ବିଶ୍ୱ ପରିବେଶ ଦିବସ

ବିଶ୍ୱ ପରିବେଶ ଦିବସ (ଇଂରାଜୀରେ World Environment Day), ସଂକ୍ଷେପରେ (WED) ଜୁନ ମାସ ୫ ତାରିଖ ଦିନ ପାଳନ କରାଯାଏ। ପରିବେଶପ୍ରତି ସକାରାତ୍ମକ ଜନ ଜାଗ୍ରତି ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମ (United Nations Environment Programme - UNEP)ର ଅନ୍ତର୍ଗତ ।

ଏହିଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ (United Nations Conference on the Human Environment) ବସିଥିଲା। ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି (United Nations General Assembly)ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବିଶ୍ୱ ପରିବେଶ ଦିବସ ୧୯୭୩ରେ ପାଳିତ ହୋଇଥିଲା। ଏହା ପରଠାରୁ ୧୯୭୧ ମସିହାର ଜୁନ ୫ର ସପ୍ତାହକୁ ମନେ ପକାଇଏହି ଦିନଟି ବିଶ୍ୱର ବିଭିନ୍ନ ସହରରେ ପ୍ରତିବର୍ଷ ଏକ ନୂଆ ବିଷୟବସ୍ତୁକୁ ନେଇ ପାଳନ କରା ଯାଇଥାଏ। ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁଥାଏ ଓ ଦକ୍ଷିଣ ଗୋଲାର୍ଦ୍ଧରେ ବର୍ଷା।

ବାହାର ତଥ୍ୟ

ଆଧାର

Tags:

ଜୁନ

🔥 Trending searches on Wiki ଓଡ଼ିଆ:

ଶିଶୁପାଳଗଡ଼ନବଦୁର୍ଗାପରିବାରଜବାହରଲାଲ ନେହେରୁଓଡ଼ିଶାର ଲୋକନୃତ୍ୟମନମୋହନ ସାମଲପୃଥ୍ୱୀ (କ୍ଷେପଣାସ୍ତ୍ର)ଗୌରହରି ଦାସଅଟଳ ବିହାରୀ ବାଜପେୟୀ୨ୟ ଓଡ଼ିଶା ବିଧାନ ସଭାବୌଦ୍ଧ ଧର୍ମମ୍ୟୁଚୁଆଲ ଫଣ୍ଡଓଡ଼ିଶାର ଭୂଗୋଳଅପରେଟିଙ୍ଗ ସିଷ୍ଟମଜଗନ୍ନାଥଓଡ଼ିଶା ବିଧାନ ସଭା୧୬ ମଇଦାଶରଥି ଦାସରାମାନୁଜ ଆଚାର୍ଯ୍ୟଅଭିନେତ୍ରୀ (ନାରୀ କଳାକାର)ସୋଫିଆ ଆଲାମଇଂରାଜୀ ଭାଷାପୋଇବାଲେଶ୍ୱରବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମକର (ରାଶି)କାଜାଖସ୍ତାନପ୍ରାଣବନ୍ଧୁ କରବୈଶାଖଅଶୋକାଷ୍ଟମୀଗଇଁଠାମହର୍ଷି ଗୌତମଜଗନ୍ନାଥଙ୍କ ବେଶଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଚୈତ୍ରହାତଲକ୍ଷ୍ମୀକାନ୍ତ ମହାପାତ୍ରମଧୁସୂଦନ ଦାସଆହାର ଯୋଜନାସମୀର ରଞ୍ଜନ ଦାଶଗୁଲଜାରରାଧାପଠାଣି ସାମନ୍ତନେପାଳସୀତା ବିବାହକମଳା ଦାସଲକ୍ଷ୍ମଣମାଳତୀ ଚୌଧୁରୀବାରବାଟି ଦୁର୍ଗପ୍ରଦୂଷଣଯୁକ୍ତରାଷ୍ଟ୍ର ଆମେରିକାରାଧାମୋହନ ଗଡ଼ନାୟକରବିବାରବଲାଙ୍ଗୀରବାବୁଶାନ୍ଗୋଦାବରୀଶ ମିଶ୍ରହନୁମାନ ଚାଳିଶାଦଶାବତାରଉପେନ୍ଦ୍ର ଭଞ୍ଜଜୟୀରାମ ସାମଲଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଙ୍ଗାଧର ମେହେରମାସବଳରାମ ଦାସଫତୁରାନନ୍ଦରାମାୟଣନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଚିଲିକା ହ୍ରଦପ୍ରସନ୍ନ ଦାସ (ବହୁବିକଳ୍ପ)ମୁଣ୍ଡା ଭାଷାସମୂହଗାୟତ୍ରୀବାଳା ପଣ୍ଡାସୁନ୍ଦରଗଡ଼ପଦ୍ମ ଲୋଚନ ପଣ୍ଡା🡆 More