ବାରବାଡୋସ

ବାରବାଡୋସ (/bɑːrˈbeɪdɒs/ (listen) କିମ୍ବା /bɑːrˈbeɪdoʊs/) ଲେସର ଆଣ୍ଟିଲେସର ଏକ ସାଧାରଣତନ୍ତ୍ର ଦ୍ୱୀପ ଦେଶ । ଏହାର ଲମ୍ବରେ 34 kilometres (21 mi) ଓ ଓସାର ପ୍ରାୟତଃ 23 kilometres (14 mi) ଅଞ୍ଚଳରେ ପରିବ୍ୟାପ୍ତ । ଏହା ଉତ୍ତର ଆଟଲାଣ୍ଟିକର ପଶ୍ଚିମ ଭାଗରେ ଓ କାରିବିଆନ ସାଗର ଏବଂ ଉଇଣ୍ଡୱାର୍ଡ଼ ଦ୍ୱୀପପୁଞ୍ଜର ପୂର୍ବ ଭାଗରେ ଅବସ୍ଥିତ । ସେଣ୍ଟ ଭିନସେଣ୍ଟ ଓ ଗ୍ରେନାଡିନ୍ସର 168 kilometres (104 mi) ପୂର୍ବରେ ଓ ତ୍ରିନିଦାଦ ଓ ଟବାଗୋର 400 kilometres (250 mi) ଉତ୍ତର-ପୂର୍ବରେ ଅବସ୍ଥିତ । ବାରବାଡୋସ ମୁଖ୍ୟ ଆଟଲାଣ୍ଟିକ ଝଡ଼ ମେଖଳାର ବାହାରେ ରହିଛି ।

ବାରବାଡୋସ
ବାରବାଡସ ପତାକା
ବାରବାଡୋସ
ବାରବାଡସ ଅବସ୍ଥିତି

ଇତିହାସ

ଭୂଗୋଳ

ଧର୍ମ

ପ୍ରାସାସନିକ ବିଭାଜନ

ଭାଷା

ଆଧାର

Tags:

ବାରବାଡୋସ ଇତିହାସବାରବାଡୋସ ଭୂଗୋଳବାରବାଡୋସ ଧର୍ମବାରବାଡୋସ ପ୍ରାସାସନିକ ବିଭାଜନବାରବାଡୋସ ଭାଷାବାରବାଡୋସ ଆଧାରବାରବାଡୋସAbout this soundEn-us-Barbados.ogg

🔥 Trending searches on Wiki ଓଡ଼ିଆ:

ବୌଦ୍ଧ ଧର୍ମଗୀତଗୋବିନ୍ଦଗୁରୁ ପ୍ରସାଦ ମହାନ୍ତିହିମାଳୟଶ୍ରୀରାଧାଭଗବତୀ ଚରଣ ପାଣିଗ୍ରାହୀରାବଣଉମେଶଚନ୍ଦ୍ର ସରକାରବଲାଙ୍ଗୀର ଜିଲ୍ଲାନୀଳକଣ୍ଠ ଦାସନବୀନ ପଟ୍ଟନାୟକଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦାବଳୀସାବିତ୍ରୀବାଈ ଫୁଲେଚନ୍ଦ୍ରଶେଖର ଆଜାଦଓଡ଼ିଆ କଥାଚିତ୍ର ଜଗତମାସଭି. କାର୍ତ୍ତିକେୟ ପାଣ୍ଡିଆନତମନ୍ନା ବ୍ୟାସଐଶ୍ୱର୍ଯ୍ୟା ରାୟସିନ୍ଧୁ ନଦୀକମଳା ଦାସଡେଭିଡ କାମେରନଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଶା ସରକାରwiki.phtmlତ୍ରିଭୁଜଛାରପୋକଓଡ଼ିଶାର ଲୋକନୃତ୍ୟକାଳୀଉଇକିମିଡ଼ିଆ ଫାଉଣ୍ଡେସନକୋରିଆ ଯୁଦ୍ଧଉଦ୍ଭିଦଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରତିଭା ଶତପଥୀତୁଳସୀ ଦାସରାଶି ଓ ନକ୍ଷତ୍ରବିଧାନ ସଭା ସଭ୍ୟକାଳୀଚରଣ ପଟ୍ଟନାୟକଆବ୍ରୋସିଟିନିବଭଦଭଦଳିଆକ୍ରିକେଟବାଳୁଙ୍ଗା ଟୋକାବୈଷ୍ଣବ ଚରଣ ସାମଲବିହୁ ପର୍ବବଡ଼ଦିନବିଭୂତି ପଟ୍ଟନାୟକଜଳ ପ୍ରଦୂଷଣହଳଦୀ ବସ‍ନ୍ତସମ୍ବାଦ (ଖବରକାଗଜ)ପୂର୍ଣ୍ଣ ଚନ୍ଦ୍ର ସେଠୀଭୀମ ଭୋଇଭଞ୍ଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାଟିର ମଣିଷଶ୍ରାଦ୍ଧମାଉସପୀତ ଜ୍ୱରବ୍ରଜନାଥ ରଥହସ୍ତମୈଥୁନହର ପଟ୍ଟନାୟକଅଷ୍ଟ୍ରିଆଲହରା କାଶଚନ୍ଦ୍ରଶେଖର ଭେଙ୍କଟ ରମଣଉପେନ୍ଦ୍ର ଭଞ୍ଜମିଳିତ ଜାତିସଂଘପ୍ରଧାନ ପୃଷ୍ଠାଉତ୍କଳ ବ୍ରାହ୍ମଣଶ୍ରୀକ୍ଷେତ୍ର ଦେବାଦେବୀଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳପ୍ରତିଭା ରାୟ🡆 More