ବିଶ୍ୱ

ଉଭୟ ବସ୍ତୁ ଓ ଶକ୍ତି (matter and energy) ଏହି ବିଶାଳ ବିଶ୍ୱର ସଂରଚନା କରନ୍ତି । ଆମେ ସମସ୍ତେ ଏହାର ଅଂଶ ବିଶେଷ ଅଟୁ । ବିଶ୍ୱର ସଂଜ୍ଞା ଭିନ୍ନ ଭିନ୍ନ କ୍ଷେତ୍ରରେ ଅଲଗା ଭାବେ ପ୍ରକାଶ କରାଯାଇଥାଏ । ଏହା ପୃଥିବୀ , ସୌରଜଗତ , ସମଗ୍ର ଜୀବଜଗତ , ଛାୟାପଥ , ନକ୍ଷେତ୍ର , ଗ୍ରହାଣୁ ପୁଞ୍ଜର ସମାହାର ।

ଦ୍ୱନ୍ଦ

ବିଶ୍ୱ ଓ ବ୍ରହ୍ମାଣ୍ଡ ଭିତରେ ପାର୍ଥକ୍ୟ ଅଧିକାଂଶ ସମୟରେ ଦ୍ୱନ୍ଦରେ ପକାଇଥାଏ । ଇଂରାଜୀରେ world, ଓଡ଼ିଆରେ ବିଶ୍ୱ ସହ ସବୁ କ୍ଷେତ୍ରରେ ସମାର୍ଥବୋଧକ ନୁହଁ । କିନ୍ତୁ କିଛି ଅନୁବାଦରେ ଏହା ବ୍ୟବହାର କରାଯାଏ । ଅନେକାଂଶରେ ଏହା ଇଂରାଜୀ universe ସହ ସମାନ , କିନ୍ତୁ ସମସ୍ତ କ୍ଷେତ୍ରରେ ନୁହେଁ ।

ଆଧାର

ଅଧିକ ଦେଖନ୍ତୁ

Tags:

ଛାୟାପଥପୃଥିବୀଶକ୍ତିସୌରଜଗତ

🔥 Trending searches on Wiki ଓଡ଼ିଆ:

ମକର (ରାଶି)୧୫ ଫେବୃଆରୀଶାରଳା ପୁରସ୍କାରବେଲଓଡ଼ିଆ ସାହିତ୍ୟତାଳଚେରବ୍ରାଉଜରଜଣ୍ଡିସ୍ମୃଣାଳ ସେନଧର୍ମେନ୍ଦ୍ର ପ୍ରଧାନଲବଙ୍ଗଅନାଦି ଚରଣ ସାହୁଖୋର୍ଦ୍ଧା ଜିଲ୍ଲାଅପରାଜିତା ଷଡ଼ଙ୍ଗୀଶିବନୀଳକଣ୍ଠ ଦାସ୧୨ ଅପ୍ରେଲ୧୨ ସେପ୍ଟେମ୍ବରଯାଜପୁରବୁନ୍ଦିଆ ଖିରିଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଆ ଭାଗବତପଣା ସଂକ୍ରାନ୍ତିପାଲାଭୂମିକମ୍ପକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମହାତ୍ମା ଗାନ୍ଧୀସେପ୍ଟେମ୍ବରରାଶି ଓ ନକ୍ଷତ୍ରଗାଲୁଆଆଲବର୍ଟ ଆଇନଷ୍ଟାଇନପଠାଣି ସାମନ୍ତରାଧାମୋହନ ଗଡ଼ନାୟକସମୀର ରଞ୍ଜନ ଦାଶଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାହୃତ୍‌ପିଣ୍ଡକଳିଙ୍ଗ ଯୁଦ୍ଧବୈଶାଖଶ୍ରୀକାନ୍ତ ସାହୁଏସିଆଧର୍ମବୁଧବାରମାସୱିଲିଅମ ସେକ୍ସପିଅରସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଯୌନ ସମ୍ଭୋଗଭାରତୀୟ ମୁଦ୍ରାଆଜାଦ ହିନ୍ଦ୍ ଫୌଜ୧୨ ଡିସେମ୍ବରରମାକାନ୍ତ ରଥପରିସଂଖ୍ୟାନହିନ୍ଦୁ ଧର୍ମମାଳିକାରାଜକିଶୋର ରାୟ୧୭୩୬ମନୋରଞ୍ଜନ ଦାସମଟର ସାଇକେଲମରିସସରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦନ ବୋଡ଼ାମହିଳା ଯୌନାଙ୍ଗ ଛେଦନସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସଞ୍ଜୁ ସାମସନଚଉତିଶାଗଙ୍ଗାଧର ମେହେରଅଦାପ୍ଲୀହା🡆 More