ବିପିନ ବିହାରୀ ମିଶ୍ର

ବିପିନ ବିହାରୀ ମିଶ୍ର (ଜନ୍ମ ୨୯ ଜୁନ ୧୯୨୯), ଜଣେ ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା ଅଧିକାରୀ, ଖବରକାଗଜ ସ୍ତମ୍ଭକାର ଓ ସାହିତ୍ୟିକ ।

ବିପିନ ବିହାରୀ ମିଶ୍ର
ଜନ୍ମ (1929-06-29) ୨୯ ଜୁନ ୧୯୨୯ (ବୟସ ୯୪)
ଜାତୀୟତାଭାରତୀୟ
ଶିକ୍ଷାଏମଏ, ଏଲଏଲବି
ବୃତ୍ତିଭାରତୀୟ ପୁଲିସ ସେବା ଅଧିକାରୀ
ଉଲ୍ଲେଖନୀୟ କୃତିସହରର ଉପକଣ୍ଠେ,
ବୈବାହିକ-ସାଥୀଜ୍ୟୋତ୍ସ୍ନାମୟୀ ମିଶ୍ର
ପିତାମାତା(s)ବିଶ୍ୱମୋହନ ମିଶ୍ର
ସୌଭାଗିନୀ ଦେବୀ
ସମ୍ପର୍କୀୟଶରତ ଚନ୍ଦ୍ର ମିଶ୍ର (ବଡ଼ଭାଇ)
ପ୍ୟାରୀମୋହନ ମହାପାତ୍ର (ମାଉସୀପୁଅ ଭାଇ)
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର, ୨୦୦୭,
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୪

ଜୀବନୀ

ବିପିନ ବିହାରୀ ମିଶ୍ର ୧୯୪୫ ମସିହା ଜୁନ ମାସ ୨୯ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୬୭ ମସିହାରେ ଭାରତୀୟ ପୁଲିସ ସେବା ଅଧିକାରୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ । କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ନିମନ୍ତେ ବିପିନ ବିହାରୀଙ୍କୁ ୧୯୮୬ ଓ ୧୯୯୫ ମସିହାରେ ରାଷ୍ଟ୍ରପତିଙ୍କ ପଦକ ଓ ୧୯୯୭ରେ ରାଜ୍ୟପାଳଙ୍କ ପଦକ ପ୍ରଦାନ କରାଯାଇଥିଲା । ସେ ୩୧ ଜୁଲାଇ ୨୦୦୪ଠାରୁ ୩୦ ଜୁନ ୨୦୦୫ ପର୍ଯ୍ୟନ୍ତ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ରଚନାବଳୀ

