ବିନାୟକ ଆଚାର୍ଯ୍ୟ: ଓଡ଼ିଆ ରାଜନୀତିଜ୍ଞ

ଶ୍ରୀ ବିନାୟକ ଆଚାର୍ଯ୍ୟ ୧୯୧୮ ମସିହା ଅଗଷ୍ଟ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସ୍ୱର୍ଗୀୟ ଶ୍ରୀ ରଘୁନାଥ ଆଚାର୍ଯ୍ୟ । ସେ କଳା ବିଭାଗରେ +୩ କରିସାରି ଶିକ୍ଷକତା ନିମନ୍ତେ ତାଲିମ ନେଇଥିଲେ । ରାଜନୀତିରେ ଯୋଗଦେବା ଆଗରୁ ସେ ଶିକ୍ଷକତା କରୁଥିଲେ । ପତ୍ରିକା ଅଧ୍ୟୟନ ତାଙ୍କର ଅନ୍ୟତମ ରୁଚି ଥିଲା ଓ ସେ ତାଙ୍କ ବନ୍ଧୁମାନକଙ୍କ ସହିତ ଭାରତ ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ, ଯାହା ତାଙ୍କୁ ଭବିଷ୍ୟତ ଜୀବନରେ ରାଜନୀତିରେ ଯୋଗ ଦେବାପାଇଁ ପ୍ରେରଣା ଯୋଗାଇଥିଲା । ୧୯୪୨ ମସିହାରେ ହୋଇଥିବା ଭାରତଛାଡ଼ ଆନ୍ଦୋଳୋନରେ ସେ ଯୋଗଦେଇ ବନ୍ଦୀମାନଙ୍କ ପରିବାର ଲୋକଙ୍କୁ ଦେଖାଶୁଣା କରିଥିଲେ । ତେଣୁ ପୁଲିସର ସନ୍ଧାନବେଳେ ତାଙ୍କ ଭାଇ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ଧରାପଡ଼ିଥିଲେ ଓ ତାଙ୍କୁ କାରାଦଣ୍ଡାଦେଶ ହୋଇଥିଲା । ତାଙ୍କର ରାଜନୈତିକ ଜୀବନ ୧୯୬୭ ମସିହାରେ ଆରମ୍ଭ ହୋଇଥିଲା ଓ ସେ ବିଧାୟକ ପାଇ ନିର୍ବାଚନରେ ଭାଗନେଇଥିଲେ । ସେ ୧୯୬୭ ଓ ୧୯୭୧ରେ ୨ଥର ବିଧାୟକ ଭାବେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୬୭ରୁ ୧୯୭୨ ପର୍ଯ୍ୟନ୍ତ ବିରୋଧିଦଳର ନେତୃତ୍ୱ ମଧ୍ୟ ନେଇଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୯ ଡିସେମ୍ବର ୧୯୭୬ଠାରୁ ୩୦ ଅପ୍ରେଲ ୧୯୭୭ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ୧୧ ଡିସେମ୍ବର ୧୯୮୩ରେ ସେ ପ୍ରାଣତ୍ୟାଗ କରିଥିଲେ । ଆଚାର୍ଯ୍ୟଙ୍କ ମୃତ୍ୟୁପରେ ତାଙ୍କ ସ୍ମୃତିରେ ବ୍ରହ୍ମପୁରଠାରେ ସରକାର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଓ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଯାହା ତାଙ୍କ ନାମରେ ନାମିତ ହୋଇଛି ।

