ବାଉରୀବନ୍ଧୁ କର: ଓଡ଼ିଆ ସାହିତ୍ୟିକ

ବାଉରୀବନ୍ଧୁ କର (୧୨ ସେପ୍ଟେମ୍ବର ୧୯୫୧- ୧୮ ସେପ୍ଟେମ୍ବର ୨୦୨୦), ଜଣେ ଓଡ଼ିଆ ସାହିତ୍ୟିକ ଓ ସମାଲୋଚକ ଥିଲେ । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

ବାଉରୀବନ୍ଧୁ କର
ଜନ୍ମ(1951-09-12)୧୨ ସେପ୍ଟେମ୍ବର ୧୯୫୧
ଖଣ୍ଡିତର, ଯାଜପୁର, ଓଡ଼ିଶା
ମୃତ୍ୟୁ୧୮ ସେପ୍ଟେମ୍ବର ୨୦୨୦(2020-09-18) (ବୟସ ୬୯)
ଶିକ୍ଷାପିଏଚଡ଼ି (୧୯୮୩)
ବୈବାହିକ-ସାଥୀହରପ୍ରିୟା
ସନ୍ତାନଶୁଭାଶିଷ, ଶୁଭଶ୍ରୀ
ପିତାମାତାଅନାଥ ବନ୍ଧୁ କର
ସୁଭଦ୍ରା କର
ସମ୍ପର୍କୀୟସୌରୀବନ୍ଧୁ କର (ବଡ଼ ଭାଇ)

ବାଉରୀବନ୍ଧୁ, ପିଲାଦିନୁ ଜଣେ ମେଧାବୀ ଛାତ୍ର ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ । ଉଭୟ ପରୀକ୍ଷାରେ ସେ ଶ୍ରେଷ୍ଠସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ୧୯୭୬ ମସିହାରୁ ସେ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଯାଜପୁରର ଏନ୍.ସି କ‌ଲେଜ୍, କଟକର ଜେ.କେ.ବି.କେ କଲେଜ, ଭଦ୍ରକ କଲେଜ, କେନ୍ଦୁଝର କଲେଜ ଆଦିରେ ସେ ଅଧ୍ୟାପନା କରି ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ

  • ଓଡ଼ିଆ ସାହିତ୍ୟର ଇତିହାସ
  • ଓଡ଼ିଆ ପ୍ରବନ୍ଧ ସାହିତ୍ୟ
  • ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ
  • ଓଡ଼ିଶାର ସଂସ୍କୃତି ଓ ଇତିହାସରେ ମାଦଳାପାଞ୍ଜି
  • ଚିନ୍ତନ: ଅନୁଚିନ୍ତନ
  • ପ୍ରାବନ୍ଧିକ ନୀଳକଣ୍ଠ ଦାସ
  • ଜ୍ଞାନସାର ଜ୍ୟୋତି
  • ସମାଲୋଚନା ଭାରତୀ
  • ତିନୋଟି ସମାଲୋଚନା
  • ସାହିତ୍ୟ ସାଧକ ଡ.ମାୟାଧର ମାନସିଂହ
  • ନାନା ଆଲୋଚନା
  • ସମାଲୋଚନା ସ୍ତବକ
  • ଆଧୁନିକ ଓଡ଼ିଆ ସାହିତ୍ୟକୁ କାମପାଳ ମିଶ୍ରଙ୍କ ଦାନ
  • ବିରୂପାକ୍ଷ ପ୍ରବନ୍ଧାବଳୀ
  • ସାହିତ୍ୟ ସାଧକ କବି ଉପନ୍ଦ୍ରେ ଭଞ୍ଜ
  • ମହାପାତ୍ର ନୀଳମଣି ସାହୁ
  • କବି ରମାକାନ୍ତ ରଥ
  • ଗଦ୍ୟଶିଳ୍ପୀ କିଶୋରୀ ଚରଣ
  • ସୁରେନ୍ଦ୍ର ସମୀକ୍ଷା
  • ଗଙ୍ଗାଧର ମେହେର
  • ସମୟର ବାଲିବନ୍ତରେ ମୁଁ (ଆତ୍ମଜୀବନୀ)

ଆଧାର

Tags:

ଓଡ଼ିଆ ଭାଷାବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ସୀତାକାନ୍ତ ମହାପାତ୍ରନିତ୍ୟାନନ୍ଦ ମହାପାତ୍ରବର୍ଷାଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଓଡ଼ିଆ ଲିପିରାଜେନ୍ଦ୍ର କିଶୋର ପଣ୍ଡାଓଡ଼ିଶାର ପର୍ବପର୍ବାଣିଚିତ୍ତରଞ୍ଜନ ଦାସକ୍ୟୁ. ଆର. କୋଡ଼ଘରଋଷିଆଚବିଶ ଗୁରୁମସ୍କୋମାଳତୀ ଚୌଧୁରୀଅଶୋକାଷ୍ଟମୀଜବାହରଲାଲ ନେହେରୁଆଲ୍‌କା ୟାଗ୍ନିକ୍‌ଓଡ଼ିଶାର ସଂସ୍କୃତିସମ୍ବଲପୁର ଜିଲ୍ଲାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଆଚାର୍ଯ୍ୟ ହରିହରଦୀପକ ମିଶ୍ର୨ (ସଂଖ୍ୟା)ବନ୍ଦେ ଉତ୍କଳ ଜନନୀଓଡ଼ିଶାର ଲୋକନୃତ୍ୟଜାନକୀ ବଲ୍ଲଭ ପଟ୍ଟନାୟକକୁଷ୍ଠଚିକିତ୍ସା ବିଜ୍ଞାନରାମବକ୍ସି ଜଗବନ୍ଧୁବିଦ୍ୟୁତମେଷ (ରାଶି)ରାସାୟନିକ ମୌଳିକକଳାପାହାଡ଼ତାଜମହଲInotuzumab ozogamicinଅପରେଟିଙ୍ଗ ସିଷ୍ଟମବୁଦ୍ଧ ପୂର୍ଣ୍ଣିମାପ୍ରତିଭା ରାୟବୁଧନ ମୁର୍ମୁଏ. ପି. ଜେ. ଅବଦୁଲ କଲାମକରାଚୀରାମଶଙ୍କର ରାୟବରଗଡ଼ ଜିଲ୍ଲାଅଟଳ ବିହାରୀ ବାଜପେୟୀବିଶ୍ୱ ସ୍ୱାସ୍ଥ୍ୟ ସଂଗଠନବୈଷୟିକ ବିଜ୍ଞାନରଘୁବଂଶପଞ୍ଚସଖାସାରଦା ପ୍ରସାଦ ମିଶ୍ରତାରାତାରିଣୀ ମନ୍ଦିରହନୁମାନ ଚାଳିଶାରାବଣଛାୟାଆର୍ଥିକ ସ୍ୱାଧୀନତା୧୬ ମଇଶ୍ରୀତମ ଦାସଜର୍ମାନୀମାରୀଚଅଇଘରାଦାଶରଥି ଦାସ🡆 More