ବିଜ୍ଞାନ ଦିଗନ୍ତ: ମାସିକ ବିଜ୍ଞାନ ପତ୍ରିକା

ବିଜ୍ଞାନ ଦିଗନ୍ତ , ଏକ ମାସିକ ବିଜ୍ଞାନ ପତ୍ରିକା ଅଟେ । ଏହା ମୁଖ୍ୟତଃ ଛାତ୍ରଛାତ୍ରୀ, ସେମାନଙ୍କ ଅବିଭାବକ ଓ ଗ୍ରାମାଞ୍ଚଳର ଲୋକଙ୍କୁ ଆଖି ଆଗରେ ରଖି ପ୍ରକାଶ କରାଯାଇଥାଏ । ଓଡ଼ିଶାର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଥିବା ମାଧ୍ୟମିକ ଶିକ୍ଷା ଅନୁଷ୍ଠାନମାନଙ୍କୁ ଏହା ମାଗଣାରେ ଯୋଗାଇ ଦିଆଯାଏ । ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶପାଏ ଓ ମାଗଣାରେ ବିତରଣ କରାଯାଇଥାଏ । ଏହି ସ୍ୱତନ୍ତ୍ର ସଂଖ୍ୟାଟି ତିନିମାସରେ ଥରେ ବାହାରିଥାଏ । ଏହା ଓଡ଼ିଆ ବ୍ରେଲି ଲିପିରେ ଲେଖାଯାଇଥାଏ ।

ବିଜ୍ଞାନ ଦିଗନ୍ତ
ବିଜ୍ଞାନ ଦିଗନ୍ତ: ମାସିକ ବିଜ୍ଞାନ ପତ୍ରିକା
Formatପତ୍ରିକା (RNI ରେଜିଷ୍ଟ୍ରେସନ ନଂ: ୫୨୬୭୦/୧୯୯୩)
ପ୍ରକାଶକଓଡ଼ିଶା ବିଜ୍ଞାନ ଏକାଡେମୀ
ସମ୍ପାଦକବିଜୟ କେତନ ପଟ୍ଟନାୟକ
ସହକାରୀ ସମ୍ପାଦକପ୍ରଫେସର ସୂର୍ଯ୍ୟମଣି ବେହେରା
ଡକ୍‌ଟର ଚନ୍ଦ୍ର କିଶୋର ମହାପାତ୍ର
ଡକ୍‌ଟର ଚିତ୍ତରଞ୍ଜନ ମିଶ୍ର
ଡକ୍‌ଟର ବସନ୍ତ କୁମାର ଚୌଧୁରୀ
ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ
ପ୍ରଫେସର ବିଜୟ କୁମାର ପରିଡା
ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି
ପରିଚାଳନା ସମ୍ପାଦକଶ୍ରୀ ସନାତନ ରଣା
ପ୍ରତିଷ୍ଠିତ୧୯୯୩
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟhttp://www.orissabigyanacademy.nic.in/

ଅଧିକ ଦେଖନ୍ତୁ

ଆଧାର

ବାହାର ତଥ୍ୟ

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଯାଜପୁରବଳଭାରତୀୟ ଜାତୀୟ କଂଗ୍ରେସବୌଦ୍ଧ ଜିଲ୍ଲା୧୯ ଫେବୃଆରୀଲିଙ୍ଗରାଜ ମନ୍ଦିରଜୟ ଜଗନ୍ନାଥପୌଷଇଂଲଣ୍ଡରାଧାମୋହନ ଗଡ଼ନାୟକବେଙ୍ଗଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଜଗନ୍ନାଥ ମନ୍ଦିରଇନଷ୍ଟାଗ୍ରାମ୩ ଅଗଷ୍ଟପରିସଂଖ୍ୟାନ୮ ଅପ୍ରେଲଭୁବନେଶ୍ୱରଜିନା ସାମଲବି. ଆର. ଆମ୍ବେଦକରଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)wiki.phtmlନନ୍ଦିଘୋଷଓଡ଼ିଶାର ଭୂଗୋଳ୧୭୯୫୨୫ ନଭେମ୍ବରକାମିନୋ ମିଚିମହାବୀର ଜୈନଚିନ୍ତାମଣି ମହାନ୍ତିୟୁ ଟ୍ୟୁବବ୍ରାହ୍ମଣ୧୫ ଅପ୍ରେଲଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରମନୋଜ ଦାସଙ୍କ କଥା ଓ କାହାଣୀସଚ୍ଚିଦାନନ୍ଦ ରାଉତରାୟପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରବିଷ୍ଣୁଆଲେକ୍‌ଜାଣ୍ଡର୍ ମହାନଭାରତ ସରକାର୧୯୮୯ପ୍ରତିଭା ଶତପଥୀଅଶ୍ୱିନୀ କୁମାର ଘୋଷମ୍ୟାଲେରିଆଚକ୍ଷୁଗୋଲକ ଫାଟନୃସିଂହ ଚରଣ ପଣ୍ଡା୮ ଫେବୃଆରୀଭାନୁଜୀ ରାଓଅଚ୍ୟୁତାନନ୍ଦ ଦାସନୃସିଂହଭଦଭଦଳିଆମହମ୍ମଦଓଟାୱାହିନ୍ଦୁଓଡ଼ିଆ ଖାଦ୍ୟବିନୋଦ ଚନ୍ଦ୍ର ନାୟକସୁଦର୍ଶନ ପଟ୍ଟନାୟକଜାଭା (ପ୍ରୋଗ୍ରାମିଂ ଭାଷା)ସୁଦଶା ବ୍ରତଖଜ୍ଜିଆରରବୀନ୍ଦ୍ରନାଥ ଠାକୁରକଣ୍ଡୋମଓଡ଼ିଆ ସାହିତ୍ୟଉତ୍କଳ ସମ୍ମିଳନୀମଙ୍ଗଳ ପାଣ୍ଡେଜଳବିଦ୍ୟୁତ୍🡆 More