ବାଏ ବାଏ ଦୁବାଇ: ୨୦୧୬ର ଓଡ଼ିଆ କଥାଚିତ୍ର

ବାଏ ବାଏ ଦୁବାଇ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ଅକ୍ଷୟ କୁମାର ପରିଜା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।

ବାଏ ବାଏ ଦୁବାଇ
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକଅକ୍ଷୟ କୁମାର ପରିଜା
ସଂଳାପରଜନୀ ରଞ୍ଜନ
କଳାକାରସବ୍ୟସାଚୀ ମିଶ୍ର
ଅର୍ଚ୍ଚିତା ସାହୁ
ବୁଦ୍ଧାଦିତ୍ୟ ମହାନ୍ତି
ପପୁ ପମ ପମ
ବିଜୟ ମହାନ୍ତି
ଅନିତା ଦାସ
ପୁଷ୍ପା ପଣ୍ଡା
ସଙ୍ଗୀତବିକାଶ ଦାସ
ରଜନୀ ରଞ୍ଜନ
ମୁକ୍ତିଲାଭ ତାରିଖ
୨ ସେପ୍ଟେମ୍ବର ୨୦୧୬
ଦେଶବାଏ ବାଏ ଦୁବାଇ: କାହାଣୀ, ଅଭିନୟ, ଗୀତ ଓ ସଂଗୀତ ଭାରତ
ଭାଷାଓଡ଼ିଆ

ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଏଥିରେ ମୁଖ୍ୟଭୂମିକାରେ ଥିବା ବେଳେ ବୁଦ୍ଧାଦିତ୍ୟ ମହାନ୍ତି, ପପୁ ପମ ପମ ମଧ୍ୟ ଅଭିନୟ କରିଛନ୍ତି । ୨୦୧୬ ମସିହାର ଗଣେଶ ପୂଜା ଅବସରରେ ସେପ୍ଟେମ୍ବର ୨ରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ରଟି ।

କାହାଣୀ

ନାୟକ ନାୟିକା ଦୁହେଁ ଦୁବାଇ ଯାଇ ସେଠାରେ କିଛି ପରିସ୍ଥିତିର ସାମ୍ନା କରି କୌଶଳକ୍ରମେ ଫେରି ଆସିଛନ୍ତି ନିଜ ଜନ୍ମମାଟିକୁ । ଏହିଭଳି ଏକ କାହାଣୀକୁ ନେଇ ତିଆରି ହୋଇଛି ଏହି ଚଳଚ୍ଚିତ୍ରଟି ।

ଅଭିନୟ

ବାଏ ବାଏ ଦୁବାଇ ଚଳଚ୍ଚିତ୍ରେ ଅଭିନୟ କରିଥିବା କଳାକାର ବୃନ୍ଦ ହେଲେ :

ଗୀତ ଓ ସଂଗୀତ

ଚଳଚ୍ଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା ଦାୟିତ୍ୱରେ ଅଛନ୍ତି ବିକାଶ ଦାସ । ଡ. ରଜନୀ ରଞ୍ଜନ ମଧ୍ୟ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ପମି, ତପୁ ମିଶ୍ର, ବିଭୁ କିଶୋର ଓ ମାନସ ପ୍ରିତମ ପ୍ରମୁଖ ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ।

ଗୀତ ରଚନା କଣ୍ଠଦାନ
ଅଜଣା ଏଇ ସ‌ହର ସଞ୍ଜୟ ମହାକୁଡ଼ ମାନସ ପ୍ରିତମ ଏବଂ ତପୁ ମିଶ୍ର
ବାଜିଲାଣି ୧୨.୨୦ ପମି ଏବଂ ମାନସ ପ୍ରିତମ
ତୋର ମୋର ଯୋଡ଼ି ଆଜି ପମି, ବିଭୁ କିଶୋର
ତୁ ଟିକେ ଦେଲୁ ଚାହିଁ ତପୁ ମିଶ୍ର, ଅରବିନ୍ଦ
ଆ କ‌ହିଲେ ଆସିଲି ତପୁ ମିଶ୍ର, ମାନସ ପ୍ରିତମ

