ବିଅର: ମଦ

ବିଅର ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା, ଓ ସବୁଠାରୁ ପୁରାତନ ସୁରାସାର ଜାତୀୟ ପାନୀୟ; ପିଇବା ପାଣି ଓ ଚା' ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ । ଏହା ଶର୍କରାର ବ୍ରୁଇଙ୍ଗ ଓ ଫରମେଣ୍ଟେସନ ପ୍ରକ୍ରିୟାକାରଣରୁ ବାହାରି ଥାଏ, ଏହା ମଲ୍ଟ ଶସ୍ୟ ଯଥା, ଯଅ, ଗହମରୁ ବାହାରି ଥାଏ । ଶର୍କରା ଭାବରେ ଦାମ କମ ଥିବାରୁ ମକାଚାଉଳ ସାଧାରଣତ ଏହା ସହିତ ମିଶାଯାଇଥାଏ । ଅଧିକାଂଶ ବିଅର ହୋପରେ ମିଶାଯାଇଥାଏ, ଯାହା ବିଅରରେ ପିତା ସୁଆଦ ଦେଇଥାଏ ଓ ଏକ ପ୍ରାକୃତିକ ସଂରକ୍ଷଣ ପାଇଁ ସାହାଯ୍ୟ କରିଥାଏ । ମାନବ ଜଗତର ସବୁଠାରୁ ପୁରାତନ ରଚନାରେ ବିଅରର ଉତ୍ପାଦନ ଓ ବଣ୍ଟନ ବାବଦରେ ବଖଣାଯାଇଛି: ହାମୁରାବିର ନୀତିରେ ବିଅରର ଉତ୍ପାଦନ ଓ ବିଅର ପାର୍ଲର ବାବଦରେ ନୀତିବଳି ଥିଲା । "ନିଙ୍କାସିର ମନ୍ତ୍ର",କେତେକ ଶିକ୍ଷିତ ଲୋକଙ୍କ ଚଳଣିରେ ମେସୋପଟାମିଆର ବିଅର ଦେବୀଙ୍କ ପାଇଁ ଏହି ମନ୍ତ୍ରରେ ପ୍ରାର୍ଥନା ଗାନ କରି ବିଅର ପରସାଯାଇଥାଏ । ଆଜିକାଲି, ବ୍ରୁଇଙ୍ଗ ଶିଳ୍ପ ଏ ଜଗତସାରାର ବଣିଜ ପାଲଟିଛି । ଏଥିରେ ଅନେକ ବହୁଦେଶୀୟ କର୍ପୋରେସନ ଓ ହଜାର ହଜାର ଛୋଟ ଛୋଟ ଉତ୍ପାଦକ ବ୍ରୁପବରୁ ଆରମ୍ଭ କରି ଆଞ୍ଚଳିକ ବ୍ରିଉଋରହିଛନ୍ତି ।

ବିଅର: ଇତିହାସ, ବ୍ରୁଇଙ୍ଗ, ଉତ୍ପାଦନ
ସ୍ଲେକେର୍ଲା ରୌଚିବିଏର, ସିଧା କାସ୍କରୁ

ବିଅରରେ ଆୟତନ ଅନୁସାରେ ୪ %- ୬ % ସୁରସର ଥାଏ । କେତେକ କ୍ଷେତ୍ରରେ ଏହା ୧ %ରୁ ୨୦ % ଯାଏଁ ହୋଇଥାଏ ।

ବିଅର, ବିଅର ପିଉଥିବା ରାଷ୍ଟ୍ରମାନଙ୍କରେ ସାମାଜିକ ଚଳଣିର ଏକ ଭାଗ ହୋଇଥାଏ ଯେଉଁଠାରେ ବିଅର ପର୍ବର ପ୍ରଥା ରହିଛି, ଏହା ସହ ପବ ଚଳଣିରେ ନାନାଦି ପବ କ୍ରଲ ଓ ପବ ଖେଳ ଓ ବାର ବିଲିଆର୍ଡ୍ସ ଆଦି ଖେଳାଯାଇଥାଏ ।