ବିପିନ ବିହାରୀ ୩୪ଟିରୁ ଅଧିକ ବହି ଲେଖିସାରିଛନ୍ତି ।

  • ତିର୍ଯ୍ୟକ ଦୃଷ୍ଟି, ୧୯୮୨
  • ଶପଥ ସାନ୍ତାଳର, ୧୯୮୩,
  • ଦାରୋଗା ସାହିତ୍ୟିକ, ୧୯୮୪
  • ମନର ମୁକୁର, ୧୯୮୫
  • ସହର ଉପକଣ୍ଠେ, ୧୯୯୩
  • ଗୋମତୀର ଶେଷ ହସ, ୧୯୯୪
  • ଅସମ୍ପୂର୍ଣ୍ଣ ଝଙ୍କାର, ୧୯୯୪
  • ସୁନନ୍ଦାର ଡାଏରୀ, ୧୯୯୫
  • ବହୁଦିନ ପରେ, ୧୯୯୫
  • ସମୟର ସା.. ରେ.. ଗା.. ମା.., ୧୯୯୬
  • ଜନ୍ମ ମୃତ୍ୟୁ ଓ ଅନ୍ୟ ଗଳ୍ପ, ୧୯୯୬
  • ହସର ଗୋଧୁଳି, ୧୯୯୬
  • ଗର୍ବରୁ ପରାଭବ, ୧୯୯୬
  • ବିଚିତ୍ର ଜୀବଜନ୍ତୁ (୪ ଖଣ୍ଡ), ୧୯୯୬
  • ବିଚିତ୍ର ଜୀବ-ଜଗତ (ପ୍ରଥମ ଖଣ୍ଡ), ୧୯୯୬
  • ଧୁଳି ଜମିଥିବା ବହିଟିଏ, ୧୯୯୭
  • ଦିଗନ୍ତ ପଥେ, ୧୯୯୮
  • କଥା ସେକାଳର, ୧୯୯୮
  • ଆଇନ କାନୁନ, ୧୯୯୯,
  • ବିଚିତ୍ର ଜୀବଜଗତ (ପଶୁ ଗଳ୍ପ), ୧୯୯୯
  • ମୃତ୍ୟୁ ଶଯ୍ୟାରେ ମାନଚିତ୍ର, ୨୦୦୦
  • କଥା ଏକାଳର, ୨୦୦୧
  • ବିପିନ ମିଶ୍ରଙ୍କର କଥା ଓ କାହାଣୀ, ୨୦୦୧
  • ଅନ୍ୟ ଏକ କୁରୁକ୍ଷେତ୍ର, ୨୦୦୨
  • ବିଗତ ସହସ୍ରାବ୍ଦୀ, ୨୦୦୪
  • ମାନବିକତାର ଭିନ୍ନସ୍ୱର
  • ଭିନ୍ନ କଥା ଭିନ୍ନ ମତ, ୨୦୧୭

ଅନୁବାଦ

  • ଅନ୍ତର୍ଯାତ୍ରା, ୨୦୦୨ (ମୂଳ ରଚନା: ଧର୍ମବୀର ଭାରତୀଙ୍କ ହିନ୍ଦୀ ନାଟକ 'ଅନ୍ଧା ୟୁଗ')
  • ତୁମେବି ଜିତିପାର, ୨୦୦୨ (ମୂଳ ରଚନା: ଶିବ ଖେରାଙ୍କ 'You Can Win')
  • ଅନ୍ନଦା, ୨୦୦୦ (ମୂଳ ଭାଷା: ହିନ୍ଦୀ)

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର, ୨୦୦୭
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୪ (ସହରର ଉପକଣ୍ଠେ)
  • ସାରଳା ସାହିତ୍ୟ ସମ୍ମାନ, ୨୦୦୪ (ସାରଳା ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ)
  • ଜନପ୍ରିୟ ବିଜ୍ଞାନ ଲେଖକ ପୁରସ୍କାର, ୨୦୦୦ (ଓଡ଼ିଶା ବିଜ୍ଞାନ ଏକାଡେମୀ)
  • ବିଷୁବ ସମ୍ମାନ, ୧୯୯୭
  • ବର୍ଷର ଶ୍ରେଷ୍ଠ ବହି, (ମୃତ୍ୟୁ ଶଯ୍ୟାରେ ମାନଚିତ୍ର), ୨୦୦୦ (ରାଜଧାନୀ ପୁସ୍ତକମେଳା )
  • ପ୍ରଜାପତି ପୁରସ୍କାର, ୧୯୯୭
  • ବର୍ତ୍ତିକା ପୁରସ୍କାର, ୧୯୯୭
  • କବିଶେଖର ଚିନ୍ତାମଣି ସମ୍ମାନ, ୧୯୯୭
  • ଶ୍ରେଷ୍ଠ ଗଳ୍ପ ଲେଖକ, ୧୯୮୬ (ଫଲଗୁ ସାହିତ୍ୟ ସଂସଦ, ବ୍ରହ୍ମପୁର)
  • ଶ୍ରେଷ୍ଠ ଗଳ୍ପ ଲେଖକ, ୧୯୮୪ (ଧରିତ୍ରୀ, ଭୁବନେଶ୍ୱର)
  • ଶ୍ରେଷ୍ଠ ପ୍ରାବନ୍ଧିକ, ୧୯୮୩ (ଦୈନିକ ଆଶା, ବ୍ରହ୍ମପୁର)

ଆଧାର

Tags:

