଷ୍ଠାରାମଚନ୍ଦ୍ର ମିଶ୍ରଗୋଦାବରୀଶ ମିଶ୍ରବିଅରବ୍ୟାସଦେବବନ୍ଦେ ମାତରମଛ ମାଣ ଆଠ ଗୁଣ୍ଠମାଟିର ମଣିଷ (ଉପନ୍ୟାସ)କୁଜିବର ପ‌ତ୍ରଯଶୋବନ୍ତ ଦାସଧର୍ମଜବାହରଲାଲ ନେହେରୁମହାତ୍ମା ଗାନ୍ଧୀଙ୍କ ପରିବାରପ୍ରଦ୍ୟୁମ୍ନ ଲେଙ୍କାମହାତ୍ମା ଗାନ୍ଧୀବିବାହଅକ୍ଷି ତୃତୀୟାଜଗନ୍ନାଥ ଦାସଉଇକିପିଡ଼ିଆ ସମୂହର ତାଲିକାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସଞ୍ଜୀବ କୁମାର ମଲ୍ଲିକକିଶୋରୀ ଚରଣ ଦାସଭାରତର ଜାତୀୟ ପତାକାଅଚ୍ୟୁତାନନ୍ଦ ପ‌ତିଭଗବତ ଗୀତାତାଳଚେରକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦନ ଯାତ୍ରାକଳାପାହାଡ଼ମାଳିକାଗୁରୁବାରଚଉତିଶାଚକ୍ରଧର ବେହେରାଅନୁପମ ଭାରତଅପରେଟିଙ୍ଗ ସିଷ୍ଟମବିଭୂତି ପଟ୍ଟନାୟକକୃଷ୍ଣଚନ୍ଦ୍ର ପାଣିଗ୍ରାହୀବିଦୁସ୍ମିତାକବିସୂର୍ଯ୍ୟ ବଳଦେବ ରଥବୁଧବାର🡆 More