ବିଧାନ ସଭା ସଭ୍ୟ

ଭାରତ ପ୍ରତି ରାଜ୍ୟ ପାଇଁ ଗୋଟିଏ ଲେଖାଏଁ ବିଧାନ ସଭା ରହିଛି । ସାବାଳକ ଭୋଟଦାନ ମାଧ୍ୟମରେ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ଲୋକମାନଙ୍କଦ୍ୱାରା ଲୋକ-ପ୍ରତିନିଧି ଚୟନ କରାଯାଇ ବିଧାନ ସଭା ଗଠିତ ହୁଏ । ବିଧାନ ସଭା ସଦସ୍ୟ ସଂଖ୍ୟା ସର୍ବାଧିକ ୫୦୦ ଓ ସର୍ବନିମ୍ନ ୬୦ ଅଟେ । ତେବେ ଭାରତର କେତେକ ରାଜ୍ୟ-ବିଧାନ ସଭାରେ ୬୦ରୁ କମ ସଂଖ୍ୟକ ଆସନ ଅଛି;- ଯଥା:- ସିକିମ(୩୨), ଗୋଆ, ଅରୁଣାଚଳ ପ୍ରଦେଶ ଓ ମିଜୋରମ (ପ୍ରତ୍ୟେକ ୪୦) ।

ଓଡ଼ିଶା ବିଧାନ ସଭା

ଓଡ଼ିଶା ବିଧାନ ସଭାରେ ସଭ୍ୟସଂଖ୍ୟା ୧୪୭, ତନ୍ମଧ୍ୟରୁ ୨୨ ଓ ୩୪ଟି ଆସନ ଯଥାକ୍ରମେ ଅନୁସୂଚିତ ଜାତିଅନୁସୂଚିତ ଜନଜାତି ବା ଆଦିବାସୀଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।

ବିଧାନ ସଭା ପାଇଁ ସଦସ୍ୟ ବ୍ୟବସ୍ଥା

ରାଜ୍ୟ ବିଧାନ ସଭାର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି । ପ୍ରତ୍ୟେକ ଅଠର ବର୍ଷ ବା ତତୋଧିକ ବୟସର ନାଗରିକମାନେ ମତଦାନ କରି ଲୋକପ୍ରତିନିଧି ଚୟନ କରିଥାନ୍ତି । ପ୍ରତି ରାଜ୍ୟ ବିଧାନ ସଭାର ଆସନ ସଂଖ୍ୟା ଯେତିକି ଥାଏ ସମାନ ସଂଖ୍ୟକ ଏକ-ସଭ୍ୟ ବିଶିଷ୍ଟ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଥାଏ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ନିର୍ବାଚିତ ହୋଇଥାନ୍ତି ।

ବିଧାନ ସଭା ସଭ୍ୟପଦ ପାଇଁ ଆବଶ୍ୟକୀୟ ଯୋଗ୍ୟତା

ବିଧାନ ସଭା ସଭ୍ୟ ପଦ ପାଇଁ ପ୍ରତି ପ୍ରାର୍ଥୀଙ୍କର ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ ।

  1. ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।
  2. ତାଙ୍କର ବୟସ ୨୫ ବର୍ଷରୁ କମ ହୋଇନଥିବ ।
  3. ସଂସଦଦ୍ୱାରା ପ୍ରଣୀତ ନିର୍ବାଚନ ଆଇନ ଅନୁଯାୟୀ ତାଙ୍କର ଅନ୍ୟ ଯୋଗ୍ୟତା ଥିବା ।

ଜଣେ ପ୍ରାର୍ଥୀ ନିର୍ବାଚନ ପାଇଁ ଅଯୋଗ୍ୟ ବିବେଚିତ ଯଦି -

  1. ସେ କୌଣସି ସରକାରୀ ଲାଭ ଜନକ ପଦବୀରେ ଥିବେ ।
  2. ସେ ଯଦି ମସ୍ତିସ୍କ ବିକୃତ ବୋଲି ନାୟାଳୟରୁ ବିବେଚିତ ହୋଇଥିବେ ।
  3. ସେ ନିଃସ୍ୱ ହୋଇଥିବେ ।
  4. ସେ ଯଦି ଅନ୍ୟ ରାଷ୍ଟ୍ରର ନାଗରିକ ହୋଇଥିବେ ।