ବିପିନ ବିହାରୀ ମିଶ୍ର ଜୀବନୀବିପିନ ବିହାରୀ ମିଶ୍ର ରଚନାବଳୀବିପିନ ବିହାରୀ ମିଶ୍ର ସମ୍ମାନ ଓ ପୁରସ୍କାରବିପିନ ବିହାରୀ ମିଶ୍ର ଆଧାରବିପିନ ବିହାରୀ ମିଶ୍ର

🔥 Trending searches on Wiki ଓଡ଼ିଆ:

କଲେରାହିନ୍ଦୀବୈକୁଣ୍ଠନାଥ ପଟ୍ଟନାୟକବ୍ରାହ୍ମ ସମାଜବ୍ରଜନାଥ ବଡ଼ଜେନାବଡ଼ଦିନବିହୁ ପର୍ବଭାରତୀୟ ଦଣ୍ଡ ସଂହିତା, ୧୮୬୦ମହାତ୍ମା ଗାନ୍ଧୀମାୟାଧର ମାନସିଂହଓଡ଼ିଶାର ଚିତ୍ରକଳାରବି ପଟ୍ଟନାୟକନୀଳକଣ୍ଠ ଦାସଭୁଇଁ କଦମ୍ବଆମ୍ବଇସଲାମ ଧର୍ମକାମଦା ଏକାଦଶୀକୃଷ୍ଣଗର୍ତ୍ତଓଡ଼ିଶା ସରକାରଗଜପତି ସାମ୍ରାଜ୍ୟୟୁ ଟ୍ୟୁବକବିସୂର୍ଯ୍ୟ ବଳଦେବ ରଥଅଶୋକ (ସମ୍ରାଟ)ଅଭିମନ୍ୟୁ ସାମନ୍ତସିଂହାରକ୍ୟୁ. ଆର. କୋଡ଼ପାଞ୍ଜିଜିନା ସାମଲଅମ୍ବା (ମହାଭାରତ)ଗଙ୍ଗାଧର ମେହେରବିର୍ସା ମୁଣ୍ଡାମୁନ୍ନା ଖାଁଖୋର୍ଦ୍ଧା ଜିଲ୍ଲାଭାରତ ଲୀଳାବାଲି ଭୁଆସୁଣୀ ପୀଠଉଇକିପାଠାଗାରସିଙ୍ଗାପୁରକୁଟୁରାନୂଆ ଦିଲ୍ଲୀଫତୁରାନନ୍ଦଓଡ଼ିଆ ଉଇକିପିଡ଼ିଆପ୍ରଧାନ ପୃଷ୍ଠାଜିମି ୱେଲ୍ସଓଡ଼ିଆବ୍ୟାଙ୍କତରୁଣକାନ୍ତି ମିଶ୍ରଓଡ଼ିଆ ଭାଗବତନରସିଂହ ମିଶ୍ରଲୁଲିକୋନାଜୋଲରବୀନ୍ଦ୍ରନାଥ ଠାକୁରମହାନଦୀରମାକାନ୍ତ ରଥଯୁଇତେଲୁଗୁ ଭାଷା୧ ଜାନୁଆରୀମନମୋହନ ସାମଲଟୁଇଟରଅନିରୁଦ୍ଧକଳିଙ୍ଗ (ମହାଭାରତ)ଜୈନ ଧର୍ମବୌଦ୍ଧ ଜିଲ୍ଲାଯାଯାବର (୧୯୭୫ର କଥାଚିତ୍ର)ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବ୍ୟଞ୍ଜନ ବର୍ଣ୍ଣଅଷ୍ଟ୍ରେଲିଆ୨୧ଷ୍ଟ୍ରୋକରତ୍ନାକର ଚଇନିଯୁକ୍ତରାଷ୍ଟ୍ର ଆମେରିକାସିନ୍ଧୁ ନଦୀଉଦ୍ଭିଦ ବିଜ୍ଞାନସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଲବଣ ସତ୍ୟାଗ୍ରହକଲିକତା ନାଇଟ ରାଇଡ଼ରଦ୍ରୌପଦୀ ମୁର୍ମୁ🡆 More