ମୁକ୍ତିଲାଭ

ଏହି ଚଳଚ୍ଚିତ୍ରଟି ୨୦୧୬ ମସିହା ସେପ୍ଟେମ୍ବର ୨ ତାରିଖରେ ଗଣେଶ ପୂଜା ସମୟରେ ମୁକ୍ତିଲାଭ କରିଥିଲା ।

ଆଧାର

ବାହାର ଆଧାର

Tags:

ବାଏ ବାଏ ଦୁବାଇ କାହାଣୀବାଏ ବାଏ ଦୁବାଇ ଅଭିନୟବାଏ ବାଏ ଦୁବାଇ ଗୀତ ଓ ସଂଗୀତବାଏ ବାଏ ଦୁବାଇ ମୁକ୍ତିଲାଭବାଏ ବାଏ ଦୁବାଇ ଆଧାରବାଏ ବାଏ ଦୁବାଇ ବାହାର ଆଧାରବାଏ ବାଏ ଦୁବାଇ

🔥 Trending searches on Wiki ଓଡ଼ିଆ:

ଗ୍ରହଭାରତର ସଂସ୍କୃତିହୃଷୀକେଶ ପଣ୍ଡାବାଲେଶ୍ୱର ଜିଲ୍ଲା୨୧ ଅପ୍ରେଲ୨୪ ଅପ୍ରେଲସପ୍ତର୍ଷିମାଗୁଣିର ଶଗଡ଼ (କଥାଚିତ୍ର)ରାଜ୍ୟ ସଭାଲଣ୍ଡନଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଭାରତୀୟ ସମ୍ବିଧାନଉପେନ୍ଦ୍ର ଭଞ୍ଜହିନ୍ଦୁ ଧର୍ମରସଗୋଲା ଦିବସପିଙ୍କି ପ୍ରଧାନବିରାଟ କୋହଲୀକାନାବିଡିଓଲସୀତା ବିବାହଅପର୍ଣ୍ଣା ମହାନ୍ତିକୋରାପୁଟକାର୍ଲ୍ ଲିନିଅସ୍ପୃଥିବୀର ବାୟୁମଣ୍ଡଳବାଞ୍ଛାନିଧି ମହାନ୍ତିସନ୍ତୋଷ କୁମାର ସାହୁବିଷ୍ଣୁ ପୁରାଣସାବିତ୍ରୀ ଓଷାଯବକ୍ଷାରଜାନ ବିବନ୍ଧନମାଉସଭକ୍ତ ଚରଣ ଦାସବ୍ରହ୍ମପୁତ୍ର ନଦୀନାରାୟଣ ସାହୁପ୍ରତିଭା ରାୟଗାଟିଫ୍ଲୋକ୍ସାସିନବଣକାପ୍ତାଉତ୍କଳ ଦିବସପ୍ରାଣବନ୍ଧୁ କରବୌଦ୍ଧ ଜିଲ୍ଲାସତ୍ୟବାଦୀ ବନ ବିଦ୍ୟାଳୟରଥ୨୪ ମଇକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡମନୋଜ ଦାସରତ୍ନାକର ଚଇନିଚୈତ୍ର ପୂର୍ଣ୍ଣିମାବିଜୁ ପଟ୍ଟନାୟକଦ୍ୱାରକାଓଡ଼ିଶୀମନ୍ମଥ ନାଥ ଦାସଭଦଭଦଳିଆମାଲେସିଆ ଏୟାରଲାଇନ୍ସ ବିମାନ ଏମଏଚ୩୭୦ଅଫିମପ୍ରଶାନ୍ତ ମହାସାଗରଧରିତ୍ରୀମାଇକ୍ରୋସଫ୍ଟଶେଷ ବସନ୍ତର ଚିଠିନୀତେଶ ଗଙ୍ଗଦେବଦାଶରଥି ଦାସସୁମିତ୍ରାପ୍ରଦୂଷଣସାମାଜିକ ବିଜ୍ଞାନକଣ୍ଡୁରୀ ଚରଣ ଦାସଭାରତୀୟ ଜାତୀୟ କଂଗ୍ରେସନଡ଼ିଆରାଜକୀୟ ସ୍ପର୍ଶପର୍ଯ୍ୟାୟ ସାରଣୀ🡆 More