ବିଚିତ୍ର ରାମାୟଣ

ବିଚିତ୍ର ରାମାୟଣ ଏକ ଓଡ଼ିଆ କାବ୍ୟଗ୍ରନ୍ଥ । ବିଶ୍ୱନାଥ ଖୁଣ୍ଟିଆ ଏହି ଗ୍ରନ୍ଥର ରଚୟିତା । ଏହାର ଲିଖନ ୧୭୦୮ରେ ଆରମ୍ଭ ହୋଇ ୧୭୦୯ରେ ସମ୍ପୂର୍ଣ୍ଣ ହୋଇଥିଲା । ପ୍ରଥମ ଭାଗରେ ଏହାର ଦୁଇଟି ଛପା ସଂସ୍କରଣ ତିଆରି ହୋଇଥିଲା; ଗୋଟିଏ କଟକର ରାଧାରମଣ ପୁସ୍ତକାଳୟଦ୍ୱାରା ଓ ଅନ୍ୟଟି ସେଠାର ଜଗନ୍ନାଥ ସିଂହଙ୍କଦ୍ୱାରା । ଏଥିରେ ୨୨୫ଗୋଟି ଚଉପଦୀ ରହିଛି ଓ ତହିଁରେ ଆଦିରେ ୨୮, ଅଯୋଧ୍ୟାରେ ୧୫, ଅରଣ୍ୟରେ ୨୪, କିସ୍କିନ୍ଧ୍ୟାରେ ୨୬, ସୁନ୍ଦରରେ ୧୮, ଲଙ୍କାରେ ୬୯ ଓ ଉତ୍ତରାରେ ୪୫ ରହିଛି । ଏହି ଗ୍ରନ୍ଥର ଲିଖନ ପ୍ରଥମ ଦିବ୍ୟସିଂହ ଦେବଙ୍କ ୨୫ତମ ଅଙ୍କରେ ସମ୍ପୂର୍ଣ୍ଣ ହୋଇଥିଲା । ଏହାର ଭାଷା ସରଳ ଓ ଗ୍ରନ୍ଥଟି ଅପେକ୍ଷାକୃତ ଛୋଟ ହୋଇଥିବାରୁ ରାବଣଛାୟା ଓ ଗୀତିନାଟ୍ୟ ଆଦିରେ ଅଭିନୟ ପାଇଁ ଆଦୃତ ହୋଇଥିଲା । କାବ୍ୟରେ ରଚୟିତା ନିଜକୁ ବିଶି ବୋଲି ଦର୍ଶାଇ ଥିବାରୁ ଗ୍ରନ୍ଥଟି ବିଶି ରାମାୟଣ ନାମରେ ମଧ୍ୟ ପରିଚିତ ।

ବିଚିତ୍ର ରାମାୟଣ  
ଲେଖକବିଶ୍ୱନାଥ ଖୁଣ୍ଟିଆ
ଭାଷାଓଡ଼ିଆ
ବିଭାଗକାବ୍ୟଗ୍ରନ୍ଥ
ପ୍ରକାଶ ତାରିଖ୧୭୦୮-୧୭୦୯
ମାଧ୍ୟମ ପ୍ରକାରଛାପାବହି

ଆଧାର

ଅଧିକ ପଠନ

Tags:

ଓଡ଼ିଆ ଭାଷାକଟକକାବ୍ୟବିଶ୍ୱନାଥ ଖୁଣ୍ଟିଆରାବଣଛାୟା

🔥 Trending searches on Wiki ଓଡ଼ିଆ:

ଅମର ସିଂହ ଚମକିଲାସାଇକେଲଜଳ ପ୍ରଦୂଷଣଲବଙ୍ଗବରଗଡ଼ ଜିଲ୍ଲାବୌଦ୍ଧ ଜିଲ୍ଲାଓଡ଼ିଆ ନବବର୍ଷହସ୍ତମୈଥୁନଭାରତୀୟ ମୁଦ୍ରାଜଗନ୍ନାଥପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମଙ୍ଗଳ ପାଣ୍ଡେମ୍ୟାଲେରିଆବିଜୁ ଜନତା ଦଳଗୁରୁପ୍ରସାଦ ମହାନ୍ତିଉତ୍କଳଓଡ଼ିଶୀଦାରିଙ୍ଗବାଡ଼ିକ୍ରିକେଟଜର୍ଜ ଓମପ୍ରେମଚାନ୍ଦପାଟୁଆ ଯାତ୍ରାଓଡ଼ିଶାର ପର୍ବପର୍ବାଣିବାଣଓଡ଼ିଆପଞ୍ଚାୟତ ରାଜହାଡ଼ଫୁଟିବ୍ରହ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦଣ୍ଡ ନାଟଭୁବନେଶ୍ୱର ରେଳ ଷ୍ଟେସନପଦାର୍ଥଉଇକିମିଡ଼ିଆ ଫାଉଣ୍ଡେସନସାରଳା ମନ୍ଦିରଇନ୍ଦିରା ଗାନ୍ଧୀକନ୍ନଡ଼ ଭାଷାଜୈନ ଧର୍ମଦାସକାଠିଆଦେବସ୍ନାନ ପୂର୍ଣ୍ଣିମାଭାରତୀୟ ଦଣ୍ଡ ସଂହିତା, ୧୮୬୦କଲିକତା ନାଇଟ ରାଇଡ଼ରବିଷ୍ଣୁନବରାତ୍ରୀସୁନ୍ଦରଗଡ଼ ଜିଲ୍ଲାଝାରସୁଗୁଡ଼ା ଜିଲ୍ଲାବିହୁ ପର୍ବନିର୍ମଳା (ଉପନ୍ୟାସ)ସମାଜ (ଖବରକାଗଜ)ରାଧାନାଥ ରାୟପ୍ରମେୟଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରନିମ୍ବଓଡ଼ିଶାଡାହାଣୀ ଖୋଜାରାଶି ଓ ନକ୍ଷତ୍ରଲାଞ୍ଜିଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଷ୍ଟ୍ରେଲିଆମହେନ୍ଦ୍ର ସିଂହ ଧୋନିଗେଣ୍ଡୁଫୁଲଚିଲିକା ହ୍ରଦଉମେଶଚନ୍ଦ୍ର ସରକାରକେଶ୧୯୯୯ ଓଡ଼ିଶା ମହାବାତ୍ୟାରାବଣବୃନ୍ଦାବନ ତ୍ରିପାଠୀଆର୍ଯ୍ୟଭଟ୍ଟଖ୍ରୀଷ୍ଟ ଧର୍ମକାମଦା ଏକାଦଶୀସାହି ଯାତ🡆 More