ବୈଦେହୀଶ ବିଳାସ

ବୈଦେହୀଶ ବିଳାସ ଉପେନ୍ଦ୍ର ଭଞ୍ଜଙ୍କ ବିରଚିତ ଏକ ଛାନ୍ଦକାବ୍ୟ | ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ କାବ୍ୟ ମଧ୍ୟରେ ଏହା ଅନ୍ୟତମ | କାବ୍ୟଟି ରାମାୟଣ କଥାବସ୍ତୁ ଆଧାରିତ | ବାବନ ଗୋଟି ଛାନ୍ଦ ବିଶିଷ୍ଟ ଏହି କାବ୍ୟର ପ୍ରତ୍ୟେକ ପାଦ ବ-ଅକ୍ଷରରେ ଆରମ୍ଭ |

ପ୍ରଚଳିତ ଛାନ୍ଦ

ଏହି ଗ୍ରନ୍ଥରୁ କେତୋଟି ଛାନ୍ଦ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି ।

"ବିତଳକୁ ଆଲିଙ୍ଗନ" ଛାନ୍ଦରେ ରାମ ଓ ଲକ୍ଷ୍ମଣଙ୍କ ବିଶ୍ୱାମିତ୍ରଙ୍କ ସଙ୍ଗେ ଗଙ୍ଗା ପାରି ହେବାର ଦୃଶ୍ୟ ଅତି ନିଖୁଣ ଭାବରେ ଚିତ୍ରିତ ହୋଇଛି ।

ସଙ୍ଗୀତ

ବୈଦେହୀଶ ବିଳାସରେ ଭଞ୍ଜ ଅନେକ ବୃତ୍ତଗୁଡ଼ିକର ପ୍ରୟୋଗ କରି ସଙ୍ଗୀତରେ ନିଜ ପାରଦର୍ଶିତା ଦେଖାଇପାରିଛନ୍ତି । କଥାବସ୍ତୁ ଆଧାରିତ ସ୍ୱର ଥିବାରୁ କାବ୍ୟଟି ଆହୁରି ଆଦୃତ ଅଟେ ।

ବୈଦେହୀଶ ବିଳାସ 
ବୈଦେହୀଶ ବିଳାସର ଚିତ୍ରପୋଥି

ଏଥିରେ ବ୍ୟବହୃତ ବୃତ୍ତମାନଙ୍କୁ ଭିତରୁ କେତେକ ତଳେ ଦିଆଯାଇଛି-

  • ପାହାଡ଼ିଆ କେଦାର
  • ମଙ୍ଗଳଗୁଜ୍ଜରୀ
  • ଚକ୍ରକେଳି
  • ଭୈରବ
  • କନଡ଼ା
  • ଚୋଖି
  • ରସକୁଲ୍ୟା
  • ବସନ୍ତ
  • ପଞ୍ଚମ ବରାଡ଼ି
  • ଆଷାଢ଼ଶୁକ୍ଳ
  • ଚିନ୍ତାଭୈରବ
  • କଉଶିକ

Tags:

ଉପେନ୍ଦ୍ର ଭଞ୍ଜ

🔥 Trending searches on Wiki ଓଡ଼ିଆ:

ଦି ଇଣ୍ଡିଆନ ଏକ୍ସପ୍ରେସମାଗୁଣିର ଶଗଡ଼ବେଲ ପଣାମୀରା ବାଈସୁମିତ୍ରାସୋଡିୟମ୍ ନାଇଟ୍ରାଇଟ (ଡାକ୍ତରୀ ବ୍ୟବ‌ହାର)ଭଗବତୀ ଚରଣ ପାଣିଗ୍ରାହୀଡେଙ୍ଗୁ ଜରଓଡ଼ିଶାର ଦୋଳଯାତ୍ରାସୁନ୍ଦରଗଡ଼ ଜିଲ୍ଲାରାମଶଙ୍କର ରାୟହିଙ୍ଗୁଳା ମନ୍ଦିରହାଡ଼ଫୁଟିଜୟଦ୍ରଥ ସୁନାସାହି ଯାତପ୍ରାଣୀଲିଓ ଟଲଷ୍ଟୟଓଡ଼ିଶାର ଲୋକନୃତ୍ୟଛାନ୍ଦଅଶୋକ (ସମ୍ରାଟ)ମଟର ସାଇକେଲଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମଧୁସୂଦନ ରାଓଶାଗ ଭଜାଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ସୁଭଦ୍ରାରେଙ୍ଗାଳୀ ବନ୍ଧନବରାତ୍ରୀକାଳୀଚରଣ ପଟ୍ଟନାୟକଗୀତଗୋବିନ୍ଦବାରବାଡୋସକାମଦା ଏକାଦଶୀଓଡ଼ିଆ ଲୋକମାଟିର ମଣିଷସ୍ତୁତି ଚିନ୍ତାମଣିଖାଦ୍ୟକଣ୍ଡୋମଶବ୍ଦ (ପଦ)ଅଂଶୁଘାତଦରୱାଜା ଗ୍ୟାସ ଗହ୍ଵରରିକେଟକେଶବ କୋଇଲିକୁନ୍ତଳା କୁମାରୀ ସାବତପ୍ରଭୁ ଜାନିକାଟୁଲୁ ରବି କୁମାରଲିଙ୍ଗରାଜ ମନ୍ଦିରପ୍ରଦୂଷଣପାରମିତା ଶତପଥୀବିଲେଇଗୌତମ ବୁଦ୍ଧଗୁଗଲବିଷ୍ଣୁଫ୍ଲୁଭାଷ୍ଟାଟିନତାଜମହଲଓଡ଼ିଶାର ଭୂଗୋଳଚନ୍ଦ୍ରଶେଖର ରଥପ୍ଲେକାନାଟାଇଡମହାଭାରତଜଗନ୍ନାଥଙ୍କ ସେବକଗୋବିନ୍ଦ ତ୍ରିପାଠୀପର୍ଫେନାଜାଇନନଡ଼ିଆଗଙ୍ଗାଧର ମେହେରମହିମା ଧର୍ମଇଣ୍ଟରନେଟମାଳିକା🡆 More