ଆହୁରି ଦେଖନ୍ତୁ

ଆଧାର

Tags:

ବିଧାନ ସଭା ସଭ୍ୟ ଓଡ଼ିଶା ବିଧାନ ସଭାବିଧାନ ସଭା ସଭ୍ୟ ବିଧାନ ସଭା ପାଇଁ ସଦସ୍ୟ ବ୍ୟବସ୍ଥାବିଧାନ ସଭା ସଭ୍ୟ ପଦ ପାଇଁ ଆବଶ୍ୟକୀୟ ଯୋଗ୍ୟତାବିଧାନ ସଭା ସଭ୍ୟ ଆହୁରି ଦେଖନ୍ତୁବିଧାନ ସଭା ସଭ୍ୟ ଆଧାରବିଧାନ ସଭା ସଭ୍ୟଅରୁଣାଚଳ ପ୍ରଦେଶଗୋଆଭାରତମିଜୋରମରାଜ୍ୟସିକିମ

🔥 Trending searches on Wiki ଓଡ଼ିଆ:

ଭୀମାଶଙ୍କର ମନ୍ଦିରସୁରେନ୍ଦ୍ର ମହାନ୍ତିଜଗନ୍ନାଥ ପ୍ରସାଦ ଦାସବସନ୍ତ କୁମାର ଶତପଥୀବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇନକ୍ଲିସିରାନସୁନ୍ଦରଗଡ଼କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଆରିଷ୍ଟୋଟଲମାଣବସା ଗୁରୁବାରସତ୍ୟବାଦୀ ବନ ବିଦ୍ୟାଳୟସିଦ୍ଧାର୍ଥ ଭରତନଜର୍ମାନୀଅଶୋକ (ସମ୍ରାଟ)ଗଜାନନ ବେଶ୨ (ସଂଖ୍ୟା)ହିନ୍ଦୁ ସମୟ ଗଣନାହାତଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ପୃଥିବୀଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାନିତ୍ୟାନନ୍ଦ ଶତପଥୀମନୋରଞ୍ଜନ ଦାସଅଷ୍ଟ୍ରେଲିଆମୁଡ଼ି ନାଏକୋପ୍ରଥମ ବିଶ୍ୱଯୁଦ୍ଧତାରିଣୀ ମନ୍ଦିର, ଘଟଗାଁଗ୍ରୀକ ଭାଷାଯୌଥ ପରିବାରଦଶାବତାରରାମଚନ୍ଦ୍ର ବେହେରାଦୁର୍ଗାୟୁ ଟ୍ୟୁବଅଶୋକାଷ୍ଟମୀମୃତ୍ୟୁଞ୍ଜୟ ରଥମାଦଳା ପାଞ୍ଜିରାବଣଛାୟାଦରମାଲାରି ସାଙ୍ଗରମନୋଜ ଦାସଦାରିଙ୍ଗବାଡ଼ିଦ୍ରୌପଦୀ ମୁର୍ମୁଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜପୌରସଂସ୍ଥାଭାରତର ଜାତୀୟ ପତାକାଉଇକିପିଡ଼ିଆସାଇ ଭୋସଲେଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବିଶ୍ୱନାଥ କରଛଉ ନାଚରଥଜୀବାଣୁ ଭାଜିନୋସିସଆମ୍ବସ୍ୱୋର୍ଡ ମାଛଇଣ୍ତିଆ ଗେଟଚାରି ଧାମଚନ୍ଦ୍ରଶେଖର ନନ୍ଦଧର୍ମେନ୍ଦ୍ର ପ୍ରଧାନରାମଶଙ୍କର ରାୟମାୟାଧର ମାନସିଂହସଂଗୀତପଥ ଓ ପୃଥିବୀଚିଲିକା ହ୍ରଦଅକ୍ଷୟ ତୃତୀୟାଜୟୀ ରାଜଗୁରୁଓଡ଼ିଶାର ଲୋକନୃତ୍ୟ🡆 More