ବୁଦ୍ଧ ପୂର୍ଣ୍ଣିମା: ବୁଦ୍ଧଙ୍କ ଜନ୍ମ ତିଥି

ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ହୁଏ। ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ପୂର୍ଣ୍ଣିମା କୁହାଯାଏ। ବୌଦ୍ଧ ଧର୍ମରେ ପର୍ବପର୍ବାଣି ଓ ଆଡମ୍ବର କମ୍ ଥିଲେ ହେଁ ଉପାସନା, ଆରାଧନା, ଧ୍ୟାନ ଓ ସାଧନା ଆଦି ଆଚରଣବିଧି ପାଇଁ ବର୍ଷର ବାରଟିଯାକ ପୂର୍ଣ୍ଣିମା ତିଥି ଅତ୍ୟନ୍ତ ପୁଣ୍ୟ ଦିବସ। ବୌଦ୍ଧ ଧର୍ମାବଲମ୍ବୀମାନେ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ପ୍ରାର୍ଥନା ଓ ଧ୍ୟାନ ବ୍ୟତୀତ ସ୍ୱତନ୍ତ୍ର ଉପାସନା ପର୍ଯ୍ୟନ୍ତ ଉପବାସ ରହିଥାନ୍ତି।

ବୁଦ୍ଧ ପୂର୍ଣ୍ଣିମା: ବୁଦ୍ଧଙ୍କ ଜନ୍ମ ତିଥି
ଶିଶୁ ଗୌତମ ବୁଦ୍ଧଙ୍କ ଏକ ମୂର୍ତ୍ତି
ନାମବୁଦ୍ଧ ପୂର୍ଣ୍ଣିମା
ଅନ୍ୟ ନାମଚନ୍ଦନ ପୂର୍ଣ୍ଣିମା
ପାଳନକାରୀବୌଦ୍ଧଧର୍ମାବଲମ୍ବୀ
ପ୍ରକାରବୌଦ୍ଧଧର୍ମ
ବିଶେଷତାଗୌତମ ବୁଦ୍ଧଙ୍କ ଜନ୍ମ ଦିବସ ପାଳନ
ତାରିଖବୈଶାଖ ପୂର୍ଣ୍ଣିମା
୨୦୨୪ ତାରିଖdate missing (please add)
ସମ୍ପର୍କିତବୁଦ୍ଧ ଜୟନ୍ତୀ

ତାତ୍ପର୍ଯ୍ୟ

ବୁଦ୍ଧ ଜୟନ୍ତୀ ଦିବସର ତାତ୍ପର୍ଯ୍ୟ ହେଲା ସେହି ଦିନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ଏବଂ ବୁଦ୍ଧତ୍ୱ ପ୍ରାପ୍ତ ଓ ନିର୍ବାଣ(ମୋକ୍ଷ) ପ୍ରାପ୍ତ ହୋଇଥିଲେ। ଗୌତମ ବୁଦ୍ଧଙ୍କ ଶୀଳ, ସମାଧି, ପ୍ରଜ୍ଞା ଏବଂ ସତ୍ୟ, ଅହିଂସା ଓ କରୁଣାର ବାଣୀ ରାଷ୍ଟ୍ର, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛି। ବୌଦ୍ଧଧର୍ମର ସିଦ୍ଧାନ୍ତ ଓଡ଼ିଶାର ଧର୍ମ, ସଂସ୍କୃତି, ସାହିତ୍ୟ ଓ ଆଚାରବ୍ୟବହାର କ୍ଷେତ୍ରରେ ପ୍ରୟୋଗ ହୋଇ ଆସିଛି। ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ବୁଦ୍ଧଦେବ ମଧ୍ୟ ଏକ ଅବତାର ରୂପେ ସ୍ଥାନ ପାଇଛନ୍ତି।

ଓଡ଼ିଶା

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧ ପୂର୍ଣ୍ଣିମାରେ ଧଉଳିଗିରି ଓ ଭୁବନେଶ୍ୱରର ବୌଦ୍ଧ ବିହାରଠାରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକତ୍ରିତ ହୁଅନ୍ତି । ବୌଦ୍ଧ ଧର୍ମର ନିର୍ବାଣ ବା ମୋକ୍ଷରେ ଚିର ଶାନ୍ତି ଓ ପରମ ଆନନ୍ଦ ପାଏ ଜଣେ ସାଧକ । ନିରବତା ଓ ନିସ୍ତବ୍‌ଧତା ଧ୍ୟାନ ପାଇଁ ଏକାନ୍ତ ଆବଶ୍ୟକ ଯାହାକି ବୌଦ୍ଧ ସାଧନାର ମୂଳଭିତ୍ତି। ବୁଦ୍ଧ ଜୟନ୍ତୀ ପଡୁଥିବା ଏହି ବୈଶାଖ ପୂର୍ଣ୍ଣିମାକୁ ମଧ୍ୟ ଚନ୍ଦନ ପୂର୍ଣ୍ଣିମା କହନ୍ତି ।ଏହି ଦିନ ମଧ୍ୟ ସନ୍ଥ ଭୀମଭୋଇ ଜୟନ୍ତୀ ପାଳନ କରାଯାଏ।

