ବୋଷନ

କଣିକା ପଦାର୍ଥ ବିଜ୍ଞାନରେ(particle physics), ବୋଷନ (/ˈboʊsɒn/)ହେଉଛି ଏକ କଣିକା ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ(Bose–Einstein statistics)ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

ବୋଷନ
CERNଠାରେ ଥିବା ବିଶାଳ ହାର୍ଡ଼ୋନ୍ କୋଲାଇଡ଼ରର୍

ଏହି ବୋଷନ ନାମ ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ର ନାଥ ବୋଷ୍‌ଙ୍କ ସ୍ମରଣାର୍ଥେ ପାଉଲ୍ ଡିରାକ୍ ଦେଇଥିଲେ । ସତ୍ୟେନ୍ଦ୍ର ନାଥ ବୋଷ୍‌ , ଆ‌‌ଲ୍‌ବ‌ର୍ଟ୍ ଆଇ‌ନ୍‌ଷ୍ଟାଇ‌ନ୍ ସହ ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନକୁ ଗଢିଥିଲେ ଯାହାକି ଏହାର ମୂଳ ତତ୍ତ୍ୱ ଅଟେ ।

ବୋଷନର ଧର୍ମ

ସଂଜ୍ଞା

ଅଧିକ ଦେଖନ୍ତୁ

ଆଧାର

ଅଧିକ ପଢିବେ

Tags:

ବୋଷନ ର ଧର୍ମବୋଷନ ସଂଜ୍ଞାବୋଷନ ଅଧିକ ଦେଖନ୍ତୁବୋଷନ ଆଧାରବୋଷନ ଅଧିକ ପଢିବେବୋଷନParticle physics

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱରଡାଇନୋସର୨୬ ମାର୍ଚ୍ଚକେନ୍ଦୁଝର ଜିଲ୍ଲାଜଗନ୍ନାଥଓଡ଼ିଆ ବାହାଘରବେଲସ୍ତନ କର୍କଟଦଣ୍ଡ ନାଟଦାମୋଦର ରାଉତଇତିହାସନିଖିଳାନନ୍ଦ ପାଣିଗ୍ରାହୀକ୍ରିଏଟିଭ କମନ୍ସଆଲର୍ଜିଉଇକିଅଭିଧାନଭାରତୀୟ ପକ୍ଷୀକ୍ୟୁ. ଆର. କୋଡ଼ଦ୍ରୌପଦୀ ମୁର୍ମୁ୫ ଡିସେମ୍ବରମଙ୍ଗଳବାର୧୦୦୦ଗଣନ ସଂଖ୍ୟାଅଷ୍ଟ୍ରେଲିଆମେନିଞ୍ଜାଇଟିସ୍ରାମାୟଣବ୍ୟାଙ୍କବିକ୍ରମ କେଶରୀ ଦେଓଉଇକିକମନ୍ସଭୂଖାଆନ୍ଥୋଡନ୍‌ (ସରୀସୃପ)ଚୈତ୍ରଯବକ୍ଷାରଜାନନାଗ ପଞ୍ଚମୀଆର୍ମେନିଆମଧୁସୂଦନ ଦାସଅରିନ୍ଦମ ରାୟଅମୃତାୟନପାକସ୍ଥଳୀ କର୍କଟଭୁବନେଶ୍ୱର ବେହେରାନବ ଚରଣ ମାଝି୧୯୩୬ମହିଳା ଯୌନାଙ୍ଗ ଛେଦନଆନ୍ତର୍ଜାତିକ ମହିଳା ଦିବସଭଜାଉଇକିମିଡ଼ିଆ ମୁଭମେଣ୍ଟଝୁମର୧୪୭୫ଅନନ୍ତ ପଟ୍ଟନାୟକଅବସାଦତାମିଲ ଭାଷାପଞ୍ଚସଖା୧୪ ସେପ୍ଟେମ୍ବରକୋଣାର୍କ ସୂର୍ଯ୍ୟ ମନ୍ଦିରହରିଶଙ୍କର ମନ୍ଦିରଦୁର୍ଗା ପୂଜାକଳାହାଣ୍ଡି ଜିଲ୍ଲାଭାରତୀୟ ସ୍ୱାଧୀନତା ଆନ୍ଦୋଳନଓଡ଼ିଆ ନାଟକଅରୁଣା ମହାନ୍ତିକିଶୋରୀ ଚରଣ ଦାସଫତୁରାନନ୍ଦଯାଯାବର (୧୯୭୫ର କଥାଚିତ୍ର)ଭାରତର ଜାତୀୟ ପତାକାଇଂରାଜୀ ଭାଷା🡆 More