ବିଜୟ କୁମାର ଶତପଥୀ: ଭାରତୀୟ ଭାରୋତ୍ତଳକ

ବିଜୟ କୁମାର ଶତପଥୀ, ଜଣେ ଓଡ଼ିଆ ଭାରୋତ୍ତଳକ ଅଟନ୍ତି । କୌଣସି ଆନ୍ତରାଷ୍ଟ୍ରୀୟ ପ୍ରତିଯୋଗୀତାରେ ପଦକ ଜିତିବାରେ ସେ ଥିଲେ ପ୍ରଥମ ଓଡ଼ିଆ ଖେଳାଳି ।

ବିଜୟ କୁମାର ଶତପଥୀ
ଜାତୀୟତାଭାରତୀୟ
ପୁରସ୍କାରଅର୍ଜୁନ ପୁରସ୍କାର

ବିଜୟ କୁମାର, ସ୍କୁଲରେ ପଢିବାବେଳୁ କ୍ରୀଡ଼ାପ୍ରତି ଆକର୍ଷିତ ଥିଲେ । ୧୯୬୯ମସିହାରୁ ସେ ଭାରୋତ୍ତଳନ ଆରମ୍ଭ କରିଥିଲେ । ୫୬କିଲୋ ଓଜନ ବର୍ଗରେ ସେ ପ୍ରତିଦ୍ୱନ୍ଦିତା କରୁଥିଲେ । ବ୍ରହ୍ମପୁରର "ବୀର ହନୁମାନ" କ୍ଲବରେ ସେ ଅଭ୍ୟାସ କରୁଥିଲେ । ବୃତ୍ତିଗତ ଜୀବନରେ ସେ ପ୍ରଥମେ ଭାରତୀୟ ନୌସେନା(୧୯୭୪ରେ ଯୋଗଦାନ) ଓ ପରେ ଭାରତୀୟ ରେଳରେ ଚାକିରି କରୁଥିଲେ । ୨୦୧୦ମସିହାରେ ସେ ଭାରତୀୟ ରେଳରୁ ସ୍ୱେଚ୍ଛାକୃତ ଅବସର ନେଇ, ଭାରୋତ୍ତଳନରେ ଅନ୍ୟମାନଙ୍କୁ ଶିକ୍ଷାଦାନ କରୁଛନ୍ତି ।

କ୍ରୀଡା ସଫଳତା

  • ୧୯୭୭ରୁ ୧୯୮୩ ପର୍ଯ୍ୟନ୍ତ ସେ ଜାତୀୟ ଚାମ୍ପିୟନ ରହିଥିଲେ ।
  • ୧୯୮୦-୮୧ ମସିହାରେ ନିଉଜିଲ୍ୟାଣ୍ଡର ଅକଲାଣ୍ଡ ସହରରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରମଣ୍ଡଳ ଖେଳରେ ୫୬ କିଲୋ ଓଜନ ବର୍ଗରେ ସେ ରୌପ୍ୟପଦକ ହାସଲ କରିଥିଲେ ।
  • ୧୯୮୨ ମସିହାରେ ଅଷ୍ଟ୍ରେଲିଆର ବ୍ରିସବେନଠାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରମଣ୍ଡଳ ଖେଳରେ ସେ ରୌପ୍ୟପଦକ ହାସଲ କରିଥିଲେ ।
  • ୧୯୮୨ମସିହାରେ ସେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ । ଏହି ପୁରସ୍କାର ପାଇବାରେ ମିନତି ମହାପାତ୍ରଙ୍କ ପରେ ସେ ଦ୍ୱିତୀୟ ଓଡ଼ିଆ ଥିଲେ ।
  • ୧୯୮୧(ନାଗୋୟା) ଓ ୧୯୮୩(ଡାମାସକସ) ଏସୀୟ ଚାମ୍ପିୟନସିପରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
  • ୧୯୯୦ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
  • ୧୯୮୨ ପାକିସ୍ତାନ ଜାତୀୟ କ୍ରୀଡାରେ ପେସାୱରଠାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

ସମ୍ମାନ ଓ ପୁରସ୍କାର

  • ଅର୍ଜୁନ ପୁରସ୍କାର - ୧୯୮୨
  • କମଳ ଗାଙ୍ଗୁଲି ମେମୋରିଆଲ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼(ସହୀଦ ସ୍ପୋର୍ଟିଂ, ଭୁବନେଶ୍ୱରଦ୍ୱାରା ପ୍ରଦତ୍ତ) - ୨୦୧୫

ଆଧାର

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ମଟର ସାଇକେଲଇନକ୍ଲିସିରାନଫକୀର ମୋହନ ସେନାପତିଇମରାନ ଖାଁଇନଷ୍ଟାଗ୍ରାମଓଡ଼ିଆ କାବ୍ୟ କବିତାପୁରୀପଥ ଓ ପୃଥିବୀମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କମଳା ଦାସଶବ୍ଦ (ଧ୍ୱନି)ଗୌରହରି ଦାସରୋହିତ ପୂଜାରୀବିଦ୍ୟୁତଅକ୍ଷୟ ତୃତୀୟାଆର୍ଥିକ ସ୍ୱାଧୀନତାବସନ୍ତ କୁମାର ଶତପଥୀବାଘହାଣ୍ଡିକରଣ (ଜାତି)ଦରମାସୁନ୍ଦରଗଡ଼ଚୈତ୍ରରାମପ୍ରସନ୍ନ କୁମାର ଦାସଯବକ୍ଷାରଜାନଆଚାର୍ଯ୍ୟ ହରିହରଦିଲୀପ ତିର୍କୀଜଳବାୟୁଖିଲିପାନପୁଷ୍ଟିସାରରେବତୀ (କ୍ଷୁଦ୍ରଗଳ୍ପ)ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେନବଯୌବନ ବେଶଗଙ୍ଗାଧର ମେହେରଧର୍ମହରପ୍ରସାଦ ଦାସରବି ନାରାୟଣ ନନ୍ଦଶିବାଜୀବାଲିଯାତ୍ରାବେଦସୂର୍ଯ୍ୟ ଦେବତାକଳାକଳେବର ଚଉତିଶାସମୀର ରଞ୍ଜନ ଦାଶବଳରାମ ଦାସଆରିଷ୍ଟୋଟଲହାଡ଼ଫୁଟିଓଧଅଯୋଧ୍ୟାଲାରି ସାଙ୍ଗରରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗପଦ୍ମ ଲୋଚନ ପଣ୍ଡାଗୋପବନ୍ଧୁ ଦାସପଞ୍ଚାୟତ ରାଜଅନନ୍ତ ପଟ୍ଟନାୟକଲୋକ ସଭାର ବାଚସ୍ପତିଓଡ଼ିଶାଜୟୀ ରାଜଗୁରୁଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାହ୍ନୁଚରଣ ମହାନ୍ତିରବି ପଟ୍ଟନାୟକବିଦ୍ୟାଳୟଇଣ୍ତିଆ ଗେଟବିଜୁ ପଟ୍ଟନାୟକଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଗୋପାଳ ଛୋଟରାୟପବିତ୍ର ମୋହନ ଜେନାବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୃଥିବୀ🡆 More