ଇତିହାସ

ବ୍ରୁଇଙ୍ଗ

ଉତ୍ପାଦନ

ପ୍ରକାର

ମାପ

ରଙ୍ଗ

ଶକ୍ତି

ପରସା

ଡ୍ରଟ

ପ୍ୟାକେଜ

ତାପମାତ୍ରା

ଭେସେଲ

ବିଅର ଓ ସମାଜ

ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ଖାଦ୍ୟସାର ବିବରଣୀ

ଅନ୍ୟାନ୍ୟ ପାନୀୟ

ଆଧାର

ଗ୍ରନ୍ଥ ସୂଚି

Tags:

ବିଅର ଇତିହାସବିଅର ବ୍ରୁଇଙ୍ଗବିଅର ଉତ୍ପାଦନବିଅର ପ୍ରକାରବିଅର ମାପବିଅର ପରସାବିଅର ଓ ସମାଜବିଅର ଖାଦ୍ୟସାର ବିବରଣୀବିଅର ଅନ୍ୟାନ୍ୟ ପାନୀୟବିଅର ଆଧାରବିଅର ଗ୍ରନ୍ଥ ସୂଚିବିଅର

🔥 Trending searches on Wiki ଓଡ଼ିଆ:

ରାବଣଦଣ୍ଡ ନାଚଓଡ଼ିଆ ସାହିତ୍ୟଭାସ୍କର ଚନ୍ଦ୍ର ମହାପାତ୍ରରାମଚନ୍ଦ୍ର ବେହେରାପାରମିତା ଶତପଥୀବିଶ୍ୱତାପନତରଙ୍ଗ-କଣିକା ଦ୍ୱୈତବାଦକୁଞ୍ଜବିହାରୀ ଦାଶ୨୬ ଅପ୍ରେଲବିଷ୍ଣୁ ପୁରାଣଉମେଶଚନ୍ଦ୍ର ସରକାରବ୍ରାହ୍ମ ସମାଜନୃସିଂହ ଚରଣ ପଣ୍ଡାକୋଷ୍ଠକାଠିନ୍ୟଭଗବତୀ ଚରଣ ପାଣିଗ୍ରାହୀମେଘନା ନଦୀ୩୦ ଅପ୍ରେଲକୋଭିଡ-୧୯ସୌଭାଗ୍ୟ କୁମାର ମିଶ୍ରଦ୍ୱିତୀୟ ବିଶ୍ୱଯୁଦ୍ଧକଟକ ଜିଲ୍ଲାନବରାତ୍ରୀପ୍ରଶାନ୍ତ ମହାସାଗରମାୟାଧର ମାନସିଂହମିଳିମିଳାଉଦ୍ଭିଦହେମନ୍ତ ଦାସଖ୍ରୀଷ୍ଟ ମହାବିଦ୍ୟାଳୟଜଗନ୍ନାଥଦ୍ୱାରକେଶ୍ୱର ନଦୀହିନ୍ଦୀ୨୦ ଅପ୍ରେଲବିଶ୍ୱଜିତ ଦାସମମତା ଦାଶଲକ୍ଷ୍ମୀକାନ୍ତ ମହାପାତ୍ରସୀତାକାନ୍ତ ମହାପାତ୍ରନିତ୍ୟାନନ୍ଦ ମହାପାତ୍ରରାଜେନ୍ଦ୍ର ନାରାୟଣ ସିଂହଦେଓପଞ୍ଚାୟତ ରାଜଭାରତୀୟ ସମ୍ବିଧାନ୨ (ସଂଖ୍ୟା)ଓଡ଼ିଆ କଥାଚିତ୍ର ଜଗତଭୁବନେଶ୍ୱରଭାରତକୋଳିଆନ୍ଥ୍ରାକ୍ସସାନ୍ତାଳୀ ଲୋକସଂସ୍କୃତି୮ ଅପ୍ରେଲପରଜା (ଓଡ଼ିଆ ଉପନ୍ୟାସ)ଗୋବିନ୍ଦ ତ୍ରିପାଠୀରାମ ନବମୀପ୍ରଥମ ବିଶ୍ୱଯୁଦ୍ଧହାତୀଶିବାଜୀମଟର ସାଇକେଲରମାକାନ୍ତ ପଣ୍ଡାଯକୃତକିଶୋରୀ ଚରଣ ଦାସକେଶାପାଲିବୈଶାଖଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୫ ଅପ୍ରେଲଇଣ୍ଡୋନେସିଆଅମର ସିଂହ ଚମକିଲାଗୀତଗୋବିନ୍ଦକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ🡆 More