ଆଧାର

Tags:

ତିଥିପୂର୍ଣ୍ଣିମାବୈଶାଖବୌଦ୍ଧ ଧର୍ମ

🔥 Trending searches on Wiki ଓଡ଼ିଆ:

ନୀଳମାଧବ ମନ୍ଦିରଇରା ମହାନ୍ତିଅଧକପାଳି୧୫ ଅପ୍ରେଲଭାରତୀୟ ଦଣ୍ଡ ସଂହିତା, ୧୮୬୦ତ୍ରିପୁରା ମିଶ୍ରଭାରତୀୟ ଜାତୀୟ କଂଗ୍ରେସଅକ୍ଷାଂଶଭାରତ ରତ୍ନଭାରତୀୟ ମହାକାଶ ଗବେଷଣା ସଂସ୍ଥାଯାଯାବର (୧୯୭୫ର କଥାଚିତ୍ର)ସାଇକେଲଦ୍ୱିତୀୟ ବିଶ୍ୱଯୁଦ୍ଧନିମୋନିଆସେଲପର୍କାଟିନିବଶକ୍ତିଗଞ୍ଜାମ ଜିଲ୍ଲାଓଡ଼ିଆ ସାହିତ୍ୟର ଇତିହାସଉତ୍କଳ ବ୍ରାହ୍ମଣଭାଙ୍ଗଅଜିଙ୍କ୍ୟ ରାହାଣେଅଶୋକାଷ୍ଟମୀମୁନ୍ନା ଖାଁବବି ମିଶ୍ରପୂର୍ଣ୍ଣ ଚନ୍ଦ୍ର ସେଠୀଭାରତୀୟ ସମ୍ବିଧାନବି. ଆର. ଆମ୍ବେଦକରଜୈନ ଧର୍ମବିମାନକୈତଭେଶ୍ୱର ମନ୍ଦିରନିର୍ମଳା (ଉପନ୍ୟାସ)ଜାନକୀ ବଲ୍ଲଭ ପଟ୍ଟନାୟକଓଡ଼ିଶାର କଳାକଳିଙ୍ଗ ଷ୍ଟୁଡିଓଚିଲିକା ହ୍ରଦମିଳିତ ଜାତିସଂଘଶ୍ରୀବିଭୂତି ପଟ୍ଟନାୟକଓଡ଼ିଶୀଅଫାନାସୀ ନିକିତିନଭିତରକନିକା ଜାତୀୟ ଉଦ୍ୟାନଦିଲ୍ଲୀଛାନ୍ଦସିରିଆବ୍ୟଞ୍ଜନ ବର୍ଣ୍ଣସୈଫ ଅଲ୍ଲୀ ଖାନବୈଦେହୀଶ ବିଳାସପରମାନନ୍ଦ ଆଚାର୍ଯ୍ୟଅରୁଣ କୁମାର ସାହୁରାମ ନବମୀଭାରତୀୟ ଭୋଜନଶୈଳଭାମା ମହାପାତ୍ରଗାଲୁଆରାଧାନାଥ ରାୟଓଡ଼ିଆ ଭାଷା ଆନ୍ଦୋଳନଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଅଭିମନ୍ୟୁ ସାମନ୍ତସିଂହାରଧୂଆଁଧାର ଜଳପ୍ରପାତରଥଯାତ୍ରାସୌଭାଗ୍ୟ କୁମାର ମିଶ୍ରକଲିକତାଭଗବତ ଗୀତାବସନ୍ତ କୁମାର ଶତପଥୀଲିଙ୍ଗରାଜ ମନ୍ଦିରଫତୁରାନନ୍ଦଗଜପତି ଜିଲ୍ଲାଭାରତ ସରକାରଓଡ଼ିଆ ନବବର୍ଷକେନ୍ଦ୍ରାପଡ଼ା🡆 More