ବିନାୟକ ଆଚାର୍ଯ୍ୟ
ବିନାୟକ ଆଚାର୍ଯ୍ୟ: ଓଡ଼ିଆ ରାଜନୀତିଜ୍ଞ
ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୨୯ ଡିସେମ୍ବର ୧୯୭୬ –୩୦ ଅପ୍ରେଲ ୧୯୭୭
ପୂର୍ବ ଅଧିକାରୀନନ୍ଦିନୀ ଶତପଥୀ
ପର ଅଧିକାରୀନୀଳମଣୀ ରାଉତରାୟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1918-08-30)୩୦ ଅଗଷ୍ଟ ୧୯୧୮
ଓଡ଼ିଶା
ମୃତ୍ୟୁ୧୧ ଡିସେମ୍ବର ୧୯୮୩(1983-12-11) (ବୟସ ୬୫)
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀଭାଗ୍ୟଲତା ମିଶ୍ର
ସନ୍ତାନ୩ ପୁତ୍ର: ଅରୁଣ ଆଚାର୍ଯ୍ୟ, ଶରତ ଆଚାର୍ଯ୍ୟ ଓ ଶିଶିର ଆଚାର୍ଯ୍ୟ
୩ କନ୍ୟା: ଶୋଭା, ସରୋଜନୀ ଓ କୁମୁଦିନୀ

ଆଧାର


ବାହାର ଲିଙ୍କ

Tags:

ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକାବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟବ୍ରହ୍ମପୁର

🔥 Trending searches on Wiki ଓଡ଼ିଆ:

ପଦ୍ମ ଲୋଚନ ପଣ୍ଡାସ୍ଫୁଲିଙ୍ଗ (କବିତା ସଙ୍କଳନ)୧୯୫୩ଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଧାମୋହନ ଗଡ଼ନାୟକସୁଦାମ ମାରାଣ୍ଡିଉତ୍କଳ ବ୍ରାହ୍ମଣହଂକଂଭୁବନେଶ୍ୱରରବୀନ୍ଦ୍ରନାଥ ଠାକୁରଅଚ୍ୟୁତାନନ୍ଦ ଦାସପ୍ରତୀକ୍ଷାଏ. ପି. ଜେ. ଅବଦୁଲ କଲାମ୫ ଫେବୃଆରୀଚୈତ୍ର ପୂର୍ଣ୍ଣିମାବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୯୭୦ଦଅଣାୟୁ ଟ୍ୟୁବଫିନଲ୍ୟାଣ୍ଡଗୋପାଳ ଛୋଟରାୟବାଲେଶ୍ୱର ଜିଲ୍ଲାସତ୍ୟନାରାୟଣ ରାଜଗୁରୁମଙ୍ଗଳ ପାଣ୍ଡେଭଗବତ ଗୀତାwiki.phtmlପୂର୍ବେଶ୍ୱର ଶିବ ମନ୍ଦିରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୧୫ ଅପ୍ରେଲଓଡ଼ିଶୀଫିଫା ବିଶ୍ୱକପବାୟୋନ୍ ମନ୍ଦିରହିନ୍ଦୁମୟୂରଭଞ୍ଜ ଜିଲ୍ଲାସୋମବାରବିଷ୍ଣୁଶ୍ୱେତସାରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଓଡ଼ିଶାର ଭୂଗୋଳପୃଥିବୀ ଦିବସସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୌଦ୍ଧ ଜିଲ୍ଲାତପସ୍ୱିନୀଓଡ଼ିଆ ଲିପିଉଇକିପିଡ଼ିଆଖଜ୍ଜିଆରଟିକୋନାଜୋଲଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକ୍ଲାଉଡ଼ ଟେକ୍ନୋଲୋଜିଉଇକିକଥାବୀଣାପାଣି ମହାନ୍ତିଶ୍ରୀଧର ଦାସହନୁମାନ ଜୟନ୍ତୀ୧୯୮୮ଉଇକିକମନ୍ସଜଳ ପ୍ରଦୂଷଣଭାରତଲୋକ ସଭାଗଙ୍ଗାଧର ମେହେରଜୀବ ବିଜ୍ଞାନମହେଶ ସାହୁଶୁକ୍ରଦାମୋଦର ରାଉତକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୧୨ ଫେବୃଆରୀଅଭିମନ୍ୟୁ ସାମନ୍ତସିଂହାରଯକୃତ🡆 More