ବିଧାନ ସଭା ନିର୍ବାଚନ ମଣ୍ଡଳୀ ବାରିପଦା

ବାରିପଦା (କ୍ରମିକ ସଂଖ୍ୟା: ୩୩) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାରିପଦା (ପୌ), ବାରିପଦା ବ୍ଳକ, ଖୁଣ୍ଟା ବ୍ଳକ ଓ ବଡ଼ସାହି ବ୍ଳକର କିଛି ଅଞ୍ଚଳ ।

ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୧,୨୯୯
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନିଶାମଣି ବାସ୍କାଙ୍କଠାରୁ ୧୭୧୧୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଭାଦଭ ହାଁସଦାଙ୍କଠାରୁ ‍୪,୭୬୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ବାରିପଦା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସାନନ୍ଦ ମାରାଣ୍ଡି ୩୩,୮୪୦ ୨୯.୬୬ -
ଝାମୁମୋ ଭାଦଭ ହାଁସଦା ୨୯,୦୮୦ ୨୫.୪୯ -
ଭାଜପା ଗୋଲକ ବିହାରୀ ନାୟକ ୨୬,୯୪୦ ୨୩.୬୧ -
କଂଗ୍ରେସ କାହ୍ନୁ ସୋରେନ ୧୬,୯୭୯ ୧୪.୮୮ -
ସ୍ୱାଧୀନ ଶୋଭାକର ନାୟକ ୧,୯୩୭ ୧.୭୦ -
ସମୃଦ୍ଧ ଓଡ଼ିଶା ନନ୍ଦ କିଶୋର ହାଁସଦା ୧,୨୮୭ ୧.୧୩ -
ସ୍ୱାଧୀନ ରୂପଚାନ୍ଦ ସୋରେନ ୮୪୯ ୦.୭୪ -
ବସପା ପୂର୍ଣ୍ଣଚନ୍ଦ୍ର ନାୟକ ୭୭୨ ୦.୬୮ -
ସପା କବିତା ନାୟକ ୭୧୧ ୦.୬୨ -
ସ୍ୱାଧୀନ ବିନତା ନାୟକ ୬୯୩ ୦.୬୧ -
କଳିଙ୍ଗ ସେନା ଲମ୍ବୋଦର ସିଂ ୫୨୭ ୦.୪୬ -
ସ୍ୱାଧୀନ ନବିନ ଚନ୍ଦ୍ର ମାଝି ୪୮୭ ୦.୪୩ -
ଭୋଟ ବ୍ୟବଧାନ ୪,୭୬୦ ୪.୧୭* -
ମତଦାନ ହାର ୧,୧୪,୨୧୩ ୬୮.୨୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବାରିପଦାମୟୂରଭଞ୍ଜ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟପ୍ରତିଭା ରାୟନନ୍ଦିଘୋଷରାମାୟଣବିନୋଦ ଚନ୍ଦ୍ର ନାୟକମୁକ୍ତେଶ୍ୱର ଦେଉଳମହୁମାଛିଉଇକିପିଡ଼ିଆଉଇକିକମନ୍ସଚୈତ୍ର୧୯୭୦ଓଡ଼ିଶାର ସଂସ୍କୃତିରାଜ୍ୟ ସଭାଫିନଲ୍ୟାଣ୍ଡନବୀନ ପଟ୍ଟନାୟକଇମେଲଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଜୟ ଜଗନ୍ନାଥଜଳ ପ୍ରଦୂଷଣଓଡ଼ିଶାର ଦୋଳଯାତ୍ରାWikisourceଉତ୍ତମ ମହାନ୍ତିଦୁଃଖୀରାମ ସ୍ୱାଇଁପରିବେଶକୃଷ୍ଣଚନ୍ଦ୍ର ପାଣିଗ୍ରାହୀଭୃସଙ୍ଗ ଗଛସୁଭାଷ ଚନ୍ଦ୍ର ବୋଷଚନ୍ଦ୍ରଗୁପ୍ତପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରରସାୟନ ବିଜ୍ଞାନମିଳିତ ଜାତିସଂଘବନ୍ଦେ ଉତ୍କଳ ଜନନୀଅର୍ଥଶାସ୍ତ୍ରବୈଦେହୀଶ ବିଳାସଗଣନ ସଂଖ୍ୟାଖାରବେଳ ସ୍ୱାଇଁଇଷ୍ଟ ଇଣ୍ଡିଆ କମ୍ପାନୀଅନୁଗୋଳ ଜିଲ୍ଲାବଡ଼ିଗୋଲୋକ ବିହାରୀ ଧଳରାଧାମୋହନ ଗଡ଼ନାୟକAnifrolumabଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଶାର କଳାସଂସଦୀୟ ଗଣତନ୍ତ୍ରବାଲେଶ୍ୱର ଜିଲ୍ଲାବ୍ରାଉଜରଶୁକ୍ରବାରବିଜୟ କୁମାର ପ୍ରଧାନ୨୧ଜଣ୍ଡିସ୍ବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାତ୍ମା ଗାନ୍ଧୀବ୍ରଜନାଥ ବଡ଼ଜେନାଗ୍ରେଗୋରି ପାଞ୍ଜିଉପେନ୍ଦ୍ର ଭଞ୍ଜଯକ୍ଷ୍ମାନାରୀବାଦକାଶୀ ବିଶ୍ୱନାଥ ମନ୍ଦିରଧର୍ମେନ୍ଦ୍ର ପ୍ରଧାନକପିଳେନ୍ଦ୍ର ଦେବହିପୋପୋଟାମସ🡆 More