ବିଜ୍ଞାନ କାହାଣୀ

ବିଜ୍ଞାନ କାହାଣୀ (ସାଇ-ଫାଇ - sci-fi କିମ୍ବା SF ବୋଲି ସଂକ୍ଷେପରେ ଲେଖାଯାଏ) କଳ୍ପନାପ୍ରସୂତ ରଚନାର ଏକ ବିଭବ । ଏହା ସାଧାରଣତଃ ବିଜ୍ଞାନ ଏବଂ ପ୍ରଯୁକ୍ତି, ମହାକାଶ ଅନୁସନ୍ଧାନ, ସମୟ ଭ୍ରମଣ, ସାମାନ୍ତରାଳ ବ୍ରହ୍ମାଣ୍ଡଏବଂ ବିଶ୍ୱ ବାହାରେ ଜୀବନ ଭଳି ଭବିଷ୍ୟତଧାରଣା କଳ୍ପନାଶୀଳ ଓ ଭବିଷ୍ୟଧର୍ମୀ ରଚନା । ଏହାକୁ ଚିନ୍ତାଧାରାର ସାହିତ୍ୟ ମଧ୍ୟ କୁହାଯାଏ ଏବଂ ପ୍ରାୟତଃ ବୈଜ୍ଞାନିକ, ସାମାଜିକ ଏବଂ ପ୍ରଯୁକ୍ତିଗତ ନବସୃଜନର ସମ୍ଭାବ୍ୟ ପରିଣାମ ଅନୁସନ୍ଧାନ କରିଥାଏ ।

ବିଜ୍ଞାନ କାହାଣୀର ଯାହାର ମୂଳ ପ୍ରାଚୀନ କାଳରେ ମଧ୍ୟ ରହିଥିଲା । ସେଥିରେ ଫାଣ୍ଟାସି, ଭୋତିକ, ସୁପରହିରୋ କାହାଣୀ ତଥା ଅନେକ ବିଜ୍ଞାନ କାହାଣୀ ଉପଶୈଳୀ ରହିଛି । ଏହାର ସଠିକ ପରିଭାଷା ଲେଖକ, ସମାଲୋଚକ, ବିଦ୍ୱାନ ଏବଂ ପାଠକମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିତର୍କ ହୋଇଛି ।

ବିଜ୍ଞାନ କାହାଣୀ ସାହିତ୍ୟ, ଚଳଚ୍ଚିତ୍ର, ଟେଲିଭିଜନ ଏବଂ ଅନ୍ୟ ମାଧ୍ୟମ ବିଶ୍ୱର ଅନେକ କ୍ଷେତ୍ରରେ ଲୋକପ୍ରିୟ ଏବଂ ପ୍ରଭାବଶାଳୀ ହୋଇଛି । ମନୋରଞ୍ଜନ ପ୍ରଦାନ କରିବା ଛଡ଼ା ଏହା ବର୍ତ୍ତମାନର ସମାଜକୁ ମଧ୍ୟ ସମାଲୋଚନା କରିପାରେ ଏବଂ ପ୍ରାୟତଃ ଏକ "ଆଶ୍ଚର୍ଯ୍ୟ ଭାବନା"ର ପ୍ରେରଣା ଦିଏ ବୋଲି କୁହାଯାଏ ।

ଆଧାର

Tags:

ବିଜ୍ଞାନ

🔥 Trending searches on Wiki ଓଡ଼ିଆ:

ବଡ଼ ଓଡ଼ିଆ ମଠଲିଓ ଟଲଷ୍ଟୟରବୀନ୍ଦ୍ର କୁମାର ସେଠୀନିତ୍ୟାନନ୍ଦ ଶତପଥୀବୈଶାଖପରୀକ୍ଷାଗୋଦାବରୀଶ ମହାପାତ୍ରଅନୁଗୋଳ ଜିଲ୍ଲାରମାଦେବୀ ଚୌଧୁରୀପୁରୀଜଳ ପ୍ରଦୂଷଣଧ୍ରୁବୀୟ ଜ୍ୟୋତି୨ (ସଂଖ୍ୟା)ଓଡ଼ିଆ ନାଟକଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଓଡ଼ିଆପ୍ରାଣବନ୍ଧୁ କରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାବୌଦ୍ଧ ଜିଲ୍ଲାବୀର ସୁରେନ୍ଦ୍ର ସାଏକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକିଶୋରୀ ଚରଣ ଦାସମନୋରଞ୍ଜନ ଦାସଗୁରୁ ପ୍ରସାଦ ମହାନ୍ତିପଠାଣି ସାମନ୍ତଆନ୍ତର୍ଜାତିକ ମହିଳା ଦିବସ୨୧ଓଡ଼ିଶୀଚବିଶ ଗୁରୁସଂକ୍ରାନ୍ତିଭାନୁଜୀ ରାଓଏ. ପି. ଜେ. ଅବଦୁଲ କଲାମ୨ ଅପ୍ରେଲପରମାନନ୍ଦ ଆଚାର୍ଯ୍ୟଓଡ଼ିଆ କଥାଚିତ୍ର ଜଗତପାର୍ବତୀକେଶବ କୋଇଲି୧୯୩୬ଉଦ୍‌ଜାନ୧୪ ଅପ୍ରେଲଭୃସଙ୍ଗ ଗଛବନ୍ଦେ ଉତ୍କଳ ଜନନୀମାଗୁଣିର ଶଗଡ଼ଧରିତ୍ରୀକୋଳି୧୫ ଅପ୍ରେଲମୟୂରଭଞ୍ଜ ଜିଲ୍ଲାପ୍ରଦୂଷଣରତ୍ନାକର ଚଇନିଲକ୍ଷ୍ମଣ ନାୟକଭୂଗୋଳଭାରତୀୟ ଜାତୀୟ କଂଗ୍ରେସଇସ୍ପାତଯୌନ ସମ୍ଭୋଗସୁନ୍ଦରଗଡ଼ ଜିଲ୍ଲାକେଶାପାଲିକୋଣାର୍କ ସୂର୍ଯ୍ୟ ମନ୍ଦିରଅରବିନ୍ଦ କେଜରିୱାଲସ୍କ୍ୱାମସ ସେଲ ଚର୍ମ କର୍କଟକୋଷ୍ଠକାଠିନ୍ୟରମାକାନ୍ତ ରଥବୀଣାପାଣି ମହାନ୍ତିଲକ୍ଷ୍ମୀଭାରତୀୟ ଡାକ ସେବାଅର୍ଥଶାସ୍ତ୍ର